Pak Baby Celebration / ଆଉଟ୍ ପରେ ବୈଭବଙ୍କୁ "ବେବି" କହିଥିଲେ; ଆୟୁବଙ୍କୁ ଭର୍ତ୍ସନା କଲେ ଏହି ପାକିସ୍ତାନୀ ପ୍ଳେୟାର
·59 mins ago·2 min read

Key Points
ଏସୀୟ ଗେମ୍ସ ୨୦୨୬ କ୍ରିକେଟ୍ ଫାଇନାଲ୍
ବୈଭବ ଆଉଟ୍ ପରେ ଚିଡ଼େଇଥିଲେ ଆୟୁବ
ପାକିସ୍ତାନୀ ବୋଲରଙ୍କୁ ଗାଳି କଲେ ସିନିୟର
ବୈଭବ ଆଉଟ୍ ପରେ ଚିଡ଼େଇଥିଲେ ଆୟୁବ
ପାକିସ୍ତାନୀ ବୋଲରଙ୍କୁ ଗାଳି କଲେ ସିନିୟର
ଟୋକିଓ: ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଏସିଆନ୍ ଗେମ୍ସ ୨୦୨୬ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି । ଏହି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ୍ କରିବା ପରେ ପାକିସ୍ତାନୀ ବୋଲର ସାମ୍ ଆୟୁବଙ୍କ ବିବାଦୀୟ "ବେବି" ସେଲିବ୍ରେସନ ସୋସିଆଲ ମିଡିଆରେ ଖୁବ ସମାଲୋଚନାର ଶିକାର ହୋଇଛି । ଏପରିକି ଜଣେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଏଥିପାଇଁ ତାଙ୍କ ନିଜ ଖେଳାଳିଙ୍କୁ ଭର୍ତ୍ସନା କରିଛନ୍ତି ଏବଂ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଛନ୍ତି ।
ପୂର୍ବତନ ପାକିସ୍ତାନୀ କ୍ରିକେଟର କାମରାନ ଅକମଲଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ସାମ ଆୟୁବଙ୍କ ଉପରେ ବର୍ଷୁଥିବାର ଦେଖାଯାଉଛି । ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ୍ କରିବା ପରେ ସାମ ଆୟୁବଙ୍କ ସେଲିବ୍ରେସନ ବିଷୟରେ ତାଙ୍କର କ'ଣ କହିବାକୁ ଅଛି ପଚରାଯିବାରୁ, ଆକମଲ କହିଛନ୍ତି, "ଏହି ଜିନିଷଗୁଡ଼ିକ ବହୁତ ଦିନ ଧରି ଘଟିଆସୁଛି । ଆମର ପ୍ରଦର୍ଶନ ଭଲ ନୁହେଁ, କିନ୍ତୁ ଆମେ ସୋସିଆଲ ମିଡିଆ ପାଇଁ ଆବଶ୍ୟକ କଣ୍ଟେଣ୍ଟ ପ୍ରସ୍ତୁତ କରୁଛୁ ।"
ପଢନ୍ତୁ ଏହି ଖବର: ହଠାତ୍ ପଡ଼ିଆ ମଝିରେ ଜୟ ଶାହଙ୍କ ପାଦ ଛୁଇଁଲେ ବୈଭବ; ଭିଡିଓ ଭାଇରାଲ

- ବୈଭବଙ୍କ ବୟସ ବିଷୟରେ ଅକମଲ କଣ କହିଲେ?
Saim Ayub, instead of doing all this, it would be better to raise your game a little. 😭😂 You’ve embarrassed the entire Pakistan team! 💀🇵🇰🔥 #SaimAyub #PakistanCricket #Cricket 🏏🔥 https://t.co/Iw8dkmVDzf
— Saurabh Sharma (@panditsaurabh53) October 3, 2026
- ୧୫ ରନ୍ କରି ଆଉଟ୍ ହୋଇଥିଲେ ବୈଭବ
ପଢନ୍ତୁ ଏହି ଖବର: ହଠାତ୍ ପଡ଼ିଆ ମଝିରେ ଜୟ ଶାହଙ୍କ ପାଦ ଛୁଇଁଲେ ବୈଭବ; ଭିଡିଓ ଭାଇରାଲ
- ଗୋଲ୍ଡ ଜିତିଲା ଭାରତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories