IPL Schedule / IPL ୨୦୨୬ର ପ୍ରଥମ ମ୍ୟାଚ୍ ଖେଳିବେ ବିରାଟ କୋହଲି, ଜାଣନ୍ତୁ କେବେ ଆକ୍ସନକୁ ଆସିବେ ଧୋନି-ରୋହିତ
·4 months ago·2 min read

Key Points
IPL ୨୦୨୬ ଆରମ୍ଭ
ପ୍ରଥମ ମ୍ୟାଚ୍ରେ କୋହଲି ଆକ୍ସନରେ
ଧୋନି-ରୋହିତ କେବେ ଖେଳିବେ?
ପ୍ରଥମ ମ୍ୟାଚ୍ରେ କୋହଲି ଆକ୍ସନରେ
ଧୋନି-ରୋହିତ କେବେ ଖେଳିବେ?
ଟି-୨୦ ବିଶ୍ବକପ୍ ପରେ ଏବେ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟ୍ର ମହାକୁମ୍ଭ ଆଇପିଏଲ । IPL ୨୦୨୬ର ପ୍ରଥମ ୨୦ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ପ୍ରଥମ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ (RCB vs SRH) ମଧ୍ୟରେ ଖେଳାଯିବ । ଏହାର ଅର୍ଥ ହେଉଛି ବିରାଟ କୋହଲି IPL ୨୦୨୬ର ପ୍ରଥମ ମ୍ୟାଚ୍ ଖେଳିବେ । RCB ଇଣ୍ଡିଆନ୍ ପ୍ରିମିୟର ଲିଗର ଡିଫେଣ୍ଡିଂ ଚାମ୍ପିଅନ୍ ଏବଂ ବିରାଟଙ୍କ ଦଳ ଏହାର ବିଜୟ ଧାରା ବଜାୟ ରଖିବାକୁ ଚାହିଁବ ।
ମହେନ୍ଦ୍ର ସିଂ ଧୋନି ଏବଂ ରୋହିତ ଶର୍ମାଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କୁ ଆକ୍ସନରେ ଦେଖିବା ପାଇଁ ବେଶ୍ ଉତ୍ସାହର ଅପେକ୍ଷା କରିଛନ୍ତି । ସିଜନର ପ୍ରଥମ ଦିନରେ ବିରାଟଙ୍କୁ ଆକ୍ସନରେ ଦେଖିବାକୁ ମିଳିବ । ତେବେ ଜାଣନ୍ତୁ ଧୋନି ଏବଂ ରୋହିତ ସେମାନଙ୍କର ପ୍ରଥମ ମ୍ୟାଚ୍ କେବେ ଖେଳିବେ...
ଧୋନି ଏବଂ ରୋହିତଙ୍କ ପ୍ରଥମ ମ୍ୟାଚ୍ କେବେ ହେବ ?
ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ ମୁମ୍ବାଇରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ IPL ୨୦୨୬ରେ ସେମାନଙ୍କର ପ୍ରଥମ ମ୍ୟାଚ୍ ଖେଳିବ । ଅନ୍ୟପକ୍ଷରେ CSKର ପ୍ରଥମ ମ୍ୟାଚ୍ ୩୦ ମାର୍ଚ୍ଚରେ ଗୌହାଟିରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ହେବ । ଏହି ମ୍ୟାଚ୍ରେ ଧୋନି ଖେଳୁଥିବାର ଦେଖିବାକୁ ମିଳିବ ।
ରୋହିତ ଶର୍ମା ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ରେ ଆକ୍ସନ୍ରେ ନଜର ଆସିଥିଲେ । ସେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ରେ କେବଳ ୬୧ ରନ୍ କରିପାରିଥିଲେ । ଏହା ପରେ ପ୍ରଥମ ଥର ପାଇଁ 'ହିଟ୍ମ୍ୟାନ୍' ଏକ ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳୁଥିବାର ଦେଖିବାକୁ ମିଳିବ । ରୋହିତ IPL ୨୦୨୫ରେ ୧୫ ମ୍ୟାଚ୍ରେ ୪୧୮ ରନ୍ କରିଥିଲେ। ଗତ ସିଜନ୍ରେ ସେ ଚାରୋଟି ଅର୍ଦ୍ଧଶତକ କରିଥିଲେ ।
ଅନ୍ୟପକ୍ଷରେ ଧୋନି ଏବେ କେବଳ IPLରେ ଖେଳନ୍ତି । ଗତ ସିଜନ୍ରେ ଧୋନି ମୋଟ ୧୯୬ ରନ୍ କରିଥିଲେ । IPL ୨୦୨୫ରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା, ତାଙ୍କର ସର୍ବାଧିକ ସ୍କୋର ୩୦ ଥିଲା ।
ପଢନ୍ତୁ ଏହି ଖବର: ପାକିସ୍ତାନ ଜନ୍ମିତ ବୋଲରଙ୍କ ବଡ଼ ଦାବି, ମୁଁ ବୁମରାହଙ୍କୁ ଶିଖାଇଥିଲି ସ୍ଲୋୟର ବଲ୍ ବୋଲି

🚨 News 🚨
— IndianPremierLeague (@IPL) March 11, 2026
Presenting the schedule for the first 20 matches of #TATAIPL 2026, to be played from March 28 to April 12, 2026 🗓️
Full schedule will be announced once poll dates are announced for three states set to undergo State Assembly elections.
More details ▶️… pic.twitter.com/8Iq492v8TE
ରୋହିତ ଶର୍ମା ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ରେ ଆକ୍ସନ୍ରେ ନଜର ଆସିଥିଲେ । ସେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ରେ କେବଳ ୬୧ ରନ୍ କରିପାରିଥିଲେ । ଏହା ପରେ ପ୍ରଥମ ଥର ପାଇଁ 'ହିଟ୍ମ୍ୟାନ୍' ଏକ ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳୁଥିବାର ଦେଖିବାକୁ ମିଳିବ । ରୋହିତ IPL ୨୦୨୫ରେ ୧୫ ମ୍ୟାଚ୍ରେ ୪୧୮ ରନ୍ କରିଥିଲେ। ଗତ ସିଜନ୍ରେ ସେ ଚାରୋଟି ଅର୍ଦ୍ଧଶତକ କରିଥିଲେ ।
ଅନ୍ୟପକ୍ଷରେ ଧୋନି ଏବେ କେବଳ IPLରେ ଖେଳନ୍ତି । ଗତ ସିଜନ୍ରେ ଧୋନି ମୋଟ ୧୯୬ ରନ୍ କରିଥିଲେ । IPL ୨୦୨୫ରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା, ତାଙ୍କର ସର୍ବାଧିକ ସ୍କୋର ୩୦ ଥିଲା ।
ପଢନ୍ତୁ ଏହି ଖବର: ପାକିସ୍ତାନ ଜନ୍ମିତ ବୋଲରଙ୍କ ବଡ଼ ଦାବି, ମୁଁ ବୁମରାହଙ୍କୁ ଶିଖାଇଥିଲି ସ୍ଲୋୟର ବଲ୍ ବୋଲି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories