KL Rahul Century / କେଏଲ୍ ରାହୁଲଙ୍କ ଐତିହାସିକ ଶତକ; ଯାହା କରିପାରିନଥିଲେ କୌଣସି ଭାରତୀୟ ଓପନର
·40 mins ago·3 min read

Key Points
ନ୍ୟୁଜିଲାଣ୍ଡ ବିପକ୍ଷରେ ୱେଲିଂଟନ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ
କେଏଲ ରାହୁଲଙ୍କ ଦମଦାର ଶତକ ମାରି
ପ୍ରଥମ ଭାରତୀୟ ଓପନର ଭାବେ ରେକର୍ଡ
କେଏଲ ରାହୁଲଙ୍କ ଦମଦାର ଶତକ ମାରି
ପ୍ରଥମ ଭାରତୀୟ ଓପନର ଭାବେ ରେକର୍ଡ
ୱେଲିଂଟନ (ନ୍ୟୁଜିଲାଣ୍ଡ): ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବେସିନ୍ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ଦୁଇଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ର ତୃତୀୟ ଦିନ । ଗର୍ଜିଲା ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲ ବ୍ୟାଟ୍ । ଚମତ୍କାର ଶତକ ହାସଲ କରିଛନ୍ତି ରାହୁଲ । ଦ୍ୱିତୀୟ ଦିନର ଖେଳ ଶେଷରେ ରାହୁଲ ୫୨ ରନରେ ଅପରାଜିତ ଥିଲେ, ଏହା ପରେ ସେ ତୃତୀୟ ଦିନରେ ମଧ୍ୟ ତାଙ୍କର ଚମତ୍କାର ବ୍ୟାଟିଂ ଜାରି ରଖି ଏକ ଦମଦାର ଶତକ ହାସଲ କରିଛନ୍ତି । ଏହି ଟେଷ୍ଟ ହାସଲ କରି ସେ ସେନା ଦେଶରେ ଏକ ବିରଳ ରେକର୍ଡ ହାସଲ କରିଛନ୍ତି ।
ପଢନ୍ତୁ ଏହି ଖବର: ସିରାଜଙ୍କୁ କାହିଁକି ମିଳିଲାନି ଟିମ୍ରେ ସ୍ଥାନ ? ମୁହଁ ଖୋଲିଲେ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍, କହିଲେ...
୪ ଶତକ- ଇଂଲଣ୍ଡ
୨ ଶତକ- ଦକ୍ଷିଣ ଆଫ୍ରିକା
୧ ଶତକ- ନ୍ୟଜିଲ୍ୟାଣ୍ଡ
୧ ଶତକ- ଅଷ୍ଟ୍ରେଲିଆ
ଏହାବ୍ୟତୀତ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରାହୁଲ ଏବେ ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ ଓ ମୁରଲୀ ବିଜୟଙ୍କୁ ପଛରେ ପକାଇଛନ୍ତି । ଏବେ ରାହୁଲଙ୍କ ନାମରେ ସେନା ଦେଶରେ ୮ଟି ଟେଷ୍ଟ ଶତକ ସହ ମୋଟ ୧୩ଟି ଟେଷ୍ଟ ଶତକ ରହିଛି ।
- SENA ଦେଶର ଟେଷ୍ଟ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଓପନର୍
HUNDRED for #TeamIndia's vice-captain @klrahul 👏👏 A historic century for KL Rahul as he becomes the only Indian opener to score centuries across SENA countries 🙌🙌 #NZvIND https://t.co/Qk9NA09G9G
— BCCI (@BCCI) November 21, 2026
- SENA ଦେଶ ମାନେ କଣ ?
- ନ୍ୟୁଜିଲାଣ୍ଡରେ ପ୍ରଥମ ଟେଷ୍ଟ ଶତକ ହାସଲ କଲେ ରାହୁଲ
ପଢନ୍ତୁ ଏହି ଖବର: ସିରାଜଙ୍କୁ କାହିଁକି ମିଳିଲାନି ଟିମ୍ରେ ସ୍ଥାନ ? ମୁହଁ ଖୋଲିଲେ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍, କହିଲେ...
- ରାହୁଲ ଗାଭାସ୍କରଙ୍କ ସହ ସମାନ
- କେଉଁ ଦେଶରେ କେତେ ଶତକ ?
୪ ଶତକ- ଇଂଲଣ୍ଡ
୨ ଶତକ- ଦକ୍ଷିଣ ଆଫ୍ରିକା
୧ ଶତକ- ନ୍ୟଜିଲ୍ୟାଣ୍ଡ
୧ ଶତକ- ଅଷ୍ଟ୍ରେଲିଆ
ଏହାବ୍ୟତୀତ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରାହୁଲ ଏବେ ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ ଓ ମୁରଲୀ ବିଜୟଙ୍କୁ ପଛରେ ପକାଇଛନ୍ତି । ଏବେ ରାହୁଲଙ୍କ ନାମରେ ସେନା ଦେଶରେ ୮ଟି ଟେଷ୍ଟ ଶତକ ସହ ମୋଟ ୧୩ଟି ଟେଷ୍ଟ ଶତକ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories