Shreyas Iyer Reaction / T20 କ୍ୟାପ୍ଟେନ ହେବାପରେ ଆସିଲା ଶ୍ରେୟାସଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ହୃଦୟର କଥା
·2 hours ago·2 min read

Key Points
ଏବେ ଶ୍ରେୟାସଙ୍କ ହାତରେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ସି
ଟି-୨୦ ଅଧିନାୟକ ହୋଇଛନ୍ତି ଶ୍ରେୟାସ ଆୟର
ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟାରେ କହିଲେ ଏମିତି..
ଟି-୨୦ ଅଧିନାୟକ ହୋଇଛନ୍ତି ଶ୍ରେୟାସ ଆୟର
ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟାରେ କହିଲେ ଏମିତି..
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଶନିବାର ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟି-୨୦ ଦଳ ଘୋଷଣା କରିଛି । ଦଳ ଚୟନରେ ସବୁଠାରୁ ବଡ଼ ନିଷ୍ପତ୍ତି ଟି-୨୦ ଅଧିନାୟକତ୍ୱ ଥିଲା । ତେବେ ନିକଟରେ ଭାରତକୁ ୨୦୨୬ ଟି-୨୦ ବିଶ୍ୱକପ୍ ଟାଇଟଲ ବିଜୟୀ କରିଥିବା କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ନୂତନ ଅଧିନାୟକ ଦାୟିତ୍ଵ ଦିଆଯାଇଛି ।
ଶ୍ରେୟାସ ଏବେ ଭାରତୀୟ ଟି-୨୦ ଦଳର ଅଧିନାୟକତ୍ୱ କରିବେ । ଚୟନକର୍ତ୍ତାମାନେ ତାଙ୍କ ଭବିଷ୍ୟତ ଯୋଜନାକୁ ଆଖି ଆଗରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ଦେଇଛନ୍ତି । ଏବେ ଟିମ୍ ଇଣ୍ଡିଆର ଅଧିନାୟକ ନିଯୁକ୍ତ ହେବା ପରେ ଶ୍ରେୟାସଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି, ଯେଉଁଥିରେ ସେ ଏହାକୁ ଏକ ସମ୍ମାନ ବୋଲି କହିଛନ୍ତି ।
ପଢନ୍ତୁ ଏହି ଖବର: ବୈଭବଙ୍କ ସାନଭାଇ ବି କୋଉ ଗୁଣରେ କମ୍ ନୁହେଁ; ବାପା କହିଲେ କାହାର ଅଧିକ ଟ୍ୟାଲେଣ୍ଟ
ମ୍ୟାଚ୍ ପରେ, ଯେତେବେଳେ ଆୟରଙ୍କୁ ଭାରତୀୟ ଦଳର ଅଧିନାୟକତ୍ୱ ବିଷୟରେ ପଚରାଗଲା, ସେ କହିଲେ, "ଏହା ଏକ ମହାନ ଅନୁଭବ । ମୋ ଦେଶ ପାଇଁ ଖେଳିବା ଏବଂ ଦଳର ଅଧିନାୟକତ୍ୱ କରିବା ମୋ ପାଇଁ ଗର୍ବ ଏବଂ ସମ୍ମାନର ବିଷୟ । ମୁଁ ପ୍ରତ୍ୟେକ ପରିସ୍ଥିତିରେ ମୋତେ ସମର୍ଥନ କରିଥିବା ସମସ୍ତ ପ୍ରଶଂସକଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି । ସେମାନଙ୍କ ପ୍ରେମ ଏବଂ ବିଶ୍ୱାସ ମୋ ପାଇଁ ବହୁତ ମୂଲ୍ୟବାନ ।"

- କଣ କହିଲେ ଶ୍ରେୟାସ ଆୟର ?
ପଢନ୍ତୁ ଏହି ଖବର: ବୈଭବଙ୍କ ସାନଭାଇ ବି କୋଉ ଗୁଣରେ କମ୍ ନୁହେଁ; ବାପା କହିଲେ କାହାର ଅଧିକ ଟ୍ୟାଲେଣ୍ଟ
Presenting #TeamIndia's newest T20I captain 🇮🇳
— BCCI (@BCCI) June 6, 2026
Congratulations to Shreyas Iyer as he takes the helm in the shortest format of the game 👏@ShreyasIyer15 pic.twitter.com/frfAXAOkTA
ମ୍ୟାଚ୍ ପରେ, ଯେତେବେଳେ ଆୟରଙ୍କୁ ଭାରତୀୟ ଦଳର ଅଧିନାୟକତ୍ୱ ବିଷୟରେ ପଚରାଗଲା, ସେ କହିଲେ, "ଏହା ଏକ ମହାନ ଅନୁଭବ । ମୋ ଦେଶ ପାଇଁ ଖେଳିବା ଏବଂ ଦଳର ଅଧିନାୟକତ୍ୱ କରିବା ମୋ ପାଇଁ ଗର୍ବ ଏବଂ ସମ୍ମାନର ବିଷୟ । ମୁଁ ପ୍ରତ୍ୟେକ ପରିସ୍ଥିତିରେ ମୋତେ ସମର୍ଥନ କରିଥିବା ସମସ୍ତ ପ୍ରଶଂସକଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି । ସେମାନଙ୍କ ପ୍ରେମ ଏବଂ ବିଶ୍ୱାସ ମୋ ପାଇଁ ବହୁତ ମୂଲ୍ୟବାନ ।"
- ଶ୍ରେୟାସଙ୍କ ଆଗରେ ଆସିବ ଏହି ଚ୍ୟାଲେଞ୍ଜ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories