India vs Pakistan / ଆଜି ଭାରତ Vs ପାକିସ୍ତାନ ମହାଲଢେଇ; ଇଣ୍ଡିଆ ପାଇଁ ଏମାନେ ସାଜିପାରନ୍ତି କାଳ !
·1 hour ago·2 min read

Key Points
ପହିଲି ରଜ ସାଙ୍ଗକୁ ସୁପରସଣ୍ଡେରେ ସୁପରମ୍ୟାଚ୍
ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢେଇ
ଇଣ୍ଡିଆ ଟିମ ପାଇଁ ୫ ପାକ୍ ଖେଳାଳି କାଳ ସାଜିପାରନ୍ତି
ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢେଇ
ଇଣ୍ଡିଆ ଟିମ ପାଇଁ ୫ ପାକ୍ ଖେଳାଳି କାଳ ସାଜିପାରନ୍ତି
ମହିଳା ଟି୨୦ ବିଶ୍ୱକପ୍ ୨୦୨୬ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ୍ ମ୍ୟାଚ୍ । ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଆଜି ବିଶ୍ୱକପ ପାଇଁ ମୁହାଁମୁହିଁ ହେବେ । ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଏକ ଦୃଢ଼ ରେକର୍ଡ ଅଛି ଏବଂ ବର୍ମିଂହାମରେ ହେବାକୁ ଥିବା ମ୍ୟାଚରେ ଭାରତୀୟ ମହିଳା ଦଳ ବିଜୟ ପାଇଁ ଏକ ଦୃଢ଼ ଦାବିଦାର ମନେହୁଏ । ତଥାପି କିଛି ପାକିସ୍ତାନୀ ଖେଳାଳି ଅଛନ୍ତି, ଯେଉଁମାନେ ଭାରତ ପାଇଁ ବିପଦ ସୃଷ୍ଟି କରିପାରନ୍ତି । ଆସନ୍ତୁ ଏହି ଖେଳାଳିମାନେ କିଏ ଜାଣିବା, ଯାହାଙ୍କ ପ୍ରତି ଟିମ୍ ଇଣ୍ଡିଆକୁ ସତର୍କ ରହିବାକୁ ପଡ଼ିବ।
ପଢନ୍ତୁ ଏହି ଖବର: IND VS PAK ମ୍ୟାଚରେ ହେବ କି ହ୍ୟାଣ୍ଡସେକ୍ ? ବଡ଼ ସଙ୍କେତ ଦେଲେ ହରମନପ୍ରୀତ
- ମୁନିବା ଅଲି
- ନାଶରା ସନ୍ଧୁ
- ଗୁଲ୍ ଫିରୋଜା
- ସାଦିଆ ଇକବାଲ
ପଢନ୍ତୁ ଏହି ଖବର: IND VS PAK ମ୍ୟାଚରେ ହେବ କି ହ୍ୟାଣ୍ଡସେକ୍ ? ବଡ଼ ସଙ୍କେତ ଦେଲେ ହରମନପ୍ରୀତ
- ଆଲିଆ ରିଆଜ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
