IPL 2026 Final / IPL ଟ୍ରଫି ପାଇଁ ବାଙ୍ଗାଲୋର-ଗୁଜରାଟ ମଧ୍ୟରେ ମହାଲଢ଼େଇ, ସାମ୍ନାସାମ୍ନି ହେବେ 'କିଙ୍ଗ୍' କୋହଲି - 'ପ୍ରିନ୍ସ' ଗିଲ୍
·1 hour ago·2 min read

Key Points
RCB ନା GT ?
ଆଜି ମିଳିବ IPL 2026 ଚାମ୍ପିଅନ୍
ଫାଇନାଲ୍ରେ ବଡ଼ ଟକ୍କର
ଆଜି ମିଳିବ IPL 2026 ଚାମ୍ପିଅନ୍
ଫାଇନାଲ୍ରେ ବଡ଼ ଟକ୍କର
ରବିବାର ଆଇପିଏଲର ଫାଇନାଲ ମ୍ୟାଚ୍ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଟ୍ରଫି ପାଇଁ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଟାଇଟନ୍ସ । ଉଭୟ ଦଳ ନିଜର ଦ୍ବିତୀୟ ଟ୍ରଫି ଜିତିବାକୁ ରବିବାର ପଡ଼ିଆକୁ ଓହ୍ଲାଇବେ । ବେଙ୍ଗାଲୁରୁ ଲଗାତାର ଦ୍ବିତୀୟ ଥର ଲାଗି ଟ୍ରଫି ଜିତିବା ଏବଂ ଗୁଜରାଟ ଘରୋଇ ପରିବେଶରେ ବିଜେତା ହେବା ଲକ୍ଷ୍ୟରେ ରହିଛି ।
IPL ୨୦୨୬ ପ୍ରଥମ କ୍ବାଲିଫାୟାର ମ୍ୟାଚ୍ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍ରେ RCB ପ୍ରଥମେ ବ୍ୟାଟିଂ କରି ଗୁଜରାଟ ସାମ୍ନାରେ ୨୫୪ ରନ୍ର ବିଶାଳ ଟାର୍ଗେଟ୍ ରଖିଥିଲା । ସେହି ମ୍ୟାଚ୍ରେ ରଜତ ପାଟିଦାର ଧୁଆଁଧାର ୯୩ ରନ୍ କରିଥିଲେ । ଜବାବରେ ଗୁଜରାଟ ଟାଇଟନ୍ସ ମାତ୍ର ୧୬୨ ରନ୍ କରି ଅଲଆଉଟ୍ ହୋଇଥିଲା । ଯାହାଫଳରେ RCB ପ୍ରଥମ ଦଳ ଭାବେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ।
ସେପଟେ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ଭେଟିଥିଲା ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ୯୬ ରନ୍ ଫଳରେ ରାଜସ୍ଥାନ ୨୧୪ ରନ୍ କରିଥିଲା । ଏହି ଟାର୍ଗେଟ୍କୁ ପିଛା କରି ଶୁବମନ ଗିଲ୍ଙ୍କ ଶତକ ବଳରେ ଗୁଜରାଟ ଏହି ମ୍ୟାଚ୍କୁ ବିଜୟଲାଭ କରିଥିଲା ଏବଂ ଦ୍ବିତୀୟ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଥିଲା ।
ଆଇପିଏଲ ଇତିହାସରେ ଦୁଇ ଦଳ ୯ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ଟି ମ୍ୟାଚ୍ରେ ବିଜୟଲାଭ କରିଥିବାବେଳେ ଗୁଜରାଟ ୪ଟି ମ୍ୟାଚ୍ ଜିତିଛି । ତେବେ ଆଜିର ଫାଇନାଲ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ ବୋଲି କ୍ରିକେଟ୍ ଫ୍ୟାନ୍ସମାନେ ଆଶା କରିଛନ୍ତି ।
“𝐓𝐡𝐞 𝐛𝐨𝐲𝐬 𝐡𝐚𝐯𝐞 𝐝𝐨𝐧𝐞 𝐚 𝐛𝐫𝐢𝐥𝐥𝐢𝐚𝐧𝐭 𝐣𝐨𝐛 𝐬𝐨 𝐟𝐚𝐫… 𝐀𝐧𝐝 𝐭𝐡𝐞𝐫𝐞’𝐬 𝐦𝐨𝐫𝐞 𝐭𝐨 𝐝𝐨.” 🫡
— Royal Challengers Bengaluru (@RCBTweets) May 31, 2026
𝘙𝘊𝘉 𝘷𝘴 𝘎𝘛: 𝘛𝘩𝘦 𝘎𝘳𝘢𝘯𝘥 𝘍𝘪𝘯𝘢𝘭𝘦
Back to back finals for RCB, and all roads lead to the Narendra Modi Stadium tonight. 🏟️💪
How have the… pic.twitter.com/dKFFYrTmki
IPL ୨୦୨୬ ପ୍ରଥମ କ୍ବାଲିଫାୟାର ମ୍ୟାଚ୍ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍ରେ RCB ପ୍ରଥମେ ବ୍ୟାଟିଂ କରି ଗୁଜରାଟ ସାମ୍ନାରେ ୨୫୪ ରନ୍ର ବିଶାଳ ଟାର୍ଗେଟ୍ ରଖିଥିଲା । ସେହି ମ୍ୟାଚ୍ରେ ରଜତ ପାଟିଦାର ଧୁଆଁଧାର ୯୩ ରନ୍ କରିଥିଲେ । ଜବାବରେ ଗୁଜରାଟ ଟାଇଟନ୍ସ ମାତ୍ର ୧୬୨ ରନ୍ କରି ଅଲଆଉଟ୍ ହୋଇଥିଲା । ଯାହାଫଳରେ RCB ପ୍ରଥମ ଦଳ ଭାବେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ।
Finals ma madshe Titans ni jidd, jusso ane sanklap, ekagrata jode jit mate. 🫡💪
— Gujarat Titans (@gujarat_titans) May 31, 2026
Match Preview: https://t.co/ia8eOJxkdX pic.twitter.com/ku57OROwO0
ସେପଟେ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ଭେଟିଥିଲା ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ୯୬ ରନ୍ ଫଳରେ ରାଜସ୍ଥାନ ୨୧୪ ରନ୍ କରିଥିଲା । ଏହି ଟାର୍ଗେଟ୍କୁ ପିଛା କରି ଶୁବମନ ଗିଲ୍ଙ୍କ ଶତକ ବଳରେ ଗୁଜରାଟ ଏହି ମ୍ୟାଚ୍କୁ ବିଜୟଲାଭ କରିଥିଲା ଏବଂ ଦ୍ବିତୀୟ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଥିଲା ।
ଅଧିକ ପଢ଼ନ୍ତୁ: ଫାଇନାଲରେ ବର୍ଷା ହେଲେ କିଏ ହେବ ଚାମ୍ପିୟନ୍ ? ଜାଣନ୍ତୁ IPLର ନିୟମ...
ଆଇପିଏଲ ଇତିହାସରେ ଦୁଇ ଦଳ ୯ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ଟି ମ୍ୟାଚ୍ରେ ବିଜୟଲାଭ କରିଥିବାବେଳେ ଗୁଜରାଟ ୪ଟି ମ୍ୟାଚ୍ ଜିତିଛି । ତେବେ ଆଜିର ଫାଇନାଲ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ ବୋଲି କ୍ରିକେଟ୍ ଫ୍ୟାନ୍ସମାନେ ଆଶା କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories