Bhuvneshwar Kumar Comeback / ବୋଲିଂ କରିବ ଭାରତ, ୪ ବର୍ଷରେ ଦଳକୁ ଫେରିଲେ ଭୁବନେଶ୍ବର କୁମାର...ଜାଣନ୍ତୁ ଆଜିର ପ୍ଲେଇଂ-୧୧
·1 hour ago·2 min read

Key Points
ପ୍ରଥମ T20ରେ ଟସ୍ ଜିତିଲା ଭାରତ
ଦେଖନ୍ତୁ ଉଭୟ ଦଳର ପ୍ଲେଇଂ ଇଲେଭେନ୍
୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର
ଦେଖନ୍ତୁ ଉଭୟ ଦଳର ପ୍ଲେଇଂ ଇଲେଭେନ୍
୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର
ଆଜିଠାରୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯାଉଛି । ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚ୍ରେ ଭୁବନେଶ୍ବର କୁମାର ଦୀର୍ଘ ୪ ବର୍ଷ ପରେ ଦଳର ପ୍ଲେଇଂ ଇଲେଭେନକୁ ଫେରିଛନ୍ତି । ସେହିପରି ମୟଙ୍କ ଯାଦବ ଓ ନୀତୀଶ କୁମାର ରେଡ୍ଡୀ ମଧ୍ୟ ଏହି ମ୍ୟାଚ୍ରେ ଦଳକୁ ଫେରିଛନ୍ତି ।
ନ୍ୟୁଜିଲାଣ୍ଡର ଦ୍ରୁତ ବୋଲିଂ ବାହିନୀ ମଧ୍ୟ ବେଶ୍ ଶକ୍ତିଶାଳୀ ରହିଛି । ଆଡାମ ମିଲ୍ନେ ଓ ଲକି ଫର୍ଗୁସନ ଦଳକୁ ଫେରିଥିବା ବେଳେ ମ୍ୟାଟ୍ ହେନରୀ ମଧ୍ୟ ନିଜର ଘାତକ ବୋଲିଂରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇ ପାରନ୍ତି ।
ଅନ୍ୟପକ୍ଷରେ, ଭୁବନେଶ୍ୱର କୁମାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ରେ ଖେଳିପାରି ନଥିଲେ । ବର୍ଷା ଯୋଗୁଁ ସେହି ମ୍ୟାଚ୍ଟି ବାତି ଲ ହୋଇଯାଇଥିଲା । ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ତାଙ୍କ ଅଭିଜ୍ଞତା ଭାରତୀୟ ବୋଲିଂ ବାହିନୀ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।
ସଞ୍ଜୁ ସାମସନ (ୱିକେଟକିପର), ଅଭିଷେକ ଶର୍ମା, ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ନୀତୀଶ କୁମାର ରେଡ୍ଡୀ, ନମନ ଧୀର, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ମୟଙ୍କ ଯାଦବ
ନ୍ୟୁଜିଲାଣ୍ଡର ଚୂଡ଼ାନ୍ତ ଏକାଦଶ
ଫିନ୍ ଆଲେନ, ଟିମ୍ ସାଇଫର୍ଟ (ୱିକେଟକିପର), ଡାରିଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ବେଭନ୍ ଜାକବ୍ସ, ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ନାଥନ ସ୍ମିଥ୍, ଆଡାମ ମିଲ୍ନେ, ମ୍ୟାଟ୍ ହେନରୀ ଓ ଲକି ଫର୍ଗୁସନ
ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚସ୍ଥିତ ହାଗ୍ଲି ଓଭାଲ୍ ଷ୍ଟାଡିୟମ୍ର ବାଉଣ୍ଡରୀ ଅପେକ୍ଷାକୃତ ବଡ଼ । ତେଣୁ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ବଡ଼ ବଡ଼ ଛକା ମାରିବା ସହଜ ହେବ ନାହିଁ । ଏଠାରେ ବ୍ୟାଟ୍ସମ୍ୟାନ୍ଙ୍କୁ ରନ୍ କରିବା ପାଇଁ ଭଲ ଟାଇମିଂ ଓ ଚତୁରତାର ସହ ଷ୍ଟ୍ରାଇକ୍ ରୋଟେଟ୍ କରିବାକୁ ପଡ଼ିବ ।
ନ୍ୟୁଜିଲାଣ୍ଡର ଦ୍ରୁତ ବୋଲିଂ ବାହିନୀ ମଧ୍ୟ ବେଶ୍ ଶକ୍ତିଶାଳୀ ରହିଛି । ଆଡାମ ମିଲ୍ନେ ଓ ଲକି ଫର୍ଗୁସନ ଦଳକୁ ଫେରିଥିବା ବେଳେ ମ୍ୟାଟ୍ ହେନରୀ ମଧ୍ୟ ନିଜର ଘାତକ ବୋଲିଂରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇ ପାରନ୍ତି ।
🚨 Toss 🚨 #TeamIndia have won the toss and elected to bowl in the 1️⃣st T20I. Here's a look at the Playing XI 🙌 Updates ▶️ https://t.co/ADfFnxXGzz #NZvIND https://t.co/B70ADmwdHI
— BCCI (@BCCI) October 22, 2026
ଅନ୍ୟପକ୍ଷରେ, ଭୁବନେଶ୍ୱର କୁମାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ରେ ଖେଳିପାରି ନଥିଲେ । ବର୍ଷା ଯୋଗୁଁ ସେହି ମ୍ୟାଚ୍ଟି ବାତି ଲ ହୋଇଯାଇଥିଲା । ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ତାଙ୍କ ଅଭିଜ୍ଞତା ଭାରତୀୟ ବୋଲିଂ ବାହିନୀ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।
ଏଥି ସହ ପଢନ୍ତୁ: ଟି-୨୦ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ବୈଭବ ଓ ଭୁବନେଶ୍ୱରଙ୍କ ଲୁକ୍ ଭାଇରାଲ୍
ଭାରତର ଚୂଡ଼ାନ୍ତ ଏକାଦଶସଞ୍ଜୁ ସାମସନ (ୱିକେଟକିପର), ଅଭିଷେକ ଶର୍ମା, ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ନୀତୀଶ କୁମାର ରେଡ୍ଡୀ, ନମନ ଧୀର, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ମୟଙ୍କ ଯାଦବ
ନ୍ୟୁଜିଲାଣ୍ଡର ଚୂଡ଼ାନ୍ତ ଏକାଦଶ
ଫିନ୍ ଆଲେନ, ଟିମ୍ ସାଇଫର୍ଟ (ୱିକେଟକିପର), ଡାରିଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ବେଭନ୍ ଜାକବ୍ସ, ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ନାଥନ ସ୍ମିଥ୍, ଆଡାମ ମିଲ୍ନେ, ମ୍ୟାଟ୍ ହେନରୀ ଓ ଲକି ଫର୍ଗୁସନ
ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚସ୍ଥିତ ହାଗ୍ଲି ଓଭାଲ୍ ଷ୍ଟାଡିୟମ୍ର ବାଉଣ୍ଡରୀ ଅପେକ୍ଷାକୃତ ବଡ଼ । ତେଣୁ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ବଡ଼ ବଡ଼ ଛକା ମାରିବା ସହଜ ହେବ ନାହିଁ । ଏଠାରେ ବ୍ୟାଟ୍ସମ୍ୟାନ୍ଙ୍କୁ ରନ୍ କରିବା ପାଇଁ ଭଲ ଟାଇମିଂ ଓ ଚତୁରତାର ସହ ଷ୍ଟ୍ରାଇକ୍ ରୋଟେଟ୍ କରିବାକୁ ପଡ଼ିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories