Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଯୋଗ ଦେବନି ଭାରତ

Swayangprajna Mishra
Browse all articles by Swayangprajna Mishra
·1 year ago
ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଯୋଗ ଦେବନି ଭାରତ

ଅର୍ଗସ ବ୍ୟୁରୋ : ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଯୋଗ ଦେବାକୁ ମନା କରିଛି। ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନଥିବା ଦର୍ଶାଇ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ନ ଯିବାର ନିଷ୍ପତ୍ତି ନେଇ ଆଇସିସିକୁ ଶନିବାର ଇ-ମେଲ୍‌ କରିଥିଲେ। ରବିବାର ଆଇସିସି ଏହି ଘଟଣା ସମ୍ପର୍କରେ ପିସିବିକୁ ଇ-ମେଲ୍‌ କରିଥିଲା।

ଅଧିକ ପଢନ୍ତୁ : ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଗସ୍ତ କରିବନାହିଁ

ରବିବାର ପିସିବି ପକ୍ଷରୁ ଇମେଲ ମିଳିଥିବା ନେଇ ସ୍ବୀକାର କରାଯାଇଥିଲା। ଇ-ମେଲ ମିଳିବା ପରେ ପିସିବି ଏହି ଘଟଣା ସମ୍ପର୍କରେ ପାକିସ୍ତାନ ସରକାରଙ୍କ ପରାମର୍ଶ ଲୋଡିଛି। ପିସିବିର ପରବର୍ତ୍ତୀ ପଦକ୍ଷେପ କଣ ରହିବ ଏହା ପାକିସ୍ତାନ ସରକାରଙ୍କ ଉପରେ ନିର୍ଭର କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India will not participate in the ICC Champions Trophy to be held in Pakistan | Argus News