Bumrah OUT / ପ୍ରଥମେ ଫିଟ୍, ତାପରେ OUT; କିଛି ଦିନରେ କଣ ଏମିତି ବଦଳିଗଲା
·1 hour ago·2 min read

Key Points
ଶ୍ରୀଲଙ୍କା ଟେଷ୍ଟ ସିରିଜରୁ ବୁମରାହ ଆଉଟ୍
ଏବେ ବିସିସିଆଇ ଉପରେ ଉଠିଲା ପ୍ରଶ୍ନ
ପ୍ରଥମେ ଫିଟ୍ ଥିଲେ ଏବେ କଣ ହୋଇଗଲା
ଏବେ ବିସିସିଆଇ ଉପରେ ଉଠିଲା ପ୍ରଶ୍ନ
ପ୍ରଥମେ ଫିଟ୍ ଥିଲେ ଏବେ କଣ ହୋଇଗଲା
ଭାରତୀୟ କ୍ରିକେଟ୍କୁ ଟିମକୁ ବଡ଼ ଝଟକା । କାରଣ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି ଷ୍ଟାର ବୋଲର୍ ଜସପ୍ରୀତ ବୁମରାହ । ଏହି ଖବର ଆସିବା ପରେ ବିସିସିଆଇର ଫିଟନେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୁମରାହଙ୍କୁ ନେଇ ଆସିଥିବା ପୂର୍ବ ଫିଟ୍ ଅପଡେଟ୍ ଉପରେ ପ୍ରଶ୍ନ ଉଠିଛି, କାରଣ ପ୍ରଥମେ ବୁମରାହ ଫିଟ୍ ଥିଲେ ବୋଲି କୁହାଯାଇଥିଲା । ଏବେ କିଛି ଦିନ ମଧ୍ୟରେ ଏପରି କଣ ଘଟିଲା ଯେ ତାଙ୍କୁ ପୂରା ସିରିଜରୁ ବାହାର କରିବାକୁ ପଡ଼ିଲା ? ୟାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
ଏଥିଲାଗି ଗତକାଲି ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସ (CoE), ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ଭିଭିଏସ ଲକ୍ଷ୍ମଣ, ଚୟନ ସମିତିର ସଭାପତି ଅଜିତ ଅଗରକର ଓ ସଚିବ ଦେବଜିତଙ୍କ ମଧ୍ୟରେ କ୍ରିକେଟରଙ୍କ ଇଞ୍ଜୁରୀ ଓ ଫିଟନେସ୍ ନିୟମ ଉପରେ ସମୀକ୍ଷା ବୈଠକ ହୋଇଥିଲା । ଏହି ବୈଠକରେ କେବଳ ବୁମରାହଙ୍କୁ ନେଇ ଆଲୋଚନା ହୋଇନଥିଲା, ବରଂ ପୂରା ଫିଟନେସ୍ ବ୍ୟବସ୍ଥାକୁ ନେଇ କଥା ପଡ଼ିଥିଲା ।
ପଢନ୍ତୁ ଏହି ଖବର: ଡବଲ୍ ସେଞ୍ଚୁରୀକୁ ୯୧ ବଲ୍ରେ ୨୫ ଛକା; ଅଭିଷେକ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂରେ କମ୍ପିଲା ମୈଦାନ
ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ହର୍ଷିତ ରାଣା, ୱାଶିଂଟନ ସୁନ୍ଦର ଓ ନୀତିଶ କୁମାର ରେଡ୍ଡୀଙ୍କ ପରି ଖେଳାଳିଙ୍କ ଆଘାତ ଓ କମବ୍ୟାକ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ହର୍ଷିତ ରାଣା ଫିଟ୍ ଘୋଷିତ ହେବାପରେ ତାଙ୍କର ହାର୍ମଷ୍ଟ୍ରିଙ୍ଗରେ ପୁଣି ସମସ୍ୟା ଦେଖାଦେଇଥିଲା । ସୁନ୍ଦରଙ୍କୁ ଲଗାତାର ମାଂସପେଶୀରେ ଆଘାତ ଲାଗିଥିଲା । ଏପରି ଲଗାତାର ଘଟଣା ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଖେଳ ବିଜ୍ଞାନ ଓ ଚିକିତ୍ସା ପଦ୍ଧତି ଉପରେ ପ୍ରଶ୍ନ ଉଠିଛି ।

- ପୂର୍ବରୁ ଫିଟ୍ ଥିଲେ ବୁମରାହ

- ସାଇ ସୁଦର୍ଶନଙ୍କ ଫିଟନେସ୍ କେମିତି ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories