ICC Chairman 2026 / ବିଶ୍ୱ କ୍ରିକେଟ୍ରେ ପୁଣି ଜୟ ଶାହଙ୍କ ରାଜ୍, ICC ଚେୟାରମ୍ୟାନ୍ ପଦ ବଜାୟ ରଖିଲେ, କହିଲେ ବଡ଼ କଥା
·37 mins ago·2 min read

Key Points
ପୁଣି ଆଇସିସି ମୁଖ୍ୟ ହେଲେ ଜୟ ଶାହ
ଜୟ ଶାହଙ୍କ ଉପରେ ଭରସା ପ୍ରକାଶ କଲା ବୋର୍ଡ
ଥାଇଲାଣ୍ଡର ବାଲିରେ ଅନୁଷ୍ଠିତ ବୈଠକରେ ମିଳିଲା ଦାୟିତ୍ଵ
ଜୟ ଶାହଙ୍କ ଉପରେ ଭରସା ପ୍ରକାଶ କଲା ବୋର୍ଡ
ଥାଇଲାଣ୍ଡର ବାଲିରେ ଅନୁଷ୍ଠିତ ବୈଠକରେ ମିଳିଲା ଦାୟିତ୍ଵ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ଜଗତରୁ ଆସିଛି ବଡ଼ ଖବର । ଲଗାତାର ଦ୍ୱିତୀୟ ଥର ପାଇଁ ଆଇସିସିର ଚେୟାରମ୍ୟାନ୍ ନିଯୁକ୍ତ ହୋଇଛନ୍ତି ଜୟ ଶାହ । ଥାଇଲାଣ୍ଡର ବାଲିରେ ଅନୁଷ୍ଠିତ ଆଇସିସି ବୈଠକରେ ତାଙ୍କୁ ସର୍ବସମ୍ମତିକ୍ରମେ ପୁଣି ଥରେ ଏହି ଦାୟିତ୍ୱ ଦିଆଯାଇଛି । ସୋମବାର, ନଭେମ୍ବର ୧୬ ତାରିଖରେ ଆଇସିସି ଏକ ବିବୃତି ଜାରି କରି ଏହାକୁ ସ୍ପଷ୍ଟ କରିଛି । ଅଲିମ୍ପିକ୍ସରେ କ୍ରିକେଟ୍ର ଫେରିବା ଉପରେ ରହିବ ତାଙ୍କର ବିଶେଷ ଫୋକସ୍ ।
୨୦୨୪ ଅଗଷ୍ଟରେ ପ୍ରଥମ ଥର ପାଇଁ ଆଇସିସି ଚେୟାରମ୍ୟାନ୍ ହୋଇଥିଲେ ଜୟ ଶାହ । ସେତେବେଳେ ସେ ଗ୍ରେଗ୍ ବାର୍କଲେଙ୍କ ସ୍ଥାନ ନେଇଥିଲେ । ପ୍ରଥମ ଥର ଭଳି ଏଥର ମଧ୍ୟ ତାଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଚୟନ କରାଯାଇଛି ।
ପଢନ୍ତୁ ଏହି ଖବର: 'ପାକିସ୍ତାନୀ ଲଗାଉଥିଲେ ସେହୱାଗ୍ ନାରା'...ପାକିସ୍ତାନ ବିପକ୍ଷରେ ବିଜୟ ପରେ ବାପା ବୀରେନ୍ଦ୍ର ସେହୱାଗଙ୍କୁ ଭିଡିଓ କଲ୍ କଲେ ଆର୍ଯ୍ୟବୀର
୨୦୨୪ ଅଗଷ୍ଟରେ ପ୍ରଥମ ଥର ପାଇଁ ଆଇସିସି ଚେୟାରମ୍ୟାନ୍ ହୋଇଥିଲେ ଜୟ ଶାହ । ସେତେବେଳେ ସେ ଗ୍ରେଗ୍ ବାର୍କଲେଙ୍କ ସ୍ଥାନ ନେଇଥିଲେ । ପ୍ରଥମ ଥର ଭଳି ଏଥର ମଧ୍ୟ ତାଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଚୟନ କରାଯାଇଛି ।
- ଜୟ ଶାହଙ୍କ ନେତୃତ୍ୱ ଉପରେ ବୋର୍ଡର ଭରସା
- ପୁନଃନିଯୁକ୍ତି ପରେ କ'ଣ କହିଲେ ଜୟ ଶାହ ?
ପଢନ୍ତୁ ଏହି ଖବର: 'ପାକିସ୍ତାନୀ ଲଗାଉଥିଲେ ସେହୱାଗ୍ ନାରା'...ପାକିସ୍ତାନ ବିପକ୍ଷରେ ବିଜୟ ପରେ ବାପା ବୀରେନ୍ଦ୍ର ସେହୱାଗଙ୍କୁ ଭିଡିଓ କଲ୍ କଲେ ଆର୍ଯ୍ୟବୀର
- ୨୦୨୮ ଅଲିମ୍ପିକ୍ସ ଉପରେ ରହିବ ବିଶେଷ ଫୋକସ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୩୫ ବର୍ଷ ବୟସରେ ହୋଇଥିଲେ ସବୁଠାରୁ ଯୁବ ଆଇସିସି ଚେୟାରମ୍ୟାନ୍
Related Topics
Explore more stories