Kavya Maran Wedding Date / ଅନିରୁଦ୍ଧଙ୍କୁ ବିବାହ କରିବେ SRHର ମାଲିକାଣୀ କାବ୍ୟା; ଉଭୟଙ୍କ ସମ୍ପତ୍ତି କେତେ ଜାଣନ୍ତୁ
·40 mins ago·2 min read

Key Points
୨୫ହଜାର କୋଟିର ମାଲିକାଣୀ କାବ୍ୟା ମାରନ
ଖୁବଶୀଘ୍ର ଅନିରୁଦ୍ଧ ରବିଚନ୍ଦରଙ୍କୁ କରିବେ ବିବାହ
ଆସିଲା ବିବାହର ତାରିଖ ଓ ସ୍ଥାନ
ଖୁବଶୀଘ୍ର ଅନିରୁଦ୍ଧ ରବିଚନ୍ଦରଙ୍କୁ କରିବେ ବିବାହ
ଆସିଲା ବିବାହର ତାରିଖ ଓ ସ୍ଥାନ
ମୁମ୍ବାଇ: ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦ (SRH) ତଥା ସନ୍ ଗ୍ରୁପ୍ର ଉତ୍ତରାଧିକାରୀ କାବ୍ୟା ମରାନ ଖୁବଶୀଘ୍ର ହାତକୁ ଦିହାତ ହେଉଛନ୍ତି । ସେ ଭାରତୀୟ ସିନମାର ଜଣାଶୁଣା ମ୍ୟୁଜିକ୍ କମ୍ପୋଜର୍ ଅନିରୁଦ୍ଧ ରବିଚନ୍ଦରଙ୍କୁ ବିବାହ କରିବେ । ଉଭୟ ପରିବାର ବିବାହ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅତିଥିମାନଙ୍କୁ ନିମନ୍ତ୍ରଣ ପତ୍ର ମଧ୍ୟ ପହଞ୍ଚିସାରିଛି । କାବ୍ୟା ହେଉଛନ୍ତି ୨୫ ହଜାର କୋଟିର ମାଲିକାଣୀ । ତାଙ୍କ ଭାବି ସ୍ଵାମୀଙ୍କ ସମ୍ପତ୍ତି ବିଷୟରେ ଜାଣିବାକୁ ଅନେକଙ୍କ ମନରେ ଆଗ୍ରହ ରହିଛି ।
ଉଭୟ ଆସନ୍ତା ନଭେମ୍ବର ୨୧ ତାରିଖରେ ବିବାହ କରିବେ । ଏହି କପଲ୍ ନିଜ ବିବାହ ପାଇଁ ଗ୍ରୀସକୁ ବାଛିଛନ୍ତି । ଅନେକ ସମୟରେ କାବ୍ୟା ମରାନଙ୍କ ସୁନ୍ଦରତାକୁ ନେଇ ବେଶ ଚର୍ଚ୍ଚା ହୋଇଥାଏ । ସେ ବିଶେଷ କରି ଆଇପିଏଲ ଚାଲିଥିବାବେଳେ ନଜର ଆସିଥାନ୍ତି । ୩୪ ବର୍ଷୀୟ କାବ୍ୟା ଏବେ ବିବାହ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ପଢନ୍ତୁ ଏହି ଖବର: ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼

- କାବ୍ୟା ମରାନଙ୍କ ମୋଟ ସମ୍ପତ୍ତି
ପଢନ୍ତୁ ଏହି ଖବର: ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼
- କାବ୍ୟାଙ୍କ ବର କିଏ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories