Cricketer Ban / ICCର କଡ଼ା ଆକ୍ସନ; ଏହି କ୍ରିକେଟର ୮ବର୍ଷ ଘରେ ବସିବେ, SRH ସହ ଅଛି କନେକ୍ସନ
·1 hour ago·2 min read

Key Points
ଟଙ୍କା ନେଇ ମ୍ୟାଚ୍ ଫିକ୍ସିଂ କରିଥିଲେ
ଏବେ ICC ନେଲା କଡ଼ା ଆକ୍ସନ
୮ ବର୍ଷ ଯାଏଁ ଖେଳିପାରିବେନି କ୍ରିକେଟ୍
ଏବେ ICC ନେଲା କଡ଼ା ଆକ୍ସନ
୮ ବର୍ଷ ଯାଏଁ ଖେଳିପାରିବେନି କ୍ରିକେଟ୍
ଭାରତୀୟ-ଆମେରିକୀୟ କ୍ରିକେଟରଙ୍କ ବିରୋଧରେ ବଡ଼ ଆକ୍ସନ । ୮ ବର୍ଷ ଯାଏଁ ଖେଳିପାରିବେନି କ୍ରିକେଟ୍ । ମ୍ୟାଚ୍ ଫିକ୍ସିଂ ପାଇଁ କ୍ରିକେଟର ବୋଡୁଗୁମ୍ ଅଖିଳେଶ ରେଡ୍ଡୀଙ୍କ ବିରୋଧରେ ICC ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇସିସିର ଦୁର୍ନୀତି ନିବାରଣ ଟ୍ରିବ୍ୟୁନାଲ୍ ରେଡ୍ଡୀଙ୍କୁ ଦୁର୍ନୀତି ନିବାରଣ କୋଡ୍ର ୩ଟି ନିୟମକୁ ଉଲ୍ଲଂଘନ କରିଥିବା ନେଇ ଦୋଷୀ ସାବ୍ୟସ୍ତ କରିଛି ।
ପଢନ୍ତୁ ଏହି ଖବର: ୨ ୱିକେଟରେ ହାରିଲା ପାକିସ୍ତାନ; ଋଷି ଧୱନଙ୍କ ଦମଦାର ବ୍ୟାଟିଂ, ଶେଷ ଓଭର ଯାଏଁ ସସପେନ୍ସ
- କେବେ ହୋଇଥିଲା ମ୍ୟାଚ୍ ଫିକ୍ସିଂ ?
- ରେଡ୍ଡୀଙ୍କ ବିରୁଦ୍ଧରେ ସାଙ୍ଘାତିକ ପ୍ରମାଣ
- ୮ବର୍ଷ କ୍ରିକେଟରୁ ବାସନ୍ଦ
- ଅଖିଳେଶ ରେଡ୍ଡୀଙ୍କ ମ୍ୟାଚ୍ ରେକର୍ଡ
- SRH ଟିମର ଥିଲେ ନେଟ୍ ବୋଲର
ପଢନ୍ତୁ ଏହି ଖବର: ୨ ୱିକେଟରେ ହାରିଲା ପାକିସ୍ତାନ; ଋଷି ଧୱନଙ୍କ ଦମଦାର ବ୍ୟାଟିଂ, ଶେଷ ଓଭର ଯାଏଁ ସସପେନ୍ସ
- କାହିଁକି ଫେରିଥିଲେ ଆମେରିକା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories