Match Time Change / ଭାରତ-ଇଂଲଣ୍ଡ ପଞ୍ଚମ ଟି-୨୦ରେ ବଦଳିଲା ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍...
·2 months ago·2 min read

Key Points
କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର
ବଦଳିଗଲା ଭାରତ-ଇଂଲଣ୍ଡ ମ୍ୟାଚ୍ର ସମୟ
ଜାଣନ୍ତୁ କେତେବେଳେ ପଡ଼ିବ ଟସ୍
ବଦଳିଗଲା ଭାରତ-ଇଂଲଣ୍ଡ ମ୍ୟାଚ୍ର ସମୟ
ଜାଣନ୍ତୁ କେତେବେଳେ ପଡ଼ିବ ଟସ୍
ସିରିଜ୍ ହାତଛାଡ଼ ହୋଇସାରିଛି, କିନ୍ତୁ ସମ୍ମାନର ଲଢ଼େଇ ଏବେ ବି ବାକି। ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ର ଟି-୨୦ ସିରିଜ୍ରେ ୩-୦ରେ ପଛୁଆ ପଡ଼ିଥିବା ଭାରତୀୟ ଦଳ ଆଜି ଶେଷ ମ୍ୟାଚ୍ରେ କ୍ଲିନ୍ ସ୍ୱିପ୍ର ଲଜ୍ଜାରୁ ବଞ୍ଚିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଅନ୍ୟପଟେ ଆୟୋଜକ ଇଂଲଣ୍ଡ ନିଜର ବିଜୟ ଧାରାକୁ ଜାରି ରଖି ସିରିଜ୍କୁ ସ୍ମରଣୀୟ କରିବାକୁ ଚାହିଁବ । ଏହାରି ମଧ୍ୟରେ କ୍ରିକେଟ୍ପ୍ରେମୀଙ୍କ ପାଇଁ ରହିଛି ଆଉ ଏକ ଖୁସି ଖବର—ଆଜିର ମ୍ୟାଚ୍ ପୂର୍ବ ମୁକାବିଲା ଭଳି ରାତିରେ ନୁହେଁ, ବରଂ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ।
ଭାରତ-ଇଂଲଣ୍ଡ ମଧ୍ୟ ଜାରି ରହିଛି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ଶନିବାର ଏହି ସିରିଜ୍ର ଶେଷ ମ୍ୟାଚ୍ ଖେଳାଯିବ । ତେବେ ପୂର୍ବରୁ ଆୟୋଜକ ଦଳ ସିରିଜ୍ ୩-୦ ରେ ଆଗୁଆ ଅଛି, ଅର୍ଥାତ୍ ଟିମ୍ ଇଣ୍ଡିଆ ପୂର୍ବରୁ ସିରିଜ୍ ହାରିସାରିଛି । ତେବେ ପ୍ରଶଂସକମାନଙ୍କୁ ଆଜିର ମ୍ୟାଚ୍ ଦେଖିବା ପାଇଁ ବିଳମ୍ବ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କାରଣ କାରଣ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚର ସମୟ ପରିବର୍ତ୍ତନ ହୋଇଛି ।
ଅଧିକ ପଢ଼ନ୍ତୁ: ଗୌତମ ଗମ୍ଭୀରଙ୍କ ଟିମ୍ରେ ହଲଚଲ, କୋଚିଂ ଷ୍ଟାଫର ଏହି ବଡ଼ ସଦସ୍ୟ ଛାଡ଼ିବେ ଦଳ ?
ଇଂଲଣ୍ଡ ପୂର୍ବରୁ ଚତୁର୍ଥ ଟି-୨୦ ମ୍ୟାଚ୍ ଆରାମରେ ଜିତିଥିଲା । ଚତୁର୍ଥ ଟି-୨୦ ମ୍ୟାଚ୍ ରାତି ୧୦ଟାରେ ଆରମ୍ଭ ହୋଇଥିଲା । କିନ୍ତୁ ପଞ୍ଚମ ଟି-୨୦ର ସମୟ ବଦଳିଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ଅର୍ଥାତ ସନ୍ଧ୍ୟା ୬ଟା୩୦ରେ ଟସ୍ ପଡ଼ିବ ।
ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଜିତି ପାରିନାହିଁ । ତେଣୁ, ଟିମ୍ ଇଣ୍ଡିଆ ଆଜି ବିଜୟ ହାସଲ କରିବାକୁ ଚେଷ୍ଟା କରିବ । ଇଂଲଣ୍ଡ ସିରିଜ ପୂର୍ବରୁ ଆୟର୍ଲାଣ୍ଡ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତକୁ କ୍ଲିନ୍ ସୁଇପ୍ କରିଥିଲା । ଏବେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ କ୍ଲିନ୍ ସୁଇପ୍ ଏଡାଇବାକୁ ଚେଷ୍ଟା କରିବ। ଅଧିନାୟକ ଶ୍ରେୟସ ଆୟର ମଧ୍ୟ ତାଙ୍କର ପ୍ରଥମ ବିଜୟ ପାଇଁ ଅପେକ୍ଷାର ଅନ୍ତ କରିବାକୁ ଚେଷ୍ଟା କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ଦଳ: ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଇଶାନ କିଶନ (ଓ୍ବିକେଟ କିପର), ଶ୍ରେୟାସ ଆୟର (ଅଧିନାୟକ), ଶିବମ ଦୁବେ, ତିଲକ ବର୍ମା, ୱାଶିଂଟନ ସୁନ୍ଦର, ଅକ୍ସର ପଟେଲ, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ, ରବି ବିଷ୍ଣୋଇ, ସୂର୍ଯ୍ୟା କୃଷ୍ଣ, ସଞ୍ଜୁ ସାମସନ, ରବି ବିଷ୍ଣୁ, ସୂର୍ଯ୍ୟାନ୍ସ ସେଗେଡ୍
Related Topics
Explore more stories