Rishav Pant Fitness / ନ୍ୟୁଜିଲାଣ୍ଡ ସିରିଜ୍ ପୂର୍ବରୁ ପନ୍ତଙ୍କୁ ଫିଟନେସ୍ ଝଟକା; ୨ ଦିନ ପରେ ପୁଣି ଅଗ୍ନିପରୀକ୍ଷା
·1 hour ago·3 min read

Key Points
ଫିଟନେସ୍ ଟେଷ୍ଟରେ ଫେଲ୍ ଋଷଭ ପନ୍ତ
ପ୍ରଥମ ଟେଷ୍ଟରେ ଫେଲ୍ ପରେ ମିଳିବ ଦ୍ଵିତୀୟ ସୁଯୋଗ
ପ୍ରଥମ ଟେଷ୍ଟରେ ଫେଲ୍ ପରେ ମିଳିବ ଦ୍ଵିତୀୟ ସୁଯୋଗ
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଆହତରୁ ଫେରିବାକୁ ଅପେକ୍ଷା କରୁଥିବା ଷ୍ଟାର ୱିକେଟକିପର ବ୍ୟାଟର ଋଷଭ ପନ୍ତଙ୍କ ଫିଟନେସ୍ ନେଇ ବଢ଼ିଲା ଚିନ୍ତା । ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଫିଟନେସ୍ ଟେଷ୍ଟରେ ଫେଲ୍ ହୋଇଛନ୍ତି ପନ୍ତ । ତେବେ ଏହା ତାଙ୍କ ପାଇଁ ଶେଷ ସୁଯୋଗ ନୁହେଁ । ଆଉ ଦୁଇ ଦିନ ପରେ ମିଳିବ ଦ୍ୱିତୀୟ ସୁଯୋଗ । ଫିଟନେସ୍ ଟେଷ୍ଟ ପାସ୍ କଲେ ନ୍ୟୁଜିଲାଣ୍ଡ ଗସ୍ତରେ ତାଙ୍କ ଖେଳିବା ନେଇ ଆଶା ବଢ଼ିବ ।
ଋଷଭ ପନ୍ତ ଟେଷ୍ଟ କ୍ରିକେଟରେ ଭାରତର ଭରସାଯୋଗ୍ୟ ଚେହେରା । ମ୍ୟାଚ୍ର ଗତି ବଦଳାଇବାର କ୍ଷମତା ରଖୁଥିବା ଜଣେ ବ୍ୟାଟର । ଏବେ ସେହି ଋଷଭ ପନ୍ତଙ୍କ ଫିଟନେସ୍ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ। ଇରାନୀ କପ୍ ଖେଳୁଥିବା ସମୟରେ ଆହତ ହୋଇଥିଲେ ପନ୍ତ । ଏହାପରେ ତାଙ୍କୁ ଆଉ ପଡ଼ିଆରେ ଦେଖିବାକୁ ମିଳିନାହିଁ । ଆହତ କାରଣରୁ ରଣଜୀ ଟ୍ରଫି ସହ ପନ୍ତ ଇଣ୍ଡିଆ-ଏ ପାଇଁ ମଧ୍ୟ ଖେଳିପାରିନାହାନ୍ତି। ଏପଟେ ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ପନ୍ତଙ୍କୁ ଫିଟ୍ ଦେଖିବାକୁ ଚାହୁଁଛି ଟିମ୍ ମ୍ୟାନେଜମେଣ୍ଟ । କିନ୍ତୁ ନଭେମ୍ବର ୨ରେ ହୋଇଥିବା ଫିଟନେସ୍ ଟେଷ୍ଟରେ ପନ୍ତ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି ।
ପଢନ୍ତୁ ଏହି ଖବର: ନମନ ଧୀରଙ୍କ ଗୋଟିଏ ଭୁଲ୍ ପାଇଁ ହାରିଲା ଟିମ୍ ଇଣ୍ଡିଆ; ଶେଷ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ
ଦ୍ଵିତୀୟ ଟେଷ୍ଟ- ନଭେମ୍ବର ୨୭ରୁ ଡିସେମ୍ବର ୧- ହେଗଲେ ଓଭଲ, କ୍ରାଇଷ୍ଟଚର୍ଚ (ଭୋର ୩.୩୦)

- ଦ୍ୱିତୀୟ ସୁଯୋଗ ପାଇଁ ଆଶା ଜାରି
Rishabh Pant failed a fitness test at the BCCI Centre of Excellence on Sunday, but will get another chance to prove his fitness for the tour of New Zealand in the next two days Full story: https://t.co/PqujTOfCBI https://t.co/G7aqLjw8zO
— Cricinfo (@cricinfo) November 2, 2026
- ପନ୍ତଙ୍କ ଅନୁପସ୍ଥିତି ଭାରତ ପାଇଁ ବଡ଼ କ୍ଷତି?
ପଢନ୍ତୁ ଏହି ଖବର: ନମନ ଧୀରଙ୍କ ଗୋଟିଏ ଭୁଲ୍ ପାଇଁ ହାରିଲା ଟିମ୍ ଇଣ୍ଡିଆ; ଶେଷ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ
- ଭାରତୀୟ ଟେଷ୍ଟ ଦଳ:
- ଟେଷ୍ଟ ସିରିଜ୍
ଦ୍ଵିତୀୟ ଟେଷ୍ଟ- ନଭେମ୍ବର ୨୭ରୁ ଡିସେମ୍ବର ୧- ହେଗଲେ ଓଭଲ, କ୍ରାଇଷ୍ଟଚର୍ଚ (ଭୋର ୩.୩୦)
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories