Virat Kohli Record Broken / ବିରାଟ କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍, ଇଂଲଣ୍ଡରେ ଲେଖିଲେ ନୂଆ ଇତିହାସ
·2 months ago·2 min read

Key Points
ଇଂଲଣ୍ଡରେ ଗିଲ୍ଙ୍କ ଇତିହାସ
ଗିଲ୍ଙ୍କ ବ୍ୟାଟ୍ରୁ ରେକର୍ଡ ବର୍ଷା
ଭାଙ୍ଗିଲେ କୋହଲିଙ୍କ ରେକର୍ଡ
ଗିଲ୍ଙ୍କ ବ୍ୟାଟ୍ରୁ ରେକର୍ଡ ବର୍ଷା
ଭାଙ୍ଗିଲେ କୋହଲିଙ୍କ ରେକର୍ଡ
ଅଧିନାୟକ ଭାବେ ଦାୟିତ୍ୱ ନେବା ପରଠାରୁ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛନ୍ତି ଶୁବମନ ଗିଲ୍ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୮୦ ରନ୍ର ଦମଦାର ଇନିଂସ୍ ଖେଳି କେବଳ ଭାରତକୁ ବିଜୟ ଭେଟି ଦେଇନାହାନ୍ତି, ବରଂ ବିରାଟ କୋହଲିଙ୍କ ନାମରେ ଥିବା ଏକ ବଡ଼ ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି ଶୁବମନ ।
ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ଇଂଲଣ୍ଡର ଗର୍ବକୁ ଭାଙ୍ଗି ବଡ଼ ବିଜୟ ହାସଲ କରିଥିଲା । ଟାର୍ଗେଟର ପିଛା କରି ଅକ୍ସର ପଟେଲ, ଶୁବମନ ଗିଲ୍ ଏବଂ ୱାଶିଂଟନ ସୁନ୍ଦର ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ, ଯାହାଫଳରେ ଭାରତ ୬ ୱିକେଟରେ ଜିତିଥିଲା ।
ଅଧିକ ପଢ଼ନ୍ତୁ: ଦ୍ୱିତୀୟ ODIରେ ଖେଳିବେନି ରୋହିତ-କୋହଲି ? ୨୦୨୭ ବିଶ୍ବକପ୍ ପାଇଁ BCCI ର ବଡ଼ ପ୍ଲାନ୍
ଭାରତୀୟ ଅଧିନାୟକ ଶୁବମନ ଗିଲ୍ ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ । ଏହି ଚମତ୍କାର ଇନିଂସ ସହିତ ଗିଲ୍ ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି । ଗିଲ୍ ଏମିତି କିଛି ରେକର୍ଡ ନିଜ ନାମରେ କରିଛନ୍ତି ଯାହା ପୂର୍ବରୁ ଅନ୍ୟ କୌଣସି ଭାରତୀୟ ଅଧିନାୟକ ହାସଲ କରିନଥିଲେ ।
ଶୁବମନ ଗିଲ୍ ଏହି ମ୍ୟାଚରେ ଏକ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ, ୭୫ ବଲରୁ ସ୍ମରଣୀୟ ୮୦ ରନ୍ କରିଥିଲେ । ଏହି ଇନିଂସ ସହିତ ସେ ଏଜବାଷ୍ଟନ ଗ୍ରାଉଣ୍ଡରେ ୫୧୦ ରନ୍ ସଂଗ୍ରହ କରିଛନ୍ତି । ଇଂଲଣ୍ଡର କୌଣସି ଏକ ଗ୍ରାଉଣ୍ଡରେ ୫୦୦ କିମ୍ବା ତା'ଠାରୁ ଅଧିକ ରନ୍ କରିଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇଛନ୍ତି । ସେ ୨୦୨୫ରେ ଟେଷ୍ଟ ଅଧିନାୟକ ହୋଇଥିଲେ ଏବଂ ଇଂଲଣ୍ଡ ବିପକ୍ଷରେ ରେଡ୍ ବଲ୍ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଏପର୍ଯ୍ୟନ୍ତ ଏଜବାଷ୍ଟନରେ କେବଳ ଦୁଇଟି ମ୍ୟାଚ୍ ଖେଳିଛନ୍ତି ଓ ତିନୋଟି ଇନିଂସରେ ୫୧୦ ରନ କରିଛନ୍ତି । ଏହି ଗ୍ରାଉଣ୍ଡରେ ତାଙ୍କର ସର୍ବାଧିକ ସ୍କୋର ୨୬୯ । ଭାରତୀୟ ଅଧିନାୟକ ଭାବରେ ବିରାଟ କୋହଲି ମଧ୍ୟ ଏହି ଗ୍ରାଉଣ୍ଡରେ ୪୬୯ ରନ କରିଛନ୍ତି । ଆଉ ଗିଲ୍ ଏବେ କୋହଲିଙ୍କ ରେକର୍ଡ ଭାଙ୍ଗି ନୂଆ ଇତିହାସ ଲେଖିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଲଗାତାର ୬ଟି ମ୍ୟାଚ୍ରେ ପରାଜୟ ପରେ ଶେଷରେ ବିଜୟର ସ୍ବାଦ ଚାଖିଛି ଟିମ୍ ଇଣ୍ଡିଆ । ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬ ଓ୍ବିକେଟ୍ରେ ପରାସ୍ତ କରି ସିରିଜ୍ରେ ୧-୦ରେ ଆଗୁଆ ରହିଛି ଭାରତ ।
Related Topics
Explore more stories