Gautam Gambhir / ଛୁଟିରେ ବି ଟିମର ପିଛା ଛାଡ଼ିଲେନି ଗମ୍ଭୀର; ଦେଲେ ଏହି ହୋମୱର୍କ
·35 mins ago·2 min read

Key Points
ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ହାତେଇଲା ଭାରତ
ଏବେ ମିଳିଛି ବ୍ରେକ୍ ହେଲେ ପିଛା ଛାଡିଲେନି ଗମ୍ଭୀର
ସମସ୍ତ ଖେଳାଳିଙ୍କୁ ଦେଲେ ଖାସ୍ ହୋମୱର୍କ
ଏବେ ମିଳିଛି ବ୍ରେକ୍ ହେଲେ ପିଛା ଛାଡିଲେନି ଗମ୍ଭୀର
ସମସ୍ତ ଖେଳାଳିଙ୍କୁ ଦେଲେ ଖାସ୍ ହୋମୱର୍କ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଟି-୨୦ ସିରିଜ୍ କବ୍ଜା କରିଛି ଟିମ୍ ଇଣ୍ଡିଆ । ଦମଦାର ବିଜୟ ପରେ ଖେଳାଳିଙ୍କୁ ମିଳିଛି ବ୍ରେକ୍ । ହେଲେ ଏହି ଛୁଟି କେବଳ ଆରାମ ପାଇଁ ନୁହେଁ । କାରଣ ଛୁଟିରେ ବି ଖେଳାଳିଙ୍କ ପିଛା ଛାଡ଼ିନାହାନ୍ତି ହେଡ୍ କୋଚ୍ ଗୌତମ ଗମ୍ଭୀର । ଖେଳାଳିଙ୍କୁ ଦେଇଛନ୍ତି ସ୍ପେଶାଲ ଫିଟନେସ୍ ହୋମୱର୍କ । ଆଗାମୀ ଶ୍ରୀଲଙ୍କା ସିରିଜ୍ ପୂର୍ବରୁ ଖେଳାଳିଙ୍କୁ ଫିଟ୍ ରଖିବା ପାଇଁ ଗମ୍ଭୀରଙ୍କ ଏହି ନୂଆ ରଣନୀତି ।
ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ ପରେ ଡ୍ରେସିଂ ରୁମ୍ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରିଥିଲେ ଗମ୍ଭୀର । ସିରିଜ୍ ବିଜୟ ପାଇଁ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଦଳର ଏହି ପ୍ରଦର୍ଶନ ଏକ ଭଲ ମାହୋଲ ସୃଷ୍ଟି କରିଛି ବୋଲି କହିଥିଲେ । କିନ୍ତୁ ଏହି ବିଜୟ ପରେ ଆତ୍ମସନ୍ତୋଷ ନୁହେଁ, ବରଂ ଆଗାମୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିବା ହେଉଛି ଟିମ୍ ଇଣ୍ଡିଆର ଲକ୍ଷ୍ୟ ।
ପଢନ୍ତୁ ଏହି ଖବର: ନ୍ୟୁଜିଲାଣ୍ଡ ସିରିଜ୍ ପୂର୍ବରୁ ପନ୍ତଙ୍କୁ ଫିଟନେସ୍ ଝଟକା; ୨ ଦିନ ପରେ ପୁଣି ଅଗ୍ନିପରୀକ୍ଷା

- ଫିଟନେସ୍ ଉପରେ ଗମ୍ଭୀରଙ୍କ ଗୁରୁତ୍ଵ
ପଢନ୍ତୁ ଏହି ଖବର: ନ୍ୟୁଜିଲାଣ୍ଡ ସିରିଜ୍ ପୂର୍ବରୁ ପନ୍ତଙ୍କୁ ଫିଟନେସ୍ ଝଟକା; ୨ ଦିନ ପରେ ପୁଣି ଅଗ୍ନିପରୀକ୍ଷା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ଫିଟନେସ୍ ନୁହେଁ, ଟିମ୍ ଇଣ୍ଡିଆର ମନ୍ତ୍ର ହେଉଛି କନ୍ସିଷ୍ଟେନ୍ସି । ଗୋଟିଏ ସିରିଜ୍ ଜିତିବା ପରେ ଆତ୍ମସନ୍ତୋଷ ନୁହେଁ, ପ୍ରତ୍ୟେକ ମ୍ୟାଚ୍ରେ ନିଜକୁ ଆହୁରି ଭଲ କରିବା ଉପରେ ଗମ୍ଭୀର ଦେଇଛନ୍ତି ଗୁରୁତ୍ୱ । ବ୍ୟକ୍ତିଗତ ରେକର୍ଡ ଅପେକ୍ଷା ଦଳର ଲକ୍ଷ୍ୟକୁ ଆଗରେ ରଖିବା ସହ ଏକଜୁଟ୍ ହୋଇ ଖେଳିବାକୁ ଖେଳାଳିଙ୍କୁ ଦେଇଛନ୍ତି ମନ୍ତ୍ର ।
- ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍
Related Topics
Explore more stories