India vs Sri Lanka Final / ଏସିଆନ୍ ଗେମ୍ସରେ ଆଜି ଫାଇନାଲ ଫାଇଟ୍; ଶ୍ରୀଲଙ୍କାକୁ ହରାଇ ବିଜୟ ଲକ୍ଷ୍ୟରେ ମହିଳା ଦଳ
·54 mins ago·2 min read

Key Points
ଏସିଆନ୍ ଗେମ୍ସ ୨୦୨୬ରେ ଆଜି ହାଇଭୋଲ୍ଟେଜ ମୁକାବିଲା
ସ୍ଵର୍ଣ୍ଣ ଜିଣିବା ଲକ୍ଷ୍ୟରେ ଭାରତୀୟ ମହିଳା କ୍ରିକେଟ ଟିମ୍
ଗର୍ଜିପାରେ ଶେଫାଳୀଙ୍କ ବ୍ୟାଟ୍
ସ୍ଵର୍ଣ୍ଣ ଜିଣିବା ଲକ୍ଷ୍ୟରେ ଭାରତୀୟ ମହିଳା କ୍ରିକେଟ ଟିମ୍
ଗର୍ଜିପାରେ ଶେଫାଳୀଙ୍କ ବ୍ୟାଟ୍
ଟୋକିଓ: ଏସିଆନ୍ ଗେମ୍ସରେ ଆଜି ଭାରତୀୟ ମହିଳା କ୍ରିକେଟ ଦଳ ବନାମ ଶ୍ରୀଲଙ୍କା ମହିଳା ଦଳ ଫାଇନାଲ ଫାଇଟ୍ । ସ୍ୱର୍ଣ୍ଣ ପଦକ ପାଇଁ ହେଉଛି ହାଇଭୋଲ୍ଟେଜ ମୁକାବିଲା । ଟି-୨୦ ଫାଇନାଲ ଟକ୍କରରେ ଭାରତୀୟ ମହିଳା ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଏସିଆ କପ୍ ଫାଇନାଲ ଭଳି, ଏସିଆନ୍ ଗେମ୍ସ ଫାଇନାଲରେ ବି ଶ୍ରୀଲଙ୍କାକୁ ହରାଇ ସ୍ଵର୍ଣ୍ଣ ଜିତିବା ଲକ୍ଷ୍ୟରେ ଭାରତୀୟ ମହିଳା କ୍ରିକେଟ ଟିମ୍ । ହରମନପ୍ରୀତଙ୍କ ନେତୃତ୍ୱରେ ଆଜି ଆଉ ଏକ ଐତିହାସିକ ପ୍ରଦର୍ଶନ ଉପରେ ଟିମ୍ ଇଣ୍ଡିଆର ନଜର ରହିଛି ।
- କ୍ରିଜ୍ରେ ଅଛନ୍ତି ଶେଫାଳୀ-ମାନ୍ଧାନା
- ଏଥର ଜିତିଲେ ହାତେଇବ ଦ୍ଵିତୀୟ ସ୍ଵର୍ଣ୍ଣ ପଦକ
- ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି ଅଟାପାଟ୍ଟୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଶେଫାଳୀଙ୍କ ଧମାକା, ବିରାଟ-ରୋହିତଙ୍କ ଖାସ୍ କ୍ଲବ୍ରେ ହେଲେ ସାମିଲ
ଉଭୟ ଟିମର ପ୍ଲେଇଙ୍ଗ-୧୧
ଭାରତ: ସ୍ମୃତି ମାନ୍ଧାନା, ଶେଫାଳୀ ବର୍ମା, ଜି. କମଳିନୀ, ହରମନପ୍ରୀତ କୌର (ଅଧିନାୟିକା), ରିଚା ଘୋଷ (ୱିକେଟ୍ କିପର୍), ଭାରତୀ ଫୁଲମାଲି, ଦୀପ୍ତି ଶର୍ମା, ଶ୍ରେୟଙ୍କା ପାଟିଲ, କ୍ରାନ୍ତି ଗୌଡ, ଶ୍ରୀ ଚରଣୀ, ନନ୍ଦିନୀ ଶର୍ମା ।
ଶ୍ରୀଲଙ୍କା: ଇମିଶା ଦୁଲାନି, ଚମାରି ଅଟାପାଟ୍ଟୁ (ଅଧିନାୟିକା), ହସିନି ପରେରା, କବିଷା ଦିଲହରୀ, ହର୍ଷିତା ସମରୱିକ୍ରମା, ହଂସିମା କରୁଣାରତ୍ନେ, କୌଶିନୀ ନୁଥିଆଙ୍ଗା (ୱିକେଟ୍ କିପର୍), କାଭିଆ କବିନ୍ଦୀ, ମିତାଲି ଅଯୋଧ୍ୟା, ଚାମୁଦି ପ୍ରବୋଦା, ସୁଗନ୍ଧିକା କୁମାରୀ ।

Related Topics
Explore more stories