Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦ୍ବିତୀୟ ଟି-୨୦ ମ୍ୟାଚରେ ୩ ୱିକଟରେ ପରାସ୍ତ ଭାରତ

Sports

ଦ୍ବିତୀୟ ଟି-୨୦ ମ୍ୟାଚରେ ୩ ୱିକଟରେ ପରାସ୍ତ ଭାରତ

Swayangprajna Mishra
Browse all articles by Swayangprajna Mishra
·1 year ago
ଦ୍ବିତୀୟ ଟି-୨୦ ମ୍ୟାଚରେ ୩ ୱିକଟରେ ପରାସ୍ତ ଭାରତ

ଅର୍ଗସ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ ୩ ୱିକଟରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୧୨୪ ରନ ସ୍କୋର କରିଥିଲା। ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିବା ସଞ୍ଜୁ ସାମସନ ଏ ମ୍ୟାଚରେ ଖାତା ଖୋଲି ପାରିନଥିଲେ।

ଅଧିକ ପଢନ୍ତୁ : ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଗସ୍ତ କରିବନାହିଁ

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୯ ରନ ବଳରେ ଭାରତ ୧୨୪ ରନ୍ କରିଥିଲା। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୨୪ ରନ କରିଥିଲା। ତେବେ ମ୍ୟା ଚି ଜିତି ସିରିଜରେ ବରାବର କରିବାରେ ସଫଳ ହୋଇଛି ଦକ୍ଷିଣ ଆଫ୍ରିକା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India lost by 3 wickets in the second T-20 match | Argus News