Cricket News / ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ୍ କରି ପାକ୍ ବୋଲରଙ୍କ ‘ବେବି’ ସେଲିବ୍ରେସନ୍, VIDEO ଭାଇରାଲ୍
·1 hour ago·2 min read

Key Points
PAK ବୋଲରଙ୍କ ଅଜବ ଇସାରା
୧୫ ବର୍ଷୀୟ ବୈଭବଙ୍କୁ ଆଉଟ୍ କରି ଏମିତି କଲେ
ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
୧୫ ବର୍ଷୀୟ ବୈଭବଙ୍କୁ ଆଉଟ୍ କରି ଏମିତି କଲେ
ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଶନିବାର ଏସିଆନ୍ ଗେମ୍ସର ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ । ଏହି ମ୍ୟାଚ୍ରେ ଭାରତୀୟ ଓପନର୍ ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ବଡ଼ ଇନିଂସ୍ର ଆଶା ରହିଥିଲା । କିନ୍ତୁ ବୈଭବ ମାତ୍ର ୧୫ ରନ୍ରେ ଆଉଟ୍ ହୋଇଥିଲେ । ବୈଭବ ୯ଟି ବଲ୍ରେ ୨ଟି ଛକା ସହ ୧୫ ରନ୍ କରିଥିଲେ । ତାଙ୍କୁ ପାକିସ୍ତାନର ଅଫ୍ସ୍ପିନର୍ ସାମ ଆୟୁବ ଆଉଟ୍ କରିଥିଲେ ।
ସାମ୍ ଆୟୁବଙ୍କ ବଲ୍ରେ ବୈଭବ ରିଭର୍ସ ସ୍ୱିପ୍ ଖେଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶଟ୍ଟି ଠିକ୍ ଭାବେ ବ୍ୟାଟ୍ରେ ଲାଗିନଥିଲା । ଆଉ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିଲେ ବୈଭବ ।
ବୈଭବଙ୍କ ୱିକେଟ୍ ପରେ ସାମ ଆୟୁବଙ୍କ ସେଲିବ୍ରେସନ୍ ଚର୍ଚ୍ଚାରେ
ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ୍ କରିବା ପରେ ସାମ ଆୟୁବଙ୍କ ସେଲିବ୍ରେସନ୍ ଚର୍ଚ୍ଚାର ବିଷୟ ହୋଇଥିଲା । ଆୟୁବ ଛୋଟ ପିଲାକୁ ଝୁଲାଇବା ଭଳି ଅଭିନୟ କରି ସେଲିବ୍ରେସନ୍ କରିଥିଲେ ।
ବୈଭବଙ୍କ ବୟସ ମାତ୍ର ୧୫ ବର୍ଷ ଏବଂ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ତାଙ୍କୁ ‘ବେବି ବସ୍’ ବୋଲି ମଧ୍ୟ କୁହାଯାଏ । ତେଣୁ ଆୟୁବଙ୍କ ଏହି ‘କ୍ରାଡଲ୍ ସେଲିବ୍ରେସନ୍’କୁ ବୈଭବଙ୍କ ବୟସ ସହ ଯୋଡ଼ି ଦେଖାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମ୍ୟାଚ୍ର ଆରମ୍ଭରୁ ବୈଭବ ଆକ୍ରମଣାତ୍ମକ ମନୋଭାବ ଦେଖାଇଥିଲେ । ଦ୍ୱିତୀୟ ଓଭରରେ ସାଦ ମସୁଦଙ୍କ ବିପକ୍ଷରେ ସେ ଲଗାତାର ଦୁଇଟି ଛକା ମାରି ନିଜ ମନୋଭାବ ସ୍ପଷ୍ଟ କରିଥିଲେ । ଭାରତୀୟ ଦଳ ତାଙ୍କଠାରୁ ଏକ ଦ୍ରୁତ ଆରମ୍ଭ ଆଶା କରିଥିଲା । କିନ୍ତୁ ସାମ ଆୟୁବଙ୍କ ଓଭରରେ ନିଆଯାଇଥିବା ଏକ ରିସ୍କ ଶଟ୍ ତାଙ୍କ ଇନିଂସ୍ର ଅନ୍ତ ଘଟାଇଥିଲା ।
ୱିକେଟ୍ ନେବା ପରେ ଆୟୁବ ନିଜ ସାଥୀ ଖେଳାଳିଙ୍କ ସହ ଏହାର ସେଲିବ୍ରେସନ୍ କରିଥିଲେ ଏବଂ ସମସ୍ତଙ୍କୁ ଆଲିଙ୍ଗନ କରିଥିଲେ। ତାଙ୍କର କ୍ରାଡଲ୍ ସେଲିବ୍ରେସନ୍ ବୈଭବଙ୍କ ବୟସକୁ ଇଙ୍ଗିତ କରୁଥିବା ଭାବେ ଦେଖାଯାଇଥିଲା ।
ବୈଭବଙ୍କ ଶଟ୍ରେ ଅଭିଷେକ ମଧ୍ୟ ନିରାଶ
ବୈଭବ ସୂର୍ଯ୍ୟବଂଶୀ ଆଉଟ୍ ହେବା ପରେ ନନ୍-ଷ୍ଟ୍ରାଇକର୍ ଏଣ୍ଡରେ ଥିବା ଅଭିଷେକ ଶର୍ମାଙ୍କ ପ୍ରତିକ୍ରିୟା ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା । ଶଟ୍ ଚୟନରେ ଅଭିଷେକ ଖୁସି ନଥିବା ଭଳି ଦେଖାଯାଇଥିଲେ ଏବଂ ସେ ଡଗ୍ଆଉଟ୍ ଆଡ଼କୁ ମୁହଁ କରି ବୈଭବଙ୍କୁ କିଛି ଇସାରା କରୁଥିବା ନଜର ଆସିଥିଲେ ।

ଏଥି ସହ ପଢନ୍ତୁ: ଏସୀୟ କ୍ରୀଡ଼ା… ଅଭିଷେକ-ତିଲକଙ୍କ ଦମଦାର ବ୍ୟାଟିଂ…ପାକିସ୍ତାନକୁ ୨୧୨ ରନର ଟାର୍ଗେଟ ଦେଲା ଭାରତ
ବୈଭବଙ୍କ ଶଟ୍ରେ ଅଭିଷେକ ମଧ୍ୟ ନିରାଶ
ବୈଭବ ସୂର୍ଯ୍ୟବଂଶୀ ଆଉଟ୍ ହେବା ପରେ ନନ୍-ଷ୍ଟ୍ରାଇକର୍ ଏଣ୍ଡରେ ଥିବା ଅଭିଷେକ ଶର୍ମାଙ୍କ ପ୍ରତିକ୍ରିୟା ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା । ଶଟ୍ ଚୟନରେ ଅଭିଷେକ ଖୁସି ନଥିବା ଭଳି ଦେଖାଯାଇଥିଲେ ଏବଂ ସେ ଡଗ୍ଆଉଟ୍ ଆଡ଼କୁ ମୁହଁ କରି ବୈଭବଙ୍କୁ କିଛି ଇସାରା କରୁଥିବା ନଜର ଆସିଥିଲେ ।
Related Topics
Explore more stories