Cricketer Woman Assault / ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ରେକର୍ଡ କଲେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ; ଗିରଫ ହେଲେ କ୍ରିକେଟର
·2 weeks ago·3 min read

Key Points
କ୍ରିକେଟରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ
ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କଲେ
ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ବି କଲେ ରେକର୍ଡ
ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କଲେ
ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ବି କଲେ ରେକର୍ଡ
କୋଲକାତା: ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଭାରତୀୟ କ୍ରିକେଟରଙ୍କୁ ଆଜି (ମଙ୍ଗଳବାର) ସକାଳେ ପୋଲିସ ହେପାଜତକୁ ନିଆଯାଇଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା ପରେ ମଧ୍ୟାହ୍ନରେ ତାଙ୍କୁ ଗିରଫ କରାଯାଇଛି । ଅଭିଷେକ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗ ହୋଇଛି ।
ଗିରଫଦାରୀ ପରେ ଅଭିଷେକଙ୍କ ଡାକ୍ତରୀ ପରୀକ୍ଷଣ କରାଯାଇଥିଲା । ଏହାପରେ ତାଙ୍କୁ ଚୁଞ୍ଚୁଡା କୋର୍ଟରେ ହାଜର କରାଯାଇଥିଲା । ଆଜି ତାଙ୍କର ଆଗୁଆ ଜାମିନ ଉପରେ ଶୁଣାଣି ଥିଲା । କିନ୍ତୁ ଏହା ପୂର୍ବରୁ କୋଲକାତା ହାଇକୋର୍ଟ ପୋଲିସକୁ ଅଭିଷେକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହୁଗୁଳି ଜିଲ୍ଲା କୋର୍ଟ ଅଭିଷେକଙ୍କୁ ୩ ଦିନ ପୋଲିସ ହେପାଜତକୁ ପଠାଇଛି । ଏହି ଘଟଣା ହୁଗୁଳି ମୋଗରା ଥାନାର ଏକ ମେଡିକାଲ ଛାତ୍ରୀଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଛି । ଅଭିଷେକ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଛନ୍ତି ।

- କଣ ଥିଲା ଯୁବତୀଙ୍କ ଅଭିଯୋଗ ?
- ଇଲେକ୍ଟ୍ରୋନିକ୍ସ ଡିଭାଇସ ଜବତ ଆଦେଶ
- କିପରି ଅଭିଷେକ ପୋରେଲଙ୍କ କ୍ୟାରିଅର ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗିରଫଦାରୀ ପରେ ଅଭିଷେକଙ୍କ ଡାକ୍ତରୀ ପରୀକ୍ଷଣ କରାଯାଇଥିଲା । ଏହାପରେ ତାଙ୍କୁ ଚୁଞ୍ଚୁଡା କୋର୍ଟରେ ହାଜର କରାଯାଇଥିଲା । ଆଜି ତାଙ୍କର ଆଗୁଆ ଜାମିନ ଉପରେ ଶୁଣାଣି ଥିଲା । କିନ୍ତୁ ଏହା ପୂର୍ବରୁ କୋଲକାତା ହାଇକୋର୍ଟ ପୋଲିସକୁ ଅଭିଷେକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହୁଗୁଳି ଜିଲ୍ଲା କୋର୍ଟ ଅଭିଷେକଙ୍କୁ ୩ ଦିନ ପୋଲିସ ହେପାଜତକୁ ପଠାଇଛି । ଏହି ଘଟଣା ହୁଗୁଳି ମୋଗରା ଥାନାର ଏକ ମେଡିକାଲ ଛାତ୍ରୀଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଛି । ଅଭିଷେକ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଛନ୍ତି ।
ପଢନ୍ତୁ ଏହି ଖବର: 'ବାପାମାଆ ଏଇୟା ଶିଖେଇଛନ୍ତି'; କୁମାର ସାଙ୍ଗାକାରାଙ୍କୁ ନେଇ ଇରଫାନ ପଠାନଙ୍କ ବଡ଼ ଖୁଲାସା
- କଣ ଥିଲା ଯୁବତୀଙ୍କ ଅଭିଯୋଗ ?
ପଢନ୍ତୁ ଏହି ଖବର: 'ବାପାମାଆ ଏଇୟା ଶିଖେଇଛନ୍ତି'; କୁମାର ସାଙ୍ଗାକାରାଙ୍କୁ ନେଇ ଇରଫାନ ପଠାନଙ୍କ ବଡ଼ ଖୁଲାସା
- ଇଲେକ୍ଟ୍ରୋନିକ୍ସ ଡିଭାଇସ ଜବତ ଆଦେଶ
- କିପରି ଅଭିଷେକ ପୋରେଲଙ୍କ କ୍ୟାରିଅର ?
Related Topics
Explore more stories