Dhoni Mentor / 'ଖେଳାଳିଙ୍କୁ ଭାଇ ପରି ବୁଝିପାରୁଥିବା କୋଚ୍ ଦରକାର; ଧୋନିଙ୍କୁ ଆଣ...
·2 hours ago·2 min read

Key Points
ପୂର୍ବତନ କ୍ରିକେଟରଙ୍କ ଆସିଲା ବଡ଼ ବୟାନ
କହିଲେ ଟିମ ଇଣ୍ଡିଆକୁ ପାରମ୍ପରିକ କୋଚ୍ ଦରକାର ନାହିଁ
'କୋଚ୍ ଗମ୍ଭୀରକୁ ହଟାନ୍ତୁ, ମେଣ୍ଟର ଧୋନିକୁ ଆଣନ୍ତୁ'
କହିଲେ ଟିମ ଇଣ୍ଡିଆକୁ ପାରମ୍ପରିକ କୋଚ୍ ଦରକାର ନାହିଁ
'କୋଚ୍ ଗମ୍ଭୀରକୁ ହଟାନ୍ତୁ, ମେଣ୍ଟର ଧୋନିକୁ ଆଣନ୍ତୁ'
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଏସ୍ ଶ୍ରୀସାନ୍ତ ଟିମ୍ ଇଣ୍ଡିଆର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ତଥା କୋଚ୍ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରି ଦେଲେ ବଡ଼ ବୟାନ । ଶ୍ରୀସାନ୍ତ ଗମ୍ଭୀରଙ୍କ ପ୍ରଶିକ୍ଷକ ରଣନୀତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଜାତୀୟ ଦଳକୁ ଏହି ସମୟରେ ପାରମ୍ପରିକ ମୁଖ୍ୟ ପ୍ରଶିକ୍ଷକଙ୍କ ଆବଶ୍ୟକତା ନାହିଁ, ବରଂ ମହେନ୍ଦ୍ର ସିଂହ ଧୋନିଙ୍କ ପରି ଜଣେ ଭଲ ମାର୍ଗଦର୍ଶକର ଆବଶ୍ୟକତା ଅଛି । ନିକଟରେ ଏକ ସାକ୍ଷାତକାର ସମୟରେ ଶ୍ରୀସାନ୍ତ ଭାରତୀୟ ଦଳର ବର୍ତ୍ତମାନର ପ୍ରଦର୍ଶନ ଏବଂ ଗମ୍ଭୀରଙ୍କ ଆଚରଣ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଛନ୍ତି ।
ପଢନ୍ତୁ ଏହି ଖବର: 'ଲୋକେ କଣ କହୁଛନ୍ତି, ଆଦୌ ଶୁଣ ନାହିଁ'; ଏମିତି କାହିଁକି କହିଲେ ବୈଭବ ସୂର୍ଯ୍ୟବଂଶୀ ?
- ଗମ୍ଭୀରଙ୍କ ସମୟରେ ପରାଜୟ ଉପରେ ଉଠାଇଲେ ପ୍ରଶ୍ନ
- ଗମ୍ଭୀରଙ୍କୁ ନେଇ ଏମିତି କହିଲେ
ପଢନ୍ତୁ ଏହି ଖବର: 'ଲୋକେ କଣ କହୁଛନ୍ତି, ଆଦୌ ଶୁଣ ନାହିଁ'; ଏମିତି କାହିଁକି କହିଲେ ବୈଭବ ସୂର୍ଯ୍ୟବଂଶୀ ?
- 'ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାରଙ୍କୁ ଭୁଲିହେବ ନାହିଁ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
