Tilak Sreeleela Dating / ତିଲକଙ୍କୁ ଡେଟ୍ କରୁଛନ୍ତି କି ଶ୍ରୀଲିଲା ? ଚର୍ଚ୍ଚା ପରେ ସତ କହିଦେଲେ ଅଭିନେତ୍ରୀଙ୍କ ମାଆ
·3 months ago·2 min read

Key Points
କ୍ରିକେଟର ତିଲକ ବର୍ମା ଓ ଅଭିନେତ୍ରୀ ଶ୍ରୀଲିଲାଙ୍କ ଡେଟିଂକୁ ନେଇ ଚର୍ଚ୍ଚା
ପ୍ରଥମେ ପୋଲ୍ ଖୋଲିଥିଲେ ସୂର୍ଯ୍ୟ କୁମାର, ଏବେ ସତ କହିଲେ ମାଆ
ପ୍ରଥମେ ପୋଲ୍ ଖୋଲିଥିଲେ ସୂର୍ଯ୍ୟ କୁମାର, ଏବେ ସତ କହିଲେ ମାଆ
ଦକ୍ଷିଣ ସିନେ ଜଗତର ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଲିଲା ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଅନେକ ରିପୋର୍ଟରେ କୁହାଯାଉଛି ଯେ ଶ୍ରୀଲିଲା ଏବେ ଭାରତୀୟ କ୍ରିକେଟର ତିଲକ ବର୍ମାଙ୍କୁ ଡେଟ୍ କରୁଛନ୍ତି । ଇଣ୍ଟରନେଟରେ ଦୁଇ ଜଣ ସମ୍ପର୍କରେ ଥିବା ଖବର ଘୁରି ବୁଲୁଛି । ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ପରେ ଏବେ ଅଭିନେତ୍ରୀଙ୍କ ମାଆ ଓ ତାଙ୍କ ଟିମ ମୁହଁ ଖୋଲିଛନ୍ତି । ସବୁ ସତ କଥା କହିଦେଇଛନ୍ତି ଶ୍ରୀଲିଲାଙ୍କ ମାଆ ଡକ୍ଟର ସ୍ବର୍ଣ୍ଣଲତା ।
ଅଭିନେତ୍ରୀଙ୍କ ମାଆ ଆହୁରି କହିଛନ୍ତି ଯେ ଶ୍ରୀଲିଲା ଏବେ ତାଙ୍କର ଅଭିନୟ ଜଗତ ଓ ପାଠପଢା ଉପରେ ଫୋକସ୍ କରୁଛନ୍ତି । ଶ୍ରୀଲିଲା ଏବେ NEET-PG ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ତାଙ୍କର ଧ୍ୟାନ ସମ୍ପୂର୍ଣ୍ଣ ଭାବେ ପାଠପଢା ଉପରେ ଥିବା ତାଙ୍କ ମାଆ କହିଛନ୍ତି । ତେବେ ପ୍ରେମ ଓ ବିବାହ ଲାଗି ଶ୍ରୀଲିଲାଙ୍କ ନିକଟରେ ଆହୁରି ୫ରୁ ୬ ବର୍ଷ ଥିବା କହିଛନ୍ତି ଡକ୍ଟର ସ୍ଵର୍ଣ୍ଣଲତା । ତାଙ୍କ ଝିଅ ପାଠପଢା ଓ କ୍ୟାରିଅର ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଧ୍ୟାନ ଦେଉଥିବା ସେ କହିଛନ୍ତି ।
- ସାମ୍ନାକୁ ଆସିଲା ଡେଟିଂର ସତ

- ସୂର୍ଯ୍ୟକୁମାର ଯାଦବ କହିଥିଲେ ଏହି କଥା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଡେଟିଂ ଚର୍ଚ୍ଚା ପରେ ପରସ୍ପରକୁ ଅନଫଲୋ କରିଛନ୍ତି
ପଢନ୍ତୁ ଏହି ଖବର: ଇଜ୍ଜତ ବଞ୍ଚାଇଲେ ତିଳକ, ଜିତିଲା ମୁମ୍ବାଇ...
ତେବେ ଶ୍ରୀଲିଲାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିଲେ, ସେ ଆଗାମୀ ଦିନରେ ବଲିଉଡ ଅଭିନେତା କାର୍ତ୍ତିକ ଆରୟନଙ୍କ ବିପକ୍ଷରେ ଏକ ରୋମାଣ୍ଟିକ ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଅନୁରାଗ ବାସୁଙ୍କ ଦ୍ଵାରା ନିର୍ଦ୍ଦେଶିତ । ଏହାବ୍ୟତୀତ ଶ୍ରୀଲିଲାଙ୍କୁ ସାଉଥ ସୁପରଷ୍ଟାର ଧନୁଷଙ୍କ ବିପକ୍ଷରେ ମଧ୍ୟ ଦେଖିବାକୁ ମିଳିବ ।
Related Topics
Explore more stories