Who Is Neel Patel / କିଏ ନୀଲ ପଟେଲ୍ ? ୧୬ ବର୍ଷ ବୟସରେ ରଚିବେ ଇତିହାସ ! ଭାରତ ବିରୁଦ୍ଧରେ ଖେଳିବେ କ୍ରିକେଟ୍
·1 month ago·2 min read

Key Points
ଭାରତ ଗସ୍ତ ଲାଗି ଅଷ୍ଟ୍ରେଲିଆ U-19 ଟିମ ଘୋଷଣା କରିଛି
ଏହି ଟିମରେ ଅଛନ୍ତି ମୂଳ ଭାରତୀୟ ନୀଲ ପଟେଲ୍
ଏବେ ସେ ଭାରତ ବିରୁଦ୍ଧରେ ମ୍ୟାଚ୍ ଖେଳିବେ
ଏହି ଟିମରେ ଅଛନ୍ତି ମୂଳ ଭାରତୀୟ ନୀଲ ପଟେଲ୍
ଏବେ ସେ ଭାରତ ବିରୁଦ୍ଧରେ ମ୍ୟାଚ୍ ଖେଳିବେ
ଭାରତୀୟ କ୍ରିକେଟର ଖେଳାଳିଙ୍କ ଫ୍ଯାନ୍ସ ସାରା ବିଶ୍ଵରେ ଅଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟରମାନେ ସାରା ବିଶ୍ଵରେ ନିଜର ଦବଦବା ଜାହିର କରିଛନ୍ତି । ମହେନ୍ଦ୍ର ସିଂ ଧୋନିଙ୍କଠୁ ଆରମ୍ଭ କରି ବିରାଟ କୋହଲି, ରୋହିତ ଶର୍ମାଙ୍କ ନାମ ଏହି ତାଲିକାରେ ଆସେ । ଏମାନଙ୍କ ପ୍ରଶଂସକ ଆପଣଙ୍କୁ ସବୁ ଦେଶରେ ମିଳିବେ । ଭାରତୀୟ କ୍ରିକେଟ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳେ । ଏହାରି ଭିତରେ ବିଦେଶରେ ଜଣେ ମୂଳ ଭାରତୀୟଙ୍କୁ ନେଇ ବେଶ ଚର୍ଚ୍ଚା ହେଉଛି । ଯିଏକି ଭାରତୀୟ ବଂଶୋଦ୍ଭବ, କିନ୍ତୁ ଭାରତ ବିରୁଦ୍ଧରେ ଖେଳିବାକୁ ଯାଉଛନ୍ତି ।
ପୂର୍ବରୁ ମଧ୍ୟ ଅନେକ ଭାରତୀୟ ବଂଶୋଦ୍ଭବ ଅନ୍ୟ ଦେଶ ପାଇଁ କ୍ରିକେଟ ଖେଳୁଥିବା ନଜିର ରହିଛି । ମୂଳ ଭାରତୀୟ କ୍ରିକେଟର ନୀଲ ପଟେଲଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଟିମରେ ସ୍ଥାନ ମିଳିଛି । ସେ ଭାରତ ବିରୁଦ୍ଧରେ ହେବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ପାଇଁ କ୍ରିକେଟ୍ ଖେଳିବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଣ୍ଡର-୧୯ର ଏହି ମ୍ୟାଚ୍ ଆସନ୍ତା ସେପ୍ଟେମ୍ବର ୧୩ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି । କ୍ରିକେଟ୍ ଅଷ୍ଟ୍ରେଲିଆ ୧୬ ଜଣିଆ ସଦସ୍ୟଙ୍କୁ ନେଇ ଟିମ ଘୋଷଣା କରିଛି, ଯେଉଁଥିରେ ନୀଲ ପଟେଲଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିଛି ।

- ନୀଲ ପଟେଲଙ୍କ ବିଷୟରେ..
- ଫର୍ଷ୍ଟ-ଗ୍ରେଡ୍ କ୍ରିକେଟରେ ସେଞ୍ଚୁରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୨ ୱିକେଟରେ ହାରିଲା ପାକିସ୍ତାନ; ଋଷି ଧୱନଙ୍କ ଦମଦାର ବ୍ୟାଟିଂ, ଶେଷ ଓଭର ଯାଏଁ ସସପେନ୍ସ
- ଭାରତ ଗସ୍ତ ଲାଗି ଅଷ୍ଟ୍ରେଲିଆ U-19 ଟିମ୍
Related Topics
Explore more stories