Sri Lanka All Out / ୦,୦,୦,୦,୦,୦: ଶ୍ରୀଲଙ୍କାର ଅଧା ଟିମ୍ ଖାତା ଖୋଲିପାରିଲାନି, ୧୨୪ ରନ୍ରେ ଜିତିଲା ଭାରତ
·2 hours ago·2 min read

Key Points
ଏସିଆନ୍ ଗେମ୍ସ ୨୦୨୬ରେ ଭାରତ ବନାମ ଶ୍ରୀଲଙ୍କା
୪୫ ରନ୍ରେ ଅଲଆଉଟ୍ ହେଲା ଶ୍ରୀଲଙ୍କା
ଅଧା ଟିମ୍ ଜିରୋରେ ଆଉଟ୍
୧୨୪ ରନ୍ରେ ଭାରତର ବିଶାଳ ବିଜୟ
୪୫ ରନ୍ରେ ଅଲଆଉଟ୍ ହେଲା ଶ୍ରୀଲଙ୍କା
ଅଧା ଟିମ୍ ଜିରୋରେ ଆଉଟ୍
୧୨୪ ରନ୍ରେ ଭାରତର ବିଶାଳ ବିଜୟ
ଟୋକିଓ: ଏସିଆନ ଗେମ୍ସ ୨୦୨୬ର ଦ୍ଵିତୀୟ ସେମିଫାଇନାଲ ମୁକାବିଲା ଆଜି (ସେପ୍ଟେମ୍ବର ୧) ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ବିପକ୍ଷ ଟିମ ଉପରେ ଭାରି ପଡ଼ିଛନ୍ତି ମେନ୍ ଇନ୍ ବ୍ଲୁ । ଭାରତୀୟ ଟିମ ଶ୍ରୀଲଙ୍କାକୁ ୧୦ କି ୨୦ ରନ୍ରେ ନୁହେଁ, ବରଂ ୧୨୪ ରନ୍ରେ ପରାସ୍ତ କରିଛି । ଶ୍ରୀଲଙ୍କା ୧୭୦ ରନ୍ର ପିଛା କରି ମାତ୍ର ୪୫ ରନ୍ରେ ଅଲଆଉଟ୍ ହୋଇଛି । ସବୁଠୁ ବଡ଼ କଥା ହେଉଛି ଶ୍ରୀଲଙ୍କାର ୬ଜଣ ଖେଳାଳି ଶୂନରେ ଆଉଟ୍ ହୋଇଛନ୍ତି । ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂରେ ଏମାନେ ଖାତା ଖୋଲିପାରିନାହାନ୍ତି ।
ପଢନ୍ତୁ ଏହି ଖବର: ୨୦୨୭ ODI ବିଶ୍ୱକପ୍ କାର୍ଯ୍ୟସୂଚୀ ତୟାର; ନୋଟ୍ କରନ୍ତୁ ତାରିଖ, ଏହି ଦିନ ଘୋଷଣା କରିବ ICC
- କେଉଁ ୬ ଖେଳାଳି ଶୂନରେ ଅଲଆଉଟ୍ ?
- ଭାରତୀୟ କ୍ରିକେଟରଙ୍କ ଆକ୍ରମଣାତ୍ମକ ବୋଲିଂ
📸 𝗠𝗮𝗿𝗰𝗵𝗶𝗻𝗴 𝗶𝗻𝘁𝗼 𝘁𝗵𝗲 𝗙𝗶𝗻𝗮𝗹 🏅
— BCCI (@BCCI) October 1, 2026
A commanding 1️⃣2️⃣4️⃣-run victory in the semi-final takes #TeamIndia into the Gold Medal match on Saturday 🇮🇳
Scorecard ▶️ https://t.co/DjHV9q6htT#AsianGames pic.twitter.com/kr6h7UlyyG
- ଦୁଇ ଅଙ୍କ ରନ୍ କିଏ କଲା ?
ପଢନ୍ତୁ ଏହି ଖବର: ୨୦୨୭ ODI ବିଶ୍ୱକପ୍ କାର୍ଯ୍ୟସୂଚୀ ତୟାର; ନୋଟ୍ କରନ୍ତୁ ତାରିଖ, ଏହି ଦିନ ଘୋଷଣା କରିବ ICC
- ୧୬୯ ରନ୍ କରିଥିଲା ଭାରତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories