Cricket News / ଗର୍ଜିଲା ଅଭିଷେକଙ୍କ ବ୍ୟାଟ୍; ମାତ୍ର ୩୫ ବଲ୍ରେ ହାସଲ କଲେ ଦମଦାର ସେଞ୍ଚୁରୀ
·1 hour ago·2 min read

Key Points
ଭାରତ ଓ ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦
ଅଭିଷେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ
ମାତ୍ର ବଲ୍ରେ ହାସଲ କଲେ ଶତକ
ଅଭିଷେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ
ମାତ୍ର ବଲ୍ରେ ହାସଲ କଲେ ଶତକ
ଓ୍ଵେଲିଂଟନ୍ରେ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦ । ଦମ୍ଦାର ଶତକ ମାରିଲେ ଅଭିଷେକ ଶର୍ମା । ମାତ୍ର ୩୫ ବଲ୍ରେ ଶତକ ମାରିଲେ ଅଭିଷେକ ଶର୍ମା । ଏହାରି ସହିତ ଟି-ଟ୍ଵେଣ୍ଟି କ୍ରିକେଟ୍ରେ ଅଭିଷେକଙ୍କ ୪ର୍ଥ ଶତକ ହାସଲ କରିଛନ୍ତି । ୱେଲିଂଟନର ହେନରୀ ଷ୍ଟାଡିୟମରେ ଟିମ ଇଣ୍ଡିଆ ୧୯୯ ରନ୍ର ପିଛା କରୁଛି । ପ୍ରଥମେ ଟସ୍ ଜିତି ଭାରତ ବୋଲିଂ କରିଥିଲା । ଅଭିଷେକ ମାତ୍ର ୧୫ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ୩୫ ବଲ୍ରେ ଶତକ ମାରିଛନ୍ତି ।
ଅଭିଷେକ ଆଜିର ଶତକ ମାରିବା ପରେ ସାରା ବିଶ୍ଵରେ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ସର୍ବାଧିକ ସେଞ୍ଚୁରୀ ମାରିବାରେ ୬ଷ୍ଠ ବ୍ଯାଟର ହୋଇଛନ୍ତି । ଖାଲି ସେତିକି ନୁହେଁ, ଅଭିଷେକ ଆଉ ଏକ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ମାରିବାରେ ସେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କ ସମକକ୍ଷ ହୋଇଛନ୍ତି । ଏହି ଫର୍ମାଟରେ ସର୍ବାଧିକ ୫-୫ ଶତକ ମାରି ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ରୋହିତ ଶର୍ମା ନମ୍ବର-୧ ସ୍ଥାନରେ ଅଛନ୍ତି ।
ଏଥି ସହ ପଢନ୍ତୁ: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ T20: ଟସ୍ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ
ଟି୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଶତକ
ଗ୍ଲେନ୍ ମ୍ୟାକ୍ସୱେଲ- ୫
ରୋହିତ ଶର୍ମା- ୫
ସୂର୍ଯ୍ୟକୁମାର ଯାଦବ- ୪
କରନବୀର ସିଂହ- ୪
ଫିଲ୍ ସାଲ୍ଟ- ୪
ଅଭିଷେକ ଶର୍ମା- ୪

Abhishek Sharma with a 3️⃣5️⃣ -ball 𝗛𝗨𝗡𝗗𝗥𝗘𝗗! 💯🔥 One of the most incredible knocks to bring up his 4️⃣th T20I ton! 🤯 Updates ▶️ https://t.co/zf4CnZQ8CD #TeamIndia | #NZvIND | @OfficialAbhi04 https://t.co/oHBBm9WmlN
— BCCI (@BCCI) October 27, 2026
- ୧୧୩ ରନ୍ରେ ଆଉଟ୍
ଏଥି ସହ ପଢନ୍ତୁ: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ T20: ଟସ୍ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ
ଟି୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଶତକ
ଗ୍ଲେନ୍ ମ୍ୟାକ୍ସୱେଲ- ୫
ରୋହିତ ଶର୍ମା- ୫
ସୂର୍ଯ୍ୟକୁମାର ଯାଦବ- ୪
କରନବୀର ସିଂହ- ୪
ଫିଲ୍ ସାଲ୍ଟ- ୪
ଅଭିଷେକ ଶର୍ମା- ୪
- ବୈଭବ ସୂର୍ଯ୍ୟବଂଶୀଙ୍କ ସହ ପାର୍ଟନରସିପ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories