Why Rishabh Pant Leave Field / ଋଷଭ ପନ୍ତଙ୍କୁ କ'ଣ ହେଲା ? ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍ ମଝିରେ ପଡ଼ିଆ ଛାଡ଼ିଲେ...
·1 hour ago·2 min read

Key Points
ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ
ପ୍ରଥମେ ବିପକ୍ଷ ଟିମ ସହ ଜୈସୱାଲଙ୍କ ଝଗଡ଼ା
ଏବେ ମ୍ୟାଚ୍ ମଝିରୁ ପଳାଇଲେ ଋଷଭ ପନ୍ତ
ପ୍ରଥମେ ବିପକ୍ଷ ଟିମ ସହ ଜୈସୱାଲଙ୍କ ଝଗଡ଼ା
ଏବେ ମ୍ୟାଚ୍ ମଝିରୁ ପଳାଇଲେ ଋଷଭ ପନ୍ତ
ଆଜି କଲମ୍ବୋରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ । ଖେଳ ମଝିରେ ଟିମ୍ ଇଣ୍ଡିଆର ୱିକେଟକିପର-ବ୍ୟାଟସମ୍ୟାନ୍ ଋଷଭ ପନ୍ତଙ୍କୁ ପଡ଼ିଆ ଛାଡିବାକୁ ପଡିଛି । ଭାରତୀୟ ଇନିଂସର ୫୮ତମ ଓଭରରେ ଏହି ଘଟଣା ଘଟିଥିଲା ଯେତେବେଳେ ଲାହିରୁ କୁମାରାଙ୍କ ଏକ ବଲ୍ ପନ୍ତଙ୍କ ହାତରେ ବାଜିଥିଲା । ପନ୍ତ ଏକ ଛୋଟ ବଲ୍ରେ ପୁଲ୍ ସଟ୍ ଚେଷ୍ଟା କରିଥିଲେ, କିନ୍ତୁ ବଲ୍ ତାଙ୍କ ଗ୍ଲୋଭ୍ସରେ ବାଜିଥିଲା । ଏହାପରେ ଋଷଭ ପନ୍ତଙ୍କୁ ଆଘାତ ଲାଗିଥିବା ଯୋଗୁଁ ସେ ପଡ଼ିଆ ଛାଡ଼ିଥିଲେ ।

ପଢନ୍ତୁ ଏହି ଖବର: ଶ୍ରୀଲଙ୍କା ବୋଲରଙ୍କ ସହ ମୁହାଁମୁହିଁ ଜୈସୱାଲ; ଭୀଷଣ ରାଗିଗଲେ, ପଡ଼ିଆରେ ପ୍ରବଳ ଝଗଡ଼ା...
- ପନ୍ତଙ୍କ ସହ କଣ ଘଟିଲା ?

- ପନ୍ତ ପୁଣି ବ୍ୟାଟିଂ କରିବାକୁ ଆସିବେ କି ?
Rishabh Pant’s expression says it all. He looks to be in a lot of pain right now. Hope he’s okay and it’s nothing serious#INDvSL #INDvsSL #SLvsIND pic.twitter.com/ekNY9kMNIQ
— Tapas. (@lmTapas15) August 23, 2026
- ଲଗାତାର ଚାଲିଛି ପନ୍ତଙ୍କ ଚିକିତ୍ସା
ପଢନ୍ତୁ ଏହି ଖବର: ଶ୍ରୀଲଙ୍କା ବୋଲରଙ୍କ ସହ ମୁହାଁମୁହିଁ ଜୈସୱାଲ; ଭୀଷଣ ରାଗିଗଲେ, ପଡ଼ିଆରେ ପ୍ରବଳ ଝଗଡ଼ା...
- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories