Cricket / ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜିଠୁ ଦିନିକିଆ ସିରିଜ୍; ରୋହିତ, କୋହଲିଙ୍କ ଉପରେ ନଜର
·1 hour ago·2 min read

Key Points
ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ଦିନିକିଆ ସିରିଜ୍ । ଏହି ସିରିଜ୍ରେ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ତାରିଖ ମଧ୍ୟରେ ତିନିଟି ମ୍ୟାଚ୍ ଖେଳାଯିବ ।
ମୁମ୍ବାଇ: ପଡ଼ିଆକୁ ଫେରିବେ ରୋକୋ । ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ଦିନିକିଆ ସିରିଜ୍ । ଏହି ସିରିଜ୍ରେ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ତାରିଖ ମଧ୍ୟରେ ତିନିଟି ମ୍ୟାଚ୍ ଖେଳାଯିବ । ଏହାପରେ ଅକ୍ଟୋବର ୬ରୁ ୧୭ ତାରିଖ ମଧ୍ୟରେ ଦୁଇ ଦେଶ ମଧ୍ୟରେ ୫ ଟିକିଆ ଟି-ଟ୍ଵେଣ୍ଟି ସିରିଜ୍ ଖେଳାଯିବ । ୨୦୦୨ ପରଠାରୁ ଭାରତରେ ୱେଷ୍ଟଇଣ୍ଡିଜ୍ କୌଣସି ଦିନିକିଆ ସିରିଜ୍ ଜିତି ନାହିଁ ।
ଭାରତର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ
ଥିରୁବନନ୍ତପୂରମରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଭାରତୀୟ ଦଳ ଏକ ସନ୍ତୁଳିତ କମ୍ବିନେସନ ସହ ଓହ୍ଲାଇପାରେ । ଅଧିନାୟକ ଶୁବମନ ଗିଲଙ୍କ ସହତ ରୋହିତ ଶର୍ମା ପାଳି ଆରମ୍ଭ କରିପାରନ୍ତି । ତୃତୀୟ ସ୍ଥାନରେ ପୂର୍ବ ଭଳି ବିରାଟ କୋହଲି ବ୍ୟାଟିଂ କରିପାରନ୍ତି ।
ଏଥିସହ ପଢ଼ନ୍ତୁ: ଏସିଆନ୍ ଗେମ୍ସ: କବାଡ଼ିରେ ଭାରତକୁ ଡବଲ୍ ସ୍ବର୍ଣ୍ଣ, ଇରାନକୁ ହରାଇ ଉଭୟ ପୁରୁଷ ଓ ମହିଳା ଜିତିଲେ ଗୋଲ୍ଡ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଧ୍ୟଭାଗରେ ଋତୁରାଜ ଗାଏକୱାଡ଼, କେଏଲ୍ ରାହୁଲ୍ ଓ ନୀତିଶ କୁମାର ରେଡ୍ଡୀଙ୍କ ଉପରେ ଅଧିକ ଭାର ରହିବ । କେ ଏଲ୍ ରାହୁଲ ୱିକେଟ ରକ୍ଷକ ଭୂମିକା ତୁଲାଇବେ । ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଉଭୟ ବ୍ୟାଟିଂ ଓ ବୋଲିଂରେ ମ୍ୟାଚ୍କୁ ପ୍ରଭାବିତ କରିବାର କ୍ଷମତା ରଖିଥାନ୍ତି ।
ସେହିଭଳି ବୋଲିଂ ସମ୍ଭାଳିବେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରୀଷ୍ଣା । ତୃତୀୟ ପେସ୍ ବୋଲର ଭାବେ ଗୁରନୁରଙ୍କୁ ଯୁଯୋଗ ମିଳିପାରେ ଏବଂ ଜାଡ଼େଜାଙ୍କ ସହଯୋଗୀ କୁଲଦୀପ ରହିପାରନ୍ତି । ୨୦୨୭ ବିଶ୍ଵକପ୍ ପ୍ରସ୍ତୁତି କ୍ରମରେ ଖେଳାଳି ନିଜକୁ ସାବ୍ୟସ୍ତ କରିବା ଲାଗି ଏହା ବଡ଼ ସୁଯୋଗ ।
ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ରେକର୍ଡ
ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ଯରେ ଦିନିକିଆରେ ମୋଟ ୧୪୨ଟି ମୁକାବିଲା ଖେଳାଯାଇଛି । ଯେଉଁଥିରୁ ଭାରତ ୭୨ଟି ଜିତିଥିବା ବେଳେ ୬୪ଟିରେ ବିଜୟୀ ହୋଇଛି ୱେଷ୍ଟଇଣ୍ଡିଜ୍ । ଉଭୟ ଦଳ ମଧ୍ୟରେ ୬ଟି ମ୍ୟାଚ୍ ଡ୍ର ରହିଛି । ଏହି ତଥ୍ୟ ଦୃଷ୍ଟିରୁ ଭାରତର ପଲ୍ଲା ଭାରି ରହିଥିବା ବେଳେ ସବୁବେଳେ ମ୍ୟାଚ୍ ଆହ୍ଵାନପୂର୍ଣ୍ଣ ହୋଇଥାଏ ।
କେମିତି ରହିବ ପାଣିପାଗ ?
ଥିରୁବନନ୍ତପୂରମରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ପାଣିପାଗ ଉପରେ ସମସ୍ତଙ୍କ ନଜର ରହିଛି । ରିପୋର୍ଟ ଅନୁସାରେ, ରବିବାର ସକାଳେ ହାଲକା ବର୍ଷା ସମ୍ଭାବନା ରହିଛି । କିନ୍ତୁ ମ୍ୟାଚ୍ ଆରମ୍ଭ ହେବା ବେଳକୁ ପାଣିପାଗ ସ୍ଵାଭାବିକ ରହିବା ଆଶା କରାଯାଉଛି ।

ଏଥିସହ ପଢ଼ନ୍ତୁ: ଅବସରକୁ ନେଇ ବିରାଟ କୋହଲିଙ୍କ ବଡ଼ ଘୋଷଣା; କହିଲେ, ୨୦୨୭ ମୋ ପାଇଁ ଶେଷ ବିଶ୍ବକପ୍
ସମ୍ଭାବ୍ୟ ଭାରତୀୟ ଦଳ: ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକୱାଡ, କେ.ଏଲ୍ ରାହୁଲ (ୱିକେଟ୍ ରକ୍ଷକ), ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଗୁରୁନୁର ବ୍ର, ପ୍ରସାଦ କୃଷ୍ଣ, କୁଲଦୀପ ଯାଦବ, ମହମ୍ମଦ ସିରାଜ ।

Related Topics
Explore more stories