India Vs New Zealand T20 / ନମନ ଧୀରଙ୍କ ଗୋଟିଏ ଭୁଲ୍ ପାଇଁ ହାରିଲା ଟିମ୍ ଇଣ୍ଡିଆ; ଶେଷ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ
·1 hour ago·2 min read

Key Points
ଭାରତ ବନାମ ନ୍ୟୁଜିଲାଣ୍ଡ ଶେଷ ଟି୨୦ ମ୍ୟାଚ୍
ନମନ ଧୀରଙ୍କ ଗୋଟିଏ ଭୁଲ୍ ପାଇଁ ହାରିଲା ଭାରତ
ନମନ ଧୀରଙ୍କ ଗୋଟିଏ ଭୁଲ୍ ପାଇଁ ହାରିଲା ଭାରତ
ହାମିଲଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ରେ ଭାରତ ୭ ୱିକେଟ୍ରେ ହାରିଛି । ହାମିଲଟନ୍ର ସେଡନ୍ ପାର୍କରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୨ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ୧୮ ଓଭରରେ ୩ ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା । ଭାରତର ଏହି ପରାଜୟ ପଛରେ ନମନ ଧୀରଙ୍କ ଏକ କ୍ୟାଚ୍ ଛାଡ଼ିବା ମୁଖ୍ୟ କାରଣ ବୋଲି କୁହାଯାଉଛି ।
ଏହି ଜୀବନଦାନର ପୂରା ଫାଇଦା ଉଠାଇଥିଲେ ସିଫର୍ଟ । ଏହାପରେ ସେ ଭାରତୀୟ ବୋଲରଙ୍କ ଉପରେ ଆକ୍ରମଣ କରି ୫୦ ବଲ୍ରୁ ୯୩ ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ । ତାଙ୍କ ଇନିଂସରେ ୧୧ଟି ଚୌକା ଓ ୫ଟି ଛକା ସାମିଲ ଥିଲା । ଅନ୍ୟପଟେ ଗ୍ଲେନ୍ ଫିଲିପ୍ସ ମଧ୍ୟ ଚମତ୍କାର ବ୍ୟାଟିଂ କରି ୩୮ ବଲ୍ରୁ ଅପରାଜିତ ୬୫ ରନ୍ କରିଥିଲେ । ଉଭୟଙ୍କ ଦମ୍ଦାର ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ୧୮ ଓଭରରେ ମ୍ୟାଚ୍ ଜିତି ନେଇଥିଲା ।
ପଢନ୍ତୁ ଏହି ଖବର: ଟସ୍ ଜିତିଲା ନ୍ୟୁଜିଲାଣ୍ଡ...ପ୍ରଥମେ ବ୍ୟାଟିଂ କରିବ ଭାରତ, ଆଜି ବି ବୈଭବଙ୍କୁ ମିଳିଲାନି ସୁଯୋଗ
- ନମନ ଧୀରଙ୍କ ଗୋଟିଏ ଭୁଲ୍ ପଡ଼ିଲା ମହଙ୍ଗା
ଏହି ଜୀବନଦାନର ପୂରା ଫାଇଦା ଉଠାଇଥିଲେ ସିଫର୍ଟ । ଏହାପରେ ସେ ଭାରତୀୟ ବୋଲରଙ୍କ ଉପରେ ଆକ୍ରମଣ କରି ୫୦ ବଲ୍ରୁ ୯୩ ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ । ତାଙ୍କ ଇନିଂସରେ ୧୧ଟି ଚୌକା ଓ ୫ଟି ଛକା ସାମିଲ ଥିଲା । ଅନ୍ୟପଟେ ଗ୍ଲେନ୍ ଫିଲିପ୍ସ ମଧ୍ୟ ଚମତ୍କାର ବ୍ୟାଟିଂ କରି ୩୮ ବଲ୍ରୁ ଅପରାଜିତ ୬୫ ରନ୍ କରିଥିଲେ । ଉଭୟଙ୍କ ଦମ୍ଦାର ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ୧୮ ଓଭରରେ ମ୍ୟାଚ୍ ଜିତି ନେଇଥିଲା ।
🏮SIMPLE RULE CATCH DROP, MATCH DROP 🤯 - Tim seifert was batting at 13 runs when Naman Dhir dropped easy catch on Arshdeep Singh bowl - after that tim scored 93 runs it means he scored 80 runs extra for new Zealand If that catch had taken successfully then india could have win this match but unfortunately shreyas iyer also unable to defend it
— VK (@Aur_vicky) November 1, 2026
- ଶ୍ରେୟସ ଓ ଈଶାନଙ୍କ ଅର୍ଦ୍ଧଶତକ ବେକାର
ପଢନ୍ତୁ ଏହି ଖବର: ଟସ୍ ଜିତିଲା ନ୍ୟୁଜିଲାଣ୍ଡ...ପ୍ରଥମେ ବ୍ୟାଟିଂ କରିବ ଭାରତ, ଆଜି ବି ବୈଭବଙ୍କୁ ମିଳିଲାନି ସୁଯୋଗ
- ୩-୨ରେ ସିରିଜ୍ ଜିତିଲା ଭାରତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories