Neeraj Chopra Out / ଭାରତକୁ ଝଟକା; ଏସିଆନ ଗେମ୍ସରୁ ବାହାରିଲେ ନୀରଜ ଚୋପ୍ରା, ଏବେ ଏମାନଙ୍କ ଉପରେ ଭରସା
·2 hours ago·2 min read

Key Points
୨୦୨୬ ଏସୀୟ କ୍ରୀଡ଼ା ପୂର୍ବରୁ ଭାରତକୁ ଏକ ବଡ଼ ଝଟକା
ପ୍ରଶିକ୍ଷଣ ସମୟରେ ଗେମ୍ସରୁ ବାଦ ପଡ଼ିଲେ ନୀରଜ ଚୋପ୍ରା
ଏବେ ଫୋକସରେ ଏହି ଦୁଇ ଜାଭେଲିନ୍ ଥ୍ରୋଅର୍
ପ୍ରଶିକ୍ଷଣ ସମୟରେ ଗେମ୍ସରୁ ବାଦ ପଡ଼ିଲେ ନୀରଜ ଚୋପ୍ରା
ଏବେ ଫୋକସରେ ଏହି ଦୁଇ ଜାଭେଲିନ୍ ଥ୍ରୋଅର୍
ଏସୀୟ କ୍ରୀଡ଼ା ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତକୁ ଶକ୍ତ ଝଟକା । ପ୍ରଶିକ୍ଷଣ ସମୟରେ ହିଁ ଖେଳରୁ ବାଦ ପଡ଼ିଲେ ନୀରଜ ଚୋପ୍ରା । ଏ ନେଇ ନିଜେ ନୀରଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ତାଙ୍କ ଗୋଡ଼ରେ ଲିଗାମେଣ୍ଟ ଛିଣ୍ଡିଯିବା ଯୋଗୁଁ ତାଙ୍କର ୨୦୨୬ ସିଜିନ୍ ଏମିତି ହଠାତ୍ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଛି ।
ତେବେ ଏସୀୟ କ୍ରୀଡ଼ା ବ୍ୟତୀତ ନୀରଜଙ୍କୁ ତିନୋଟି ପ୍ରମୁଖ ଇଭେଣ୍ଟରୁ ମଧ୍ୟ ବାଦ ଦିଆଯାଇଛି । ଚୋପ୍ରା ସିଜିନର ଶେଷ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଥିଲେ ଏବଂ ସମ୍ପ୍ରତି ସେ ଲୌସାନ୍ ଡାଇମଣ୍ଡ ଲିଗ୍ରେ ୮୮.୦୫ ମିଟର ସିଜିନ୍ ସର୍ବୋତ୍ତମ ପ୍ରଦର୍ଶନ ହାସଲ କରିଥିଲେ । ତେବେ ଏବେ ଏସିଆନ୍ ଗେମ୍ସ ଆରମ୍ଭ ହେବା ପୂର୍ବରୁ ସେ ଆହତ ହୋଇ ଖେଳରୁ ବାହାରିବା ନିହାତି ଭାବରେ ଭାରତୀୟ ଆଥଲେଟିକ୍ସ ପ୍ରଶଂସକଙ୍କ ପାଇଁ ଖରାପ ଖବର ।
ସେପ୍ଟେମ୍ବର ୫- ଡାଇମଣ୍ଡ ଲିଗ୍ ଫାଇନାଲ୍
ସେପ୍ଟେମ୍ବର ୧୩- ବିଶ୍ୱ ଆଥଲେଟିକ୍ସ ଅଲଟିମେଟ୍
ସେପ୍ଟେମ୍ବର ୨୮- ଏସୀୟ କ୍ରୀଡ଼ା ୨୦୨୬

- ଏହି ୩ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ନୀରଜ
ସେପ୍ଟେମ୍ବର ୫- ଡାଇମଣ୍ଡ ଲିଗ୍ ଫାଇନାଲ୍
ସେପ୍ଟେମ୍ବର ୧୩- ବିଶ୍ୱ ଆଥଲେଟିକ୍ସ ଅଲଟିମେଟ୍
ସେପ୍ଟେମ୍ବର ୨୮- ଏସୀୟ କ୍ରୀଡ଼ା ୨୦୨୬
- ଏବେ ରୋହିତ ଯାଦବଙ୍କ ଉପରେ ଆଶା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବିଶ୍ୱକପ୍ ଜିତିବା ପରେ ହଠାତ୍ କାହିଁକି ହେଲେ OUT ? ଦଳରୁ ବିଦା ପରେ ସୂର୍ଯ୍ୟକୁମାର କଲେ ବଡ଼ ଖୁଲାସା
- ଯଶବୀର ସିଂହ
Related Topics
Explore more stories