Vaibhav Younger Brother / ବୈଭବଙ୍କ ସାନଭାଇ ବି କୋଉ ଗୁଣରେ କମ୍ ନୁହେଁ; ବାପା କହିଲେ କାହାର ଅଧିକ ଟ୍ୟାଲେଣ୍ଟ
·2 hours ago·2 min read

Key Points
ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଚର୍ଚ୍ଚାର ବୈଭବ ସୂର୍ଯ୍ୟବଂଶୀ
ବୈଭବଙ୍କ ସାନ ଭାଇ ଆଶୀର୍ବାଦ ବି କୋଉ ଗୁଣରେ କମ ନୁହେଁ
ସାନପୁଅର କ୍ରିକେଟକୁ ନେଇ ଖୁଲାସା କଲେ ବୈଭବଙ୍କ ବାପା
ବୈଭବଙ୍କ ସାନ ଭାଇ ଆଶୀର୍ବାଦ ବି କୋଉ ଗୁଣରେ କମ ନୁହେଁ
ସାନପୁଅର କ୍ରିକେଟକୁ ନେଇ ଖୁଲାସା କଲେ ବୈଭବଙ୍କ ବାପା
ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତା ପରେ ଏବେ ତାଙ୍କ ସାନଭାଇ ଆଶୀର୍ବାଦ ସୂର୍ଯ୍ୟବଂଶୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆଲୋଚନା ହେଉଛି ଯେ ଆଶୀର୍ବାଦ ମଧ୍ୟ ନିଜ ବଡ଼ ଭାଇ ପରି ବେଶ ପ୍ରତିଭାବାନ୍ ଓ ସେ ବି ଭବିଷ୍ଯତରେ ଜଣେ ଚମତ୍କାର କ୍ରିକେଟର ହେବାକୁ ଯାଉଛନ୍ତି । ଏହି ପ୍ରସଙ୍ଗରେ ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ଏକ ବଡ଼ ଖୁଲାସା କରିଛନ୍ତି ।
ସଞ୍ଜୀବ ସୂର୍ଯ୍ୟବଂଶୀ କହିଛନ୍ତି, "ଆଶୀର୍ବାଦ ପାଖରେ ମଧ୍ୟ ଅନେକ କ୍ରିକେଟ୍ ପ୍ରତିଭା ଅଛି ଓ ସେ ଲଗାତାର ପରିଶ୍ରମ କରୁଛି । କିନ୍ତୁ ବୈଭବ ସୂର୍ଯ୍ୟବଂଶୀଙ୍କ ତୁଳନା କାହା ସହିତ କରାଯାଇପାରିବ ନାହିଁ । ବୈଭବ ଭିନ୍ନ, କିନ୍ତୁ ଆଶୀର୍ବାଦ ସୂର୍ଯ୍ୟବଂଶୀ ବି ଭଲ ଖେଳେ । ଏବେ ମୁଁ ତା' ଉପରେ ଏତେ ସମୟ ଦେଇପାରୁନାହିଁ । କାରଣ ମୋର ଅଧିକ ଧ୍ୟାନ ବୈଭବର କ୍ରିକେଟ୍ ଓ ତା'ର କାର୍ଯ୍ୟକ୍ରମ ଉପରେ ରହୁଛି । ଏପଟେ କିନ୍ତୁ ଆଶୀର୍ବାଦ ଲଗାତାର ଅଭ୍ୟାସ କରୁଛି ଓ ଭଲ ପ୍ରଦର୍ଶନ ମଧ୍ୟ କରୁଛି ।"
ପଢନ୍ତୁ ଏହି ଖବର: କିଏ ମାନବ ସୁଥାର ? କଲେ ଟେଷ୍ଟ ଡେବ୍ୟୁ, ରୋ-କୋଙ୍କୁ ବି ଅସୁବିଧାରେ ପକାଇଛନ୍ତି

- 'ଆଶୀର୍ବାଦର ବ୍ୟାଟିଂ ଚମତ୍କାର'
- '୨ବର୍ଷରେ ଆଶୀର୍ବାଦକୁ ବି ପ୍ରସ୍ତୁତ କରିଦେବି'
ପଢନ୍ତୁ ଏହି ଖବର: କିଏ ମାନବ ସୁଥାର ? କଲେ ଟେଷ୍ଟ ଡେବ୍ୟୁ, ରୋ-କୋଙ୍କୁ ବି ଅସୁବିଧାରେ ପକାଇଛନ୍ତି
- 'ବୈଭବ କେବଳ ଜଣେ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories