IND Vs PAK Final / ଏସୀୟ କ୍ରୀଡ଼ାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢେଇ; ବର୍ଷା ହେଲେ କାହାକୁ ମିଳିବ ଗୋଲ୍ଡ ମେଡାଲ ?
·1 hour ago·3 min read

Key Points
ଏସୀୟ କ୍ରୀଡ଼ା ୨୦୨୬ ଫାଇନାଲ୍ ମ୍ଯାଚ୍
ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢେଇ
ଗୋଲ୍ଡ ମେଡାଲ ପାଇଁ ଲଢିବେ ଉଭୟ ଟିମ୍
ବର୍ଷା ହେଲେ କାହାକୁ ମିଳିବ ଗୋଲ୍ଡ ମେଡାଲ ?
ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢେଇ
ଗୋଲ୍ଡ ମେଡାଲ ପାଇଁ ଲଢିବେ ଉଭୟ ଟିମ୍
ବର୍ଷା ହେଲେ କାହାକୁ ମିଳିବ ଗୋଲ୍ଡ ମେଡାଲ ?
ଟୋକିଓ: ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍ରେ ଆଜି ମହାମୁକାବିଲା । ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ସେମିଫାଇନାଲ୍ରେ ଶ୍ରୀଲଙ୍କାକୁ ବଡ଼ ବ୍ୟବଧାନରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ । ଏହି ହାଇଭୋଲ୍ଟେଜ ମ୍ୟାଚ୍ ପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଥିବାବେଳେ ଆସନ୍ତୁ ଜାଣିବା ମ୍ୟାଚ୍ କେତେବେଳେ ଆରମ୍ଭ ହେବ ଓ ବର୍ଷା ହେଲେ କାହାକୁ ମିଳିବ ଗୋଲ୍ଡ ମେଡାଲ ?
ପଢନ୍ତୁ ଏହି ଖବର:
- ଭାରତର ପଲ୍ଲା ଭାରି
Up Next ⏭️ The 𝗚𝗼𝗹𝗱 𝗠𝗲𝗱𝗮𝗹 𝗠𝗮𝘁𝗰𝗵 🏅
— BCCI (@BCCI) October 3, 2026
🎥 Preps in place and #TeamIndia is raring to go in Nagoya 🇮🇳#AsianGames pic.twitter.com/sWSAGzaVUt
- କେତେବେଳେ ଆରମ୍ଭ ହେବ ମ୍ୟାଚ୍ ?
- ବର୍ଷା ହେଲେ କଣ ହେବ ?
- ଆଜି କେମିତି ରହିବ ପାଗ ?
ପଢନ୍ତୁ ଏହି ଖବର:
- ପ୍ରଥମ ଥର ଏସିଆନ ଗେମ୍ସରେ ଭାରତ-ପାକ୍ ମୁହାଁମୁହିଁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories