World Cup Final / ସେମି ଫାଇନାଲ୍ ଟିମ୍କୁ ରିପିଟ୍ କଲା ଭାରତ, ନ୍ୟୁଜିଲାଣ୍ଡ କଲା ଗୋଟିଏ ପରିବର୍ତ୍ତନ
·4 months ago·2 min read

Key Points
ଟସ୍ ଜିତି ନ୍ୟୁଜିଲାଣ୍ଡ ଦଳ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ମହାମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତିଥିଲେ ହେଁ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ଅହମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି ଟି-ଟ୍ଵେଣ୍ଟି ବିଶ୍ଵକପ୍ର ଫାଇନାଲ୍ ଲଢ଼େଇ । ଟସ୍ ଜିତି ନ୍ୟୁଜିଲାଣ୍ଡ ଦଳ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ମହାମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତିଥିଲେ ହେଁ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ଫାଇନାଲ୍ ମୁକାବିଲାରେ ଚୂଡ଼ାନ୍ତ ଏକାଦଶକୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଉଥିଲା । ହେଲେ ଭାରତ ଚୂଡ଼ାନ୍ତ ଏକାଦଶର କୌଣସି ପରିବର୍ତ୍ତନ ଆଣି ନାହିଁ । ଅର୍ଥାତ୍ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ଖେଳିଥିବା ଟିମ୍ ହିଁ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍ ଖେଳିବ ।
ଏଥିସହ ପଢ଼ନ୍ତୁ: T20 ବିଶ୍ଵକପ୍ ଫାଇନାଲ୍ ପୂର୍ବରୁ ବଡ଼ ଖୁଲାସା; ଜଣାପଡ଼ିଲା କିଏ କାଟୁଛି କାହା ନାଁ...
ସେପଟେ ନ୍ୟୁଜିଲାଣ୍ଡ ଦଳରେ ଗୋଟିଏ ପରିହର୍ତ୍ତନ ହୋଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଫାଇନାଲ୍ ମୁକାବିଲାରେ କୋଲ ମ୍ୟାକକୋଞ୍ଚିଙ୍କୁ ଦଳରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଜ୍ୟାକବ ଡଫିଙ୍କୁ ଚୂଡ଼ାନ୍ତ ଏକାଦେଶରେ ସାମିଲ୍ କରିଛି ନ୍ୟୁଜିଲାଣ୍ଡ ଟିମ୍ ।
ଭାରତୀୟ ଦଳ (ଚୂଡ଼ାନ୍ତ ଏକାଦଶ): ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ଇଶାନ କିଷନ, ସୂର୍ଯ୍ଯକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବଋଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମ୍ରା ।
ଏଥିସହ ପଢ଼ନ୍ତୁ: ବିଶ୍ଵକପ୍ ବିଜେତା ଟିମକୁ କେତେ ମିଳିବ ପୁରସ୍କାର ରାଶି ? ଦେଖନ୍ତୁ ପୁରା ଆୱାର୍ଡ ଲିଷ୍ଟ
ନ୍ୟୁଜିଲାଣ୍ଡ (ଚୂଡ଼ାନ୍ତ ଏକାଦଶ): ଟିମ୍ ସିଫର୍ଟ (ୱିକେଟ୍ ରକ୍ଷକ), ଫିନ ଏଲନ, ରଚିନ ରବୀନ୍ଦ୍ର, ଗ୍ଲେନ୍ ଫିଲିପ୍ସ, ମାର୍କ ଚ୍ୟାପମ୍ୟାନ, ଡେରିଲ ମିଚେଲ, ଜେମ୍ସ ନିଶମ, ମିଚେଲ ସେଣ୍ଟନର (ଅଧିନାୟକ), ମ୍ୟାଟ ହେନରି, ଲକି କର୍ଗୁସନ, ଜ୍ୟାକବ ଡଫି ।
🚨 Toss Update 🚨#TeamIndia have been asked to bat first in the #Final
— BCCI (@BCCI) March 8, 2026
Updates ▶️ https://t.co/5LXBod8bl1#T20WorldCup | #MenInBlue | #INDvNZ pic.twitter.com/eq6p5hb085
ଫାଇନାଲ୍ ମୁକାବିଲାରେ ଚୂଡ଼ାନ୍ତ ଏକାଦଶକୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଉଥିଲା । ହେଲେ ଭାରତ ଚୂଡ଼ାନ୍ତ ଏକାଦଶର କୌଣସି ପରିବର୍ତ୍ତନ ଆଣି ନାହିଁ । ଅର୍ଥାତ୍ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ଖେଳିଥିବା ଟିମ୍ ହିଁ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍ ଖେଳିବ ।
ଏଥିସହ ପଢ଼ନ୍ତୁ: T20 ବିଶ୍ଵକପ୍ ଫାଇନାଲ୍ ପୂର୍ବରୁ ବଡ଼ ଖୁଲାସା; ଜଣାପଡ଼ିଲା କିଏ କାଟୁଛି କାହା ନାଁ...
ସେପଟେ ନ୍ୟୁଜିଲାଣ୍ଡ ଦଳରେ ଗୋଟିଏ ପରିହର୍ତ୍ତନ ହୋଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଫାଇନାଲ୍ ମୁକାବିଲାରେ କୋଲ ମ୍ୟାକକୋଞ୍ଚିଙ୍କୁ ଦଳରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଜ୍ୟାକବ ଡଫିଙ୍କୁ ଚୂଡ଼ାନ୍ତ ଏକାଦେଶରେ ସାମିଲ୍ କରିଛି ନ୍ୟୁଜିଲାଣ୍ଡ ଟିମ୍ ।
Presenting #TeamIndia's Playing XI for the #Final 🙌
— BCCI (@BCCI) March 8, 2026
Updates ▶️ https://t.co/5LXBod8bl1#T20WorldCup | #MenInBlue | #INDvNZ pic.twitter.com/FkOPQTAn5p
ଭାରତୀୟ ଦଳ (ଚୂଡ଼ାନ୍ତ ଏକାଦଶ): ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ଇଶାନ କିଷନ, ସୂର୍ଯ୍ଯକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବଋଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମ୍ରା ।
ଏଥିସହ ପଢ଼ନ୍ତୁ: ବିଶ୍ଵକପ୍ ବିଜେତା ଟିମକୁ କେତେ ମିଳିବ ପୁରସ୍କାର ରାଶି ? ଦେଖନ୍ତୁ ପୁରା ଆୱାର୍ଡ ଲିଷ୍ଟ
ନ୍ୟୁଜିଲାଣ୍ଡ (ଚୂଡ଼ାନ୍ତ ଏକାଦଶ): ଟିମ୍ ସିଫର୍ଟ (ୱିକେଟ୍ ରକ୍ଷକ), ଫିନ ଏଲନ, ରଚିନ ରବୀନ୍ଦ୍ର, ଗ୍ଲେନ୍ ଫିଲିପ୍ସ, ମାର୍କ ଚ୍ୟାପମ୍ୟାନ, ଡେରିଲ ମିଚେଲ, ଜେମ୍ସ ନିଶମ, ମିଚେଲ ସେଣ୍ଟନର (ଅଧିନାୟକ), ମ୍ୟାଟ ହେନରି, ଲକି କର୍ଗୁସନ, ଜ୍ୟାକବ ଡଫି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories