IND vs PAK / IND VS PAK ମ୍ୟାଚରେ ହେବ କି ହ୍ୟାଣ୍ଡସେକ୍ ? ବଡ଼ ସଙ୍କେତ ଦେଲେ ହରମନପ୍ରୀତ
·1 hour ago·2 min read

Key Points
ଭାରତ ଓ ପାକିସ୍ତାନ ମଧ୍ୟରେ ନୋ ହ୍ୟାଣ୍ଡସେକ୍ ବିବାଦ
ପୁରୁଷ କ୍ରିକେଟରଙ୍କ ପଥ ଅନୁସରଣ କରିବ କି ମହିଳା ଟିମ ?
ହ୍ୟାଣ୍ଡସେକକୁ ନେଇ ବଡ଼ ସଙ୍କେତ ଦେଲେ ହରମନପ୍ରୀତ
ପୁରୁଷ କ୍ରିକେଟରଙ୍କ ପଥ ଅନୁସରଣ କରିବ କି ମହିଳା ଟିମ ?
ହ୍ୟାଣ୍ଡସେକକୁ ନେଇ ବଡ଼ ସଙ୍କେତ ଦେଲେ ହରମନପ୍ରୀତ
୨୦୨୬ ମହିଳା T20 ବିଶ୍ୱକପ୍ରେ ଏକ ହାଇ-ଭୋଲଟେଜ୍ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ନିକଟ ଟୁର୍ଣ୍ଣାମେଣ୍ଟ୍ରେ ଯେତେବେଳେ ଭାରତ ଏବଂ ପାକିସ୍ତାନୀ ଦଳ ପରସ୍ପରକୁ ମୁହାଁମୁହିଁ ହୋଇଛନ୍ତି, ସେତେବେଳେ କୌଣସି ହ୍ୟାଣ୍ଡସେକ୍ କରିନାହାଁନ୍ତି । ଭାରତୀୟ ପୁରୁଷ ଏବଂ ମହିଳା ଦଳ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାଇବାକୁ ମନା କରିଛନ୍ତି । ସମସ୍ତଙ୍କ ମନରେ ପ୍ରଶ୍ନ ହେଉଛି ହାଇ-ଭୋଲଟେଜ୍ ମହିଳା T-୨୦ ବିଶ୍ୱକପ୍ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନୀ ଖେଳାଳିଙ୍କ ମଧ୍ୟରେ ହାତ ହ୍ୟାଣ୍ଡସେକ୍ ହେବ କି ନାହିଁ । ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଏ ସମ୍ପର୍କରେ ଏକ ପ୍ରମୁଖ ସଙ୍କେତ ଦେଇଛନ୍ତି।
ପଢନ୍ତୁ ଏହି ଖବର: ଆଜି ମହାମୁକାବିଲା, T-20 ବିଶ୍ୱକପ୍ରେ ଭାରତ-ପାକିସ୍ତାନ ଟକ୍କର
ହରମନପ୍ରୀତ କୌର କହିଛନ୍ତି, "ଆମେ ଏଠାରେ କ୍ରିକେଟ ଖେଳିବାକୁ ଆସିଛୁ ଏବଂ ଆମେ କେବଳ କ୍ରିକେଟ ବିଷୟରେ କଥା ହେବୁ । ଆମେ କ୍ରିକେଟ ବ୍ୟତୀତ ଅନ୍ୟ କିଛି ବିଷୟରେ କଥା ହେବାକୁ ଚାହୁଁନାହୁଁ । ମୁଁ କ୍ରିକେଟ ବ୍ୟତୀତ ଅନ୍ୟ କିଛି ଜାଣିବାକୁ ଚାହୁଁନାହିଁ । ପ୍ରଥମ ଦିନରୁ କ୍ରିକେଟ ଆମର ସ୍ୱପ୍ନ ଏବଂ ଆମେ କେବଳ ଏହା ବିଷୟରେ କଥା ହେଉଛୁ । ଆମେ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ଏକ ସାଧାରଣ ମ୍ୟାଚ୍ ପରି ଭାବୁଛୁ ।"
- ଭାରତ-ପାକିସ୍ତାନ ମ୍ୟାଚ୍ରେ ହେବ କି ହ୍ୟାଣ୍ଡସେକ୍ ?
ପଢନ୍ତୁ ଏହି ଖବର: ଆଜି ମହାମୁକାବିଲା, T-20 ବିଶ୍ୱକପ୍ରେ ଭାରତ-ପାକିସ୍ତାନ ଟକ୍କର
ହରମନପ୍ରୀତ କୌର କହିଛନ୍ତି, "ଆମେ ଏଠାରେ କ୍ରିକେଟ ଖେଳିବାକୁ ଆସିଛୁ ଏବଂ ଆମେ କେବଳ କ୍ରିକେଟ ବିଷୟରେ କଥା ହେବୁ । ଆମେ କ୍ରିକେଟ ବ୍ୟତୀତ ଅନ୍ୟ କିଛି ବିଷୟରେ କଥା ହେବାକୁ ଚାହୁଁନାହୁଁ । ମୁଁ କ୍ରିକେଟ ବ୍ୟତୀତ ଅନ୍ୟ କିଛି ଜାଣିବାକୁ ଚାହୁଁନାହିଁ । ପ୍ରଥମ ଦିନରୁ କ୍ରିକେଟ ଆମର ସ୍ୱପ୍ନ ଏବଂ ଆମେ କେବଳ ଏହା ବିଷୟରେ କଥା ହେଉଛୁ । ଆମେ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ଏକ ସାଧାରଣ ମ୍ୟାଚ୍ ପରି ଭାବୁଛୁ ।"
- 'ଚାପ ସବୁବେଳେ ରୁହେ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories