Surya Kumar Yadav / ଆଜିର ମ୍ୟାଚ୍ ହେବ ଖାସ; କେବଳ ପାଦ ରଖିଲେ ରେକର୍ଡ କରିବେ କ୍ୟାପ୍ଟେନ ସୂର୍ଯ୍ୟ
·6 months ago·2 min read

Key Points
ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍
ସେପଟେ ନିଜ ନାଁରେ ଏକ ରେକର୍ଡ କରିବେ ସୂର୍ଯ୍ୟ
କେବଳ ଗ୍ରାଉଣ୍ଡରେ ପାଦ ରଖିବେ କରିବେ ରେକର୍ଡ
ସେପଟେ ନିଜ ନାଁରେ ଏକ ରେକର୍ଡ କରିବେ ସୂର୍ଯ୍ୟ
କେବଳ ଗ୍ରାଉଣ୍ଡରେ ପାଦ ରଖିବେ କରିବେ ରେକର୍ଡ
ଟି-୨୦ ବିଶ୍ଵକପ୍ ୨୦୨୬ରେ ଆଜି ସୁପର ସଣ୍ଡେରେ ଅଛି ସୁପର ମ୍ୟାଚ୍ । ଭାରତ ପାଇଁ ଆଜି 'କର ବା ମର' ସ୍ଥିତି । ୱେଷ୍ଟଇଣ୍ଡିଜ୍ ସହ ମୁହାଁମୁହିଁ ହେବ ଟିମ୍ ଇଣ୍ଡିଆ । ଯିଏ ଜିତିବ ସେ ସିଧାସଳଖ ସେମିଫାଇନାଲ ଖେଳିବ । କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତକୁ ସେମିଫାଇନାଲ ଖେଳିବା ଲାଗି ଯେକୌଣସି ପରିସ୍ଥିତିରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବାକୁ ପଡ଼ିବ । ଏହାରି ମଧ୍ୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମୈଦାନକୁ ଓହ୍ଲାଇବା ମାତ୍ରେ ନିଜ ନାଁରେ ଏକ ରେକର୍ଡ ସ୍ଥାପନ କରିବାକୁ ଯାଉଛନ୍ତି ।
ଆଜି କ୍ୟାପ୍ଟେନ ସୂର୍ଯ୍ୟକୁମାର ଯେତେବେଳେ ଇଡେନ୍ ଗାର୍ଡେନ ଗ୍ରାଉଣ୍ଡକୁ ଓହ୍ଲାଇବେ ସେତେବେଳେ ସେ ଭାରତୀୟ ଅଧିନାୟକ ଭାବେ ୫୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ । ଯାହାକି ତାଙ୍କ ପାଇଁ ଅଧିନାୟକ ଭାବେ ଏକ ବଡ଼ ରେକର୍ଡ ହେବାକୁ ଯାଉଛି । ଏହି ତାଲିକାରେ ପୂର୍ବରୁ ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାଁ ଯୋଡ଼ି ହୋଇସାରିଛି ।
ପଢନ୍ତୁ ଏହି ଖବର: ଲାଇଭ୍ ଟିଭିରେ ଟିମ ଇଣ୍ଡିଆକୁ ଚ୍ୟାଲେଞ୍ଜ ! ଦୁଇ ପାକିସ୍ତାନୀ ଖେଳାଳି ମୁହାଁମୁହିଁ

- ତାଲିକାର ଶୀର୍ଷରେ କିଏ ?
ପଢନ୍ତୁ ଏହି ଖବର: ଲାଇଭ୍ ଟିଭିରେ ଟିମ ଇଣ୍ଡିଆକୁ ଚ୍ୟାଲେଞ୍ଜ ! ଦୁଇ ପାକିସ୍ତାନୀ ଖେଳାଳି ମୁହାଁମୁହିଁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ଟିମ ସୁପର-୮ ରାଉଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ସହିତ ଆରମ୍ଭ କରିଥିଲା । ଦକ୍ଷିଣ ଆଫ୍ରିକା ବିରୋଧରେ ୭୬ ରନର ବଡ଼ ପରାଜୟ ଭାରତର ନେଟ୍ ରନ୍ ରେଟକୁ ବିଶେଷ ଭାବରେ ପ୍ରଭାବିତ କରିଥିଲା । ଏହାପରେ ସୂର୍ଯ୍ୟକୁମାରଙ୍କ ବାହିନୀ ଫେବୃଆରୀ ୨୬ ତାରିଖରେ ଜିମ୍ବାୱେ ବିପକ୍ଷରେ ଏକ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତୀୟ ଦଳ ଜିମ୍ବାୱେକୁ ଏକପାଖିଆ ୭୨ ରନରେ ପରାସ୍ତ କରିଥିଲା ।
ଅଭିଷେକ ଶର୍ମା ବ୍ୟାଟ୍ ସହିତ ଉତ୍କୃଷ୍ଟ ଫର୍ମରେ ଥିଲେ, ଟୁର୍ଣ୍ଣାମେଣ୍ଟର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମା ମଧ୍ୟ ବ୍ୟାଟ୍ ସହିତ ବିସ୍ଫୋରକ ବ୍ୟାଟିଂ କରି ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ । ଅର୍ଶଦୀପ ସିଂହ ମାତ୍ର ୨୪ ରନ ଦେଇ ତିନୋଟି ୱିକେଟ୍ ନେଇଥିଲେ, ଯେତେବେଳେ ବରୁଣ ଚକ୍ରବର୍ତ୍ତୀ ଏବଂ ଅକ୍ଷର ପଟେଲ ମଧ୍ୟ ଦୃଢ଼ ପ୍ରଦର୍ଶନ କରିଥିଲେ ।
ଅଧିକ ଖବର ପଢନ୍ତୁ....

Related Topics
Explore more stories