Whose Wife Is Richest / ରୋହିତ-ବିରାଟ୍-ଧୋନି; କାହା ପତ୍ନୀ ନିକଟରେ ସବୁଠୁ ଅଧିକ ସମ୍ପତ୍ତି ?
·1 hour ago·2 min read

Key Points
ରୋହିତ ଶର୍ମା, ବିରାଟ କୋହଲି ଓ ଏମଏସ ଧୋନି
ଭାରତୀୟ କ୍ରିକେଟର ଲୋକପ୍ରିୟ ପ୍ଲେୟାର
ଏହି ୩ ଖେଳାଳିଙ୍କ ମଧ୍ୟରୁ କାହା ପତ୍ନୀ କଣ କରନ୍ତି ?
ଭାରତୀୟ କ୍ରିକେଟର ଲୋକପ୍ରିୟ ପ୍ଲେୟାର
ଏହି ୩ ଖେଳାଳିଙ୍କ ମଧ୍ୟରୁ କାହା ପତ୍ନୀ କଣ କରନ୍ତି ?
ଭାରତୀୟ କ୍ରିକେଟର ଲୋକପ୍ରିୟ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଏମଏସ ଧୋନିଙ୍କ ମଧ୍ଯରେ ବେଶ ଭଲ ସମ୍ପର୍କ । ସେମାନଙ୍କ ପତ୍ନୀ ମଧ୍ୟ କେହି କାହାଠୁ କମ ନୁହେଁ । ସମସ୍ତେ ନିଜ ନିଜର କ୍ୟାରିଅର ଓ ବ୍ୟବସାୟ କରୁଛନ୍ତି । ଏହାରି ଭିତରେ ଚର୍ଚ୍ଚା ହୁଏ, ସେମାନଙ୍କର କଣ ବ୍ୟବସାୟ ଓ କାହା ପାଖରେ କେତେ ସମ୍ପତ୍ତି ଅଛି ? ତେବେ ଏହି ୩ କ୍ରିକେଟରଙ୍କ ପତ୍ନୀଙ୍କ ମଧ୍ୟରେ ବିରାଟ କୋହଲିଙ୍କ ପତ୍ନୀ ତଥା ଜଣାଶୁଣା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁଠୁ ଅଧିକ ଧନୀ ।

ପଢନ୍ତୁ ଏହି ଖବର: 'କୁଲଦୀପଙ୍କୁ ବାହାର କଲେ ନିରାଶ ହେବି'; ଟେଷ୍ଟ ମ୍ୟାଚ୍କୁ ନେଇ ଗମ୍ଭୀରଙ୍କୁ ୱାର୍ଣ୍ଣିଂ ଦେଲେ ପୂର୍ବତନ କ୍ରିକେଟର

- କେତେ ସମ୍ପତ୍ତିର ମାଲିକାଣୀ ଅନୁଷ୍କା ଶର୍ମା ?
- ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ରୋଜଗାରର ମାଧ୍ୟମ କଣ ?
ପଢନ୍ତୁ ଏହି ଖବର: 'କୁଲଦୀପଙ୍କୁ ବାହାର କଲେ ନିରାଶ ହେବି'; ଟେଷ୍ଟ ମ୍ୟାଚ୍କୁ ନେଇ ଗମ୍ଭୀରଙ୍କୁ ୱାର୍ଣ୍ଣିଂ ଦେଲେ ପୂର୍ବତନ କ୍ରିକେଟର
- ରୋହିତଙ୍କ ପତ୍ନୀ ରିତିକା କଣ କରନ୍ତି ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories