Rahul Dravid Son / ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ରୋହିତ-ଇଶାନଙ୍କ ସହ ଦ୍ରାବିଡଙ୍କ ପୁଅଙ୍କୁ ମିଳିଲା ସୁଯୋଗ
·3 months ago·2 min read

Key Points
ଦ୍ରାବିଡଙ୍କ ପୁଅ ଏବେ ଟିମ୍ ଇଣ୍ଡିଆରେ
BCCI ଘୋଷଣା କଲା U-19 ସ୍କ୍ୱାଡ୍
ଯଶବର୍ଦ୍ଧନ ହେଲେ ଅଧିନାୟକ
BCCI ଘୋଷଣା କଲା U-19 ସ୍କ୍ୱାଡ୍
ଯଶବର୍ଦ୍ଧନ ହେଲେ ଅଧିନାୟକ
୨୦୨୬ରେ ଅଣ୍ଡର-୧୯ ବିଶ୍ବକପ୍ ଜିତିଛି ଟିମ୍ ଇଣ୍ଡିଆ । ଆଉ ଏବେ ବିସିସିଆଇ ଆଗାମୀ ବିଶ୍ବକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଗାମୀ ଶ୍ରୀଲଙ୍କା ସିରିଜ୍ ପାଇଁ ନୂଆ ୧୯ ବର୍ଷରୁ କମ୍ ଦଳ ଘୋଷଣା କରିଛି । ନିକଟରେ ବିସିସିଆଇ ସମ୍ପ୍ରତି ମହିଳା ଦଳ ଘୋଷଣା କରିଥିଲା ଏବଂ ଏବେ BCCI ପୁରୁଷ ଦଳ ମଧ୍ୟ ଘୋଷଣା କରିଛି । ଏହି ଦଳରେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପୁଅ ଅନଭ୍ୟ ଦ୍ରାବିଡଙ୍କୁ ମଧ୍ୟ ସୁଯୋଗ ମିଳିଛି ।
ଶ୍ରୀଲଙ୍କା ଗସ୍ତରେ ଖେଳାଯିବାକୁ ଥିବା ODI ସିରିଜ୍ ଏବଂ ଦୁଇଟି ବହୁ-ଦିବସୀୟ ମ୍ୟାଚ୍ ପାଇଁ ଭାରତୀୟ U-19 ଦଳ ଘୋଷଣା କରାଯାଇଛି । ଭାରତୀୟ U-19 ଦଳର ଶ୍ରୀଲଙ୍କା ଗସ୍ତ ଜୁଲାଇ ୪ ତାରିଖରେ ଆରମ୍ଭ ହେବ । ୟଶବର୍ନ୍ଧନ ସିଂହ ଚୌହାନଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସେହିପରି ଉଭୟ ସିରିଜ୍ରେ ଲକ୍ଷ୍ୟ ରାୟଚନ୍ଦାନିଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦିଆଯାଇଛି ।
ରୋହିତ ଅନିଲ ଯାଦବ ଏବଂ ଇଶାନ ସୁଦଙ୍କୁ ମଧ୍ୟ ODI ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ଏହା ବ୍ୟତୀତ, ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପୁଅ ଅନଭ୍ୟ ଦ୍ରାବିଡଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଦ୍ରାବିଡ଼ ଦଳର ୱିକେଟକିପର ହେବେ । କିନ୍ତୁ ଅନଭ୍ୟଙ୍କୁ ବହୁ-ଦିବସୀୟ ମ୍ୟାଚ୍ ପାଇଁ ଦଳରେ ସାମିଲ କରାଯାଇ ନାହିଁ ।
ଭାରତୀୟ ଅଣ୍ଡର-୧୯ ଦିନିକିଆ ସିରିଜ୍ ପାଇଁ ଦଳ: ସାଗର ଭିର୍କ, ଲକ୍ଷ୍ୟ ରାୟଚନ୍ଦାନି (ଉପ-ଅଧିନାୟକ), ଯଶବର୍ଦ୍ଧନ ସିଂହ ଚୌହାନ (ଅଧିନାୟକ), ବିନୀତ ଭିକେ, ଅର୍ଜୁନ ରାଜପୁତ, କୁଶାଗ୍ର ଓଝା, ରଜତ ବାଘେଲ (ୱିକେଟକିପର), ଅନଭ୍ୟ ଦ୍ରାବିଡ (ୱିକେଟକିପର), ଅନମୋଲଜିତ ସିଂହ, ଭୁଟକୁରୀ ଯଶବୀର ଗୌଡ, ରୋହିତ ଅନିଲ ଯାଦବ, ଶାଭିନ ଭି, କାଭ୍ୟା ପରେଶ ପଟେଲ, ମୋହିତ ଉଲଭା, ଇଶାନ ସୁଦ

ଅଧିକ ପଢ଼ନ୍ତୁ: ଭାରତୀୟ ODI ଦଳରେ କିଏ ନେବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ? ରେସ୍ରେ ଏହି ଦୁଇ ଖେଳାଳି...
ରୋହିତ ଅନିଲ ଯାଦବ ଏବଂ ଇଶାନ ସୁଦଙ୍କୁ ମଧ୍ୟ ODI ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ଏହା ବ୍ୟତୀତ, ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପୁଅ ଅନଭ୍ୟ ଦ୍ରାବିଡଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଦ୍ରାବିଡ଼ ଦଳର ୱିକେଟକିପର ହେବେ । କିନ୍ତୁ ଅନଭ୍ୟଙ୍କୁ ବହୁ-ଦିବସୀୟ ମ୍ୟାଚ୍ ପାଇଁ ଦଳରେ ସାମିଲ କରାଯାଇ ନାହିଁ ।
ଭାରତୀୟ ଅଣ୍ଡର-୧୯ ଦିନିକିଆ ସିରିଜ୍ ପାଇଁ ଦଳ: ସାଗର ଭିର୍କ, ଲକ୍ଷ୍ୟ ରାୟଚନ୍ଦାନି (ଉପ-ଅଧିନାୟକ), ଯଶବର୍ଦ୍ଧନ ସିଂହ ଚୌହାନ (ଅଧିନାୟକ), ବିନୀତ ଭିକେ, ଅର୍ଜୁନ ରାଜପୁତ, କୁଶାଗ୍ର ଓଝା, ରଜତ ବାଘେଲ (ୱିକେଟକିପର), ଅନଭ୍ୟ ଦ୍ରାବିଡ (ୱିକେଟକିପର), ଅନମୋଲଜିତ ସିଂହ, ଭୁଟକୁରୀ ଯଶବୀର ଗୌଡ, ରୋହିତ ଅନିଲ ଯାଦବ, ଶାଭିନ ଭି, କାଭ୍ୟା ପରେଶ ପଟେଲ, ମୋହିତ ଉଲଭା, ଇଶାନ ସୁଦ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ଅଣ୍ଡର ୧୯ ଟିମ୍ର ଶ୍ରୀଲଙ୍କା ଗସ୍ତ
ଜୁଲାଇ ୪, ୨୦୨୬: ପ୍ରଥମ ଦିନିକିଆ, ହାମ୍ବନଟୋଟା
ଜୁଲାଇ ୬, ୨୦୨୬: ଦ୍ୱିତୀୟ ଦିନିକିଆ, ହାମ୍ବନଟୋଟା
ଜୁଲାଇ ୯, ୨୦୨୬: ତୃତୀୟ ଦିନିକିଆ, ହାମ୍ବନଟୋଟା
ଜୁଲାଇ ୧୩, ୨୦୨୬ - ଜୁଲାଇ ୧୬, ୨୦୨୬: ପ୍ରଥମ ମଲ୍ଟି ଡେ' ମ୍ୟାଚ୍, ଗାଲେ
ଜୁଲାଇ ୨୦, ୨୦୨୬ - ଜୁଲାଇ ୨୩, ୨୦୨୬: ଦ୍ୱିତୀୟ ମଲ୍ଟି ଡେ' ମ୍ୟାଚ୍, କଲମ୍ବୋ

Related Topics
Explore more stories