Vaibhav Sooryavanshi / ହଠାତ୍ ପଡ଼ିଆ ମଝିରେ ଜୟ ଶାହଙ୍କ ପାଦ ଛୁଇଁଲେ ବୈଭବ; ଭିଡିଓ ଭାଇରାଲ
·1 hour ago·2 min read

Key Points
ପଡ଼ିଆ ମଝିରେ ଜୟ ଶାହଙ୍କ ପାଦ ଛୁଇଁଲେ ବୈଭବ
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଶେଷରେ ଏମିତି କହିଲେ କ୍ରୀଡାପ୍ରେମୀ
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଶେଷରେ ଏମିତି କହିଲେ କ୍ରୀଡାପ୍ରେମୀ
ଟୋକିଓ: ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ କମାଲ୍ କରନ୍ତି । ଚିରପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଏସୀୟ କ୍ରୀଡା ୨୦୨୬ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ୨୧୨ ରନର ଲକ୍ଷ୍ୟ ରଖାଯାଇଥିବା ପାକିସ୍ତାନ ୬ ୱିକେଟରେ କେବଳ ୧୯୨ ରନ କରିପାରିଥିଲା । ତେବେ ଗୋଲ୍ଡ ଜିତିବା ପରେ ବୈଭବ ସୂର୍ଯ୍ୟବଂଶୀ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଚେୟାରମ୍ୟାନ୍ ଜୟ ଶାହଙ୍କ ପାଦ ଛୁଉଁଥିବା ଦେଖିବାକୁ ମିଳିଛି । ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଏମିତି କହିଛନ୍ତି ଫ୍ୟାନ୍ସ ।
ବିଜୟ ପରେ କ୍ରିକେଟ୍ ପଡ଼ିଆ ଉତ୍ସବମୁଖର ହୋଇଯାଇଥିଲା ଏବଂ ଏହି ବିଶେଷ ମୁହୂର୍ତ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯେତେବେଳେ ଆଇସିସି ଅଧ୍ୟକ୍ଷ ବା ଚେୟାରମ୍ୟାନ୍ ଜୟ ଶାହ ଭାରତୀୟ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବାକୁ ପହଞ୍ଚିଲେ, ସେତେବେଳେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ପ୍ରଣାମ କରି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ବୈଭବଙ୍କ ଏହି ବ୍ୟବହାରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।
ପଢନ୍ତୁ ଏହି ଖବର: ଅଭିଷେକଙ୍କ ଧମାକା ପରେ ବୋଲରଙ୍କ କମାଲ୍, ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ଜିତିଲା ଭାରତ

- ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ସର୍ବକନିଷ୍ଠ ଭାରତୀୟ
🚨 A HEARTWARMING MOMENT! 🇮🇳❤️
— Samridhi (@samridhi_i) October 3, 2026
Vaibhav Sooryavanshi, just 15, touched Jay Shah’s feet as he came forward to congratulate the Indian players after the Asian Games gold-medal victory. 🙏🏏
A beautiful moment of respect and humility from the young star. 🇮🇳✨#VaibhavSooryavanshi…
- ଆଇପିଏଲରେ ଛାଇଥିଲେ ବୈଭବ
ପଢନ୍ତୁ ଏହି ଖବର: ଅଭିଷେକଙ୍କ ଧମାକା ପରେ ବୋଲରଙ୍କ କମାଲ୍, ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ଜିତିଲା ଭାରତ
- ପାକିସ୍ତାନକୁ ଧୂଳି ଚଟାଇଲା ଭାରତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories