Cricket / ଇଶାନ ଏକାକୀ ପିଟିଲେ ୧୦ଟି ଛକା; ୪୬ ରନ୍ରେ ଜିତିଲା ଭାରତ
·7 months ago·2 min read

Key Points
ଗୋଟିଏ ମ୍ୟାଚ୍ରେ ୩୬ଟି ଛକା ମାରିଛନ୍ତି ୨ ଦଳ । ଭାରତ ପକ୍ଷରୁ ଇଶାନ କିଷନ ସର୍ବାଧିକ ୧୦ଟି ଛକା ମାରିଛନ୍ତି । ଏହି ମ୍ୟାଚ୍କୁ ଭାରତ ୪୬ ରନ୍ରେ ଜିତିବା ସହ ସିରିଜ୍କୁ ୪-୧ରେ କବ୍ଜା କରିଛି ।
ଥିରୁବନନ୍ତପୁରମ: ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ତଥା ପଞ୍ଚମ ଟି-ଟ୍ଵେଣ୍ଟିରେ ଛକା ବର୍ଷା ହୋଇଛି । ଗୋଟିଏ ମ୍ୟାଚ୍ରେ ୩୬ଟି ଛକା ମାରିଛନ୍ତି ୨ ଦଳ । ଭାରତ ପକ୍ଷରୁ ଇଶାନ କିଷନ ସର୍ବାଧିକ ୧୦ଟି ଛକା ମାରିଛନ୍ତି । ଏହି ମ୍ୟାଚ୍କୁ ଭାରତ ୪୬ ରନ୍ରେ ଜିତିବା ସହ ସିରିଜ୍କୁ ୪-୧ରେ କବ୍ଜା କରିଛି ।
ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା । ୫ ୱିକେଟ୍ ହରାଇ ୨୭୧ ରନ୍ କରିଥିଲା ଭାରତ । ଇଶାନ କିଷନ ସର୍ବାଧିକ ୧୦ଟି ଛକା, ୬ଟି ଚଉକା ସହାୟତାରେ ୧୦୩ ରନ୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଇଶାନ କିଶାନଙ୍କ ନାଁରେ ଦ୍ରୁତତମ ଶତକ ରେକର୍ଡ, ଏମିତି ୧୦୦ ବିଶ୍ବରେ କରିନାହାନ୍ତି କେହି
ଇଶାନଙ୍କ ପରେ ସୂର୍ଯ୍ୟକୁମାର ଯାଦବ ୬ଟି ଛକା ମାରିଥିବା ବେଳେ ଅଭିଷେକ ଶର୍ମା ୨ଟି, ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଏବଂ ଶିବମ ଦୁବେ ଗୋଟିଏ ଛକା ମାରିଛନ୍ତି । ଏଭଳି ଭାବେ ଭାରତୀୟ ବ୍ୟାଟ୍ସମ୍ୟାନ ମୋଟ ୨୩ଟି ଛକା ବର୍ଷା କରିଛନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟି-ଟ୍ଵେଣ୍ଟି ମ୍ୟାଚ୍ରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିଭଳି ନ୍ୟୁଜିଲାଣ୍ଡ ପକ୍ଷରୁ ଫିନ୍ ଆଲେନ ସର୍ବାଧିକ ୬ଟି ଛକା ମାରି ୮୦ ରନ୍ କରିଥିବା ବେଳେ ରଚିନ ରବୀନ୍ଦ୍ର ୨ଟି ଛକା, ମିଚେଲ ୨ଟି ଛକା ଓ ଇସ୍ ସୋଧି ୩ଟି ଛକା ମାରିଛନ୍ତି । ଏଭଳି ଭାବେ ନ୍ୟୁଜିଲାଣ୍ଡ ଗୋଟିଏ ଇନିଂସରେ ୧୩ଟି ଛକା ବର୍ଷା କରିଛି ।
୨୭୨ ରନ୍ର ପିଛା କରୁଥିବା ଇଂଲଣ୍ଡ ୧୯.୪ ଓଭରରେ ୨୨୫ ରନ୍ରେ ଅଲଆଉଟ୍ ହୋଇଛି । ଫଳରେ ଅନ୍ତିମ ମ୍ୟାଚ୍କୁ ଭାରତ ୪୬ ରନ୍ରେ ଜିତି ନେବା ସହ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଆରମ୍ଭ ପୂର୍ବରୁ ସ୍ଥିତିକୁ ବେଶ୍ ମଜଭୁତ୍ କରିଛି ।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ ୩ଟି ଏବଂ ବରୁଣ ଚକ୍ରବର୍ତ୍ତୀ ଓ ରିଙ୍କୁ ସିଂ ଗୋଟିଏ ଲେଖାଏଁ ୱିକେଟ୍ ହାତେଇଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁସନ୍ ସର୍ବାଧିକ ୨ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଗୋ-ମାଫିଆଙ୍କ ୧୪୧ ବ୍ୟାଙ୍କରେ ସାଢ଼େ ୪ କୋଟିରୁ ଅଧିକ ଟଙ୍କା; ୫୦ ଲକ୍ରରେ ଅଛି ଆଉ କେତେ ?
ଇଶାନଙ୍କ ବିସ୍ଫୋରକ ଶତକ
ଚ୍ରେ ଇଶାନ କିଶାନ ୪୨ ବଲ୍ ଶତକ ହାସଲ କରି ଇତିହାସ ରଚିଛନ୍ତି । ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ଇତିହାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ତାଙ୍କର ଧମାକାଦାର ଶତକରେ ସେ ୧୦ଟି ଛକା ଏବଂ ୬ଟି ଚୌକା ମାରିଥିଲେ ।

ଇଶାନ କିଶନ ୪୨ ବଲ୍ରେ ତାଙ୍କର ଶତକ ପୂରଣ କରିଛନ୍ତି, ଯାହା ଆନ୍ତର୍ଜାତୀୟ ଟି-୨୦ କ୍ରିକେଟ ଇତିହାସରେ ଜଣେ ଭାରତୀୟ ବ୍ୟାଟସମ୍ୟାନଙ୍କ ଦ୍ୱାରା ପଞ୍ଚମ ଦ୍ରୁତତମ । ତାଙ୍କ ପରେ ରୋହିତ ଶର୍ମା (୩୫ ବଲ୍), ଅଭିଷେକ ଶର୍ମା (୩୭ ବଲ୍), ସଞ୍ଜୁ ସାମସନ (୪୦ ବଲ୍) ଏବଂ ତିଲକ ବର୍ମା (୪୧ ବଲ୍) ଦ୍ରୁତତମ ଟି-୨୦ ଶତକ ହାସଲକାରୀ ଭାରତୀୟଙ୍କ ତାଲିକାରେ ଅଛନ୍ତି ।
Related Topics
Explore more stories