Cricket Update / ସ୍ତ୍ରୀ ଓ ପିଲାଙ୍କ ପାଇଁ ଇଂଲଣ୍ଡ ଗସ୍ତରୁ ଓହରିଲେ ୨ ଖେଳାଳି, ଘୋଷଣା ହେଲା ନ୍ୟୁଜିଲାଣ୍ଡର ଟେଷ୍ଟ ଟିମ୍
·4 months ago·2 min read

Key Points
ଇଂଲଣ୍ଡ ଗସ୍ତ ପାଇଁ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳ ଘୋଷଣା
ଜୁନ ୪ରୁ ୨୯ ମଧ୍ୟରେ ଇଂଲଣ୍ଡରେ ୩ଟି ଟେଷ୍ଟ ଖେଳିବ
ଜୁନ ୪ରୁ ୨୯ ମଧ୍ୟରେ ଇଂଲଣ୍ଡରେ ୩ଟି ଟେଷ୍ଟ ଖେଳିବ
ଇଂଲଣ୍ଡ ଗସ୍ତରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ତାର ଦଳ ଘୋଷଣା କରିଛି । ଜୁନ ୪ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ଗସ୍ତରେ ନ୍ୟୁଜିଲାଣ୍ଡ ଏକ ତିନି ଦିନିଆ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି । ଏହି ସିରିଜ୍ ପାଇଁ ଟିମ୍ ଲାଥାମଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଏକ ୧୫ ଜଣିଆ ଦଳ ଚୟନ କରିଛି, କିନ୍ତୁ କିଛି ବଡ଼ ନାମ ଏଥିରୁ ବାଦ୍ ପଡ଼ିଛନ୍ତି । ଏହି ଦୁଇ ଖେଳାଳିଙ୍କୁ ବାଦ ଦେବାର କାରଣ ହେଉଛି ସେମାନଙ୍କ ପରିବାର । ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ମିଚେଲ ସାଣ୍ଟନର ଆଘାତ ଯୋଗୁଁ ମଧ୍ୟ ମ୍ୟାଚ୍ ଖେଳିବେନି ।
- ପ୍ରଥମେ ସ୍ତ୍ରୀ ଓ ପିଲା
- ଆଘାତ ଯୋଗୁଁ ସାଣ୍ଟନର ବି ବାଦ୍ ପଡିଲେ
- ଏହି ୪ ଖେଳାଳି ଇଂଲଣ୍ଡ ଗସ୍ତରୁ ବାଦ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବିରାଟଙ୍କ ସହ ଖେଳୁଥିଲେ; IPLରେ ପଞ୍ଜାବ ଦେଇଥିଲା ସୁଯୋଗ, ଏବେ ହଠାତ୍ ମୃତ୍ୟୁ
- ନ୍ୟୁଜିଲାଣ୍ଡ ଦଳ ଘୋଷଣା
Related Topics
Explore more stories