India in Semi Final / ଏସିଆନ ଗେମ୍ସରେ କେମିତି ସିଧା ସେମିଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ ?
·1 hour ago·3 min read

Key Points
ଏସିଆନ ଗେମ୍ସରେ ବାଧକ ସାଜୁଛି ବର୍ଷା
ଭାରତ ବନାମ ଆଫଗାନିସ୍ତାନରେ ବି ସମାନ ସ୍ଥିତି
ତଥାପି କେମିତି ସେମିଫାଇନାଲରେ ପହଞ୍ଚିଲା ଇଣ୍ଡିଆ ?
ଜାଣନ୍ତୁ ଏହା ପଛର ଗଣିତ କଣ
ଭାରତ ବନାମ ଆଫଗାନିସ୍ତାନରେ ବି ସମାନ ସ୍ଥିତି
ତଥାପି କେମିତି ସେମିଫାଇନାଲରେ ପହଞ୍ଚିଲା ଇଣ୍ଡିଆ ?
ଜାଣନ୍ତୁ ଏହା ପଛର ଗଣିତ କଣ
ଟୋକିଓ: ଜାପାନରେ ଅନୁଷ୍ଠିତ ହେଉଥିବା ଏସିଆନ ଗେମ୍ସ ୨୦୨୬ରେ ବର୍ଷା ଯୋଗୁଁ ଅନେକ ମ୍ୟାଚ୍ ରଦ୍ଦ ହେଲାଣି । ତେବେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଦ୍ଵିତୀୟ କ୍ଵାର୍ଟର ଫାଇନାଲ ମୁକାବିଲାରେ ମଧ୍ୟ କିଛି ଏପରି ସ୍ଥିତି ଦେଖିବାକୁ ମିଳିଛି । ଟିମ୍ ଇଣ୍ଡିଆ ଓ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ କ୍ଵାର୍ଟର ଫାଇନାଲ ମ୍ୟାଚ୍ରେ ବର୍ଷା ସାଜିଥିଲା ବାଧକ । ପାଗ ଖରାପ ଯୋଗୁଁ ଟସ୍ ମଧ୍ୟ ପଡ଼ିପାରିନଥିଲା । ଶେଷରେ ଗୋଟିଏ ବି ବଲ୍ ଖେଳାଯାଇନଥିଲା ଓ ମ୍ୟାଚ୍କୁ ରଦ୍ଦ କରାଯାଇଥିଲା । ଏହାପରେ ବି ଭାରତୀୟ ପୁରୁଷ କ୍ରିକେଟ୍ ଦଳ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଛି । ଏବେ କ୍ରୀଡାପ୍ରେମୀ ଏହା ପଛର କାରଣ ଜାଣିବାକୁ ଚାହୁଁଛନ୍ତି ।
ପଢନ୍ତୁ ଏହି ଖବର: କୋହଲିଙ୍କ ଐତିହାସିକ ଶତକ, ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟ୍ରେ ହରାଇଲା ଭାରତ
ଉଭୟ ଟିମର ସ୍କ୍ଵାର୍ଡ ଉପରେ ନଜର ପକାନ୍ତୁ
ଭାରତ: ସଞ୍ଜୁ ସାମସନ୍ (ୱିକେଟ୍ କିପର), ଅଭିଷେକ ଶର୍ମା, ଈଶାନ କିଷନ (ୱିକେଟ୍ କିପର୍), ଶ୍ରେୟାସ ଆୟର (ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ଜସପ୍ରୀତ ବୁମରାହ, ୱାଶିଂଟନ ସୁନ୍ଦର, ୟଶ ଠାକୁର, ବୈଭବ ସୂର୍ଯ୍ୟବଂଶୀ, ବିପ୍ରଜ ନିଗମ୍ ।
ଆଫଗାନିସ୍ତାନ: ମହମ୍ମଦ ଅକ୍ରମ, ହସନ୍ ଈସାଖିଲ୍, କରିମ୍ ଜନତ୍, ଫୈସଲ ଶିନୋଜାଦ, ନଜିବୁଲ୍ଲାହ ଜାଦରାନ, ମହମ୍ମଦ ଈଶାକ୍ (ୱିକେଟ୍ କିପର୍), ଦରବେଶ ରସୁଲି (ଅଧିନାୟକ), ନାଙ୍ଗୋୟାଲିୟା ଖାରୋଟି, ଅବଦୁଲ୍ଲା ଅହମଦଜଇ, ଫରିଦୁନ ଦାଉଦଜଇ, ଅରବ୍ ଗୁଲ୍ ମୌମନ୍ଦ, ଇସମତ୍ ଆଲାମ, ଫରମାନୁଲ୍ଲାହ ସଫି, ଖାଲିଦ୍ ତାନିୱାଲ ଓ ଇମରାନ ମିର୍ ।
- ସେମିଫାଇନାଲରେ ଟିମ୍ ଇଣ୍ଡିଆ
🚨 Match Abandoned 🚨
— BCCI (@BCCI) September 28, 2026
The #INDvAFG Asian Games 2026 Quarter-Final has been called off due to rain. #TeamIndia advance to the semi-final by virtue of higher seeding. #AsianGames
- ଏମିତି ହେଲେ ସିଧା ଫାଇନାଲ୍ରେ ଏଣ୍ଟ୍ରି
- ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା ଆଫଗାନିସ୍ତାନ
ପଢନ୍ତୁ ଏହି ଖବର: କୋହଲିଙ୍କ ଐତିହାସିକ ଶତକ, ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟ୍ରେ ହରାଇଲା ଭାରତ
ଉଭୟ ଟିମର ସ୍କ୍ଵାର୍ଡ ଉପରେ ନଜର ପକାନ୍ତୁ
ଭାରତ: ସଞ୍ଜୁ ସାମସନ୍ (ୱିକେଟ୍ କିପର), ଅଭିଷେକ ଶର୍ମା, ଈଶାନ କିଷନ (ୱିକେଟ୍ କିପର୍), ଶ୍ରେୟାସ ଆୟର (ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ଜସପ୍ରୀତ ବୁମରାହ, ୱାଶିଂଟନ ସୁନ୍ଦର, ୟଶ ଠାକୁର, ବୈଭବ ସୂର୍ଯ୍ୟବଂଶୀ, ବିପ୍ରଜ ନିଗମ୍ ।
ଆଫଗାନିସ୍ତାନ: ମହମ୍ମଦ ଅକ୍ରମ, ହସନ୍ ଈସାଖିଲ୍, କରିମ୍ ଜନତ୍, ଫୈସଲ ଶିନୋଜାଦ, ନଜିବୁଲ୍ଲାହ ଜାଦରାନ, ମହମ୍ମଦ ଈଶାକ୍ (ୱିକେଟ୍ କିପର୍), ଦରବେଶ ରସୁଲି (ଅଧିନାୟକ), ନାଙ୍ଗୋୟାଲିୟା ଖାରୋଟି, ଅବଦୁଲ୍ଲା ଅହମଦଜଇ, ଫରିଦୁନ ଦାଉଦଜଇ, ଅରବ୍ ଗୁଲ୍ ମୌମନ୍ଦ, ଇସମତ୍ ଆଲାମ, ଫରମାନୁଲ୍ଲାହ ସଫି, ଖାଲିଦ୍ ତାନିୱାଲ ଓ ଇମରାନ ମିର୍ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories