Team India Captaincy / ବିଦା ହୋଇପାରନ୍ତି ସୂର୍ଯ୍ୟକୁମାର ! ଟି-୨୦ କ୍ରିକେଟରେ ଭାରତକୁ ମିଳିପାରେ ନୂଆ ଅଧିନାୟକ
·20 hours ago·2 min read

Key Points
ସୂର୍ଯ୍ୟ କୁମାର ଯାଦବଙ୍କ ହୋଇପାରେ ଛୁଟି
ଟି-20 ବିଶ୍ଵକପ ଜିତାଇବା ସତ୍ତ୍ଵେ ହାତରୁ ଯାଇପାରେ କ୍ୟାପ୍ଟେନ୍ସି

ଭାରତୀୟ ଟିମରେ ହୋଇପାରେ ବଡ଼ ପରିବର୍ତ୍ତନ । ଟି-୨୦ରେ ଭାରତକୁ ମିଳିପାରେ ନୂଆ ଅଧିନାୟକ । ବିଦା ହୋଇପାରନ୍ତି ସୂର୍ଯ୍ୟକୁମାର ଯାଦବ । ୨୦୨୬ ଟି-୨୦ ବିଶ୍ଵକପ ଜିତାଇବା ସତ୍ତ୍ଵେ ଟି-୨୦ ଦଳରୁ ବାଦ୍ ପଡ଼ିପାରନ୍ତି ସୂର୍ଯ୍ୟକୁମାର । ଚର୍ଚ୍ଚା ଅନୁସାରେ ଖରାପ ଫର୍ମରେ ଥିବା ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନକୁ ନେଇ ସିଲେକ୍ସନ କମିଟି ଅସନ୍ତୁଷ୍ଟ ଅଛି । ଆଇପିଏଲ୍ ୨୦୨୬ ପରେ, ଟିମ୍ ଇଣ୍ଡିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ । ଏହା ପୂର୍ବରୁ, ବିସିସିଆଇ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ବିଚାର କରୁଛି ।
ଶ୍ରେୟସ ଆୟର ଦଳକୁ ଫେରିବେ ଏବଂ ତାଙ୍କୁ ଅଧିନାୟକ ଭାବେ ଦାୟିତ୍ଵ ଦିଆଯାଇପାରେ । ୩୧ ବର୍ଷୀୟ ଆୟର ତାଙ୍କର ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ୩ ଡିସେମ୍ବର, ୨୦୨୩ରେ ଖେଳିଥିଲେ । ଏହାର ଅର୍ଥ ହେଉଛି ସେ ଦୁଇ ବର୍ଷରୁ ଅଧିକ ସମୟ ଧରି କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି । ଏବେ ଭବିଷ୍ୟତକୁ ଆଖିରେ ରଖି ଚୟନକର୍ତ୍ତାମାନେ ଆୟରଙ୍କୁ ନୂତନ ଅଧିନାୟକ ଭାବରେ ବାଛି ପାରନ୍ତି ।
ପଢନ୍ତୁ ଏହି ଖବର: ସ୍ତ୍ରୀ ଓ ପିଲାଙ୍କ ପାଇଁ ଇଂଲଣ୍ଡ ଗସ୍ତରୁ ଓହରିଲେ ୨ ଖେଳାଳି
ଶ୍ରେୟସ ଆୟରଙ୍କ କଥା କହିବାକୁ ଗଲେ, ସେ ୨୦୨୪ ମସିହାରେ କୋଲକାତା ନାଇଟ୍ ରାଇଡର୍ସକୁ ବିଜୟୀ କରାଇଥିଲେ। ଏହା ପୂର୍ବରୁ, ୨୦୨୦ ମସିହାରେ, ଆୟର ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିଲେ । ୨୦୨୫ ମସିହାରେ, ସେ ପଞ୍ଜାବ କିଙ୍ଗସକୁ ଫାଇନାଲରେ ପହଞ୍ଚାଇଥିଲେ । ଚଳିତ ସିଜିନରେ (IPL ୨୦୨୬) ପଞ୍ଜାବ କିଙ୍ଗସ ଆୟରଙ୍କ ଅଧିନାୟକତ୍ୱରେ ଭଲ ପ୍ରଦର୍ଶନ କରିଛି ।
- ଅଧିନାୟକ ରହିବାକୁ ଚାହୁଁଛନ୍ତି ସୂର୍ଯ୍ୟ
- କିଏ ହେବେ ନୂଆ ଅଧିନାୟକ ?
ଶ୍ରେୟସ ଆୟର ଦଳକୁ ଫେରିବେ ଏବଂ ତାଙ୍କୁ ଅଧିନାୟକ ଭାବେ ଦାୟିତ୍ଵ ଦିଆଯାଇପାରେ । ୩୧ ବର୍ଷୀୟ ଆୟର ତାଙ୍କର ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ୩ ଡିସେମ୍ବର, ୨୦୨୩ରେ ଖେଳିଥିଲେ । ଏହାର ଅର୍ଥ ହେଉଛି ସେ ଦୁଇ ବର୍ଷରୁ ଅଧିକ ସମୟ ଧରି କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି । ଏବେ ଭବିଷ୍ୟତକୁ ଆଖିରେ ରଖି ଚୟନକର୍ତ୍ତାମାନେ ଆୟରଙ୍କୁ ନୂତନ ଅଧିନାୟକ ଭାବରେ ବାଛି ପାରନ୍ତି ।
- ସୂର୍ଯ୍ୟକୁମାର ଦଳରେ ରହିବେ କି ନାହିଁ ?
- ସୂର୍ଯ୍ୟଙ୍କ ଅଧିନାୟକତ୍ୱ ରେକର୍ଡ କିପରି ?
ପଢନ୍ତୁ ଏହି ଖବର: ସ୍ତ୍ରୀ ଓ ପିଲାଙ୍କ ପାଇଁ ଇଂଲଣ୍ଡ ଗସ୍ତରୁ ଓହରିଲେ ୨ ଖେଳାଳି
ଶ୍ରେୟସ ଆୟରଙ୍କ କଥା କହିବାକୁ ଗଲେ, ସେ ୨୦୨୪ ମସିହାରେ କୋଲକାତା ନାଇଟ୍ ରାଇଡର୍ସକୁ ବିଜୟୀ କରାଇଥିଲେ। ଏହା ପୂର୍ବରୁ, ୨୦୨୦ ମସିହାରେ, ଆୟର ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିଲେ । ୨୦୨୫ ମସିହାରେ, ସେ ପଞ୍ଜାବ କିଙ୍ଗସକୁ ଫାଇନାଲରେ ପହଞ୍ଚାଇଥିଲେ । ଚଳିତ ସିଜିନରେ (IPL ୨୦୨୬) ପଞ୍ଜାବ କିଙ୍ଗସ ଆୟରଙ୍କ ଅଧିନାୟକତ୍ୱରେ ଭଲ ପ୍ରଦର୍ଶନ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories