Vaibhav Suryavanshi / ୫୨ ବଲ୍ରେ ୨୦୦ ରନ୍; ବ୍ୟାଟ୍ରେ ଧମାକା କରୁଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ?
·1 hour ago·2 min read

Key Points
IPLରୁ କୋଟିପତି ହୋଇଛନ୍ତି ୧୫ ବର୍ଷୀୟ ବୈଭବ
କ୍ରିକେଟ୍, ପୁରସ୍କାର ଓ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ହେଉଛି ରୋଜଗାର
କ୍ରିକେଟ୍, ପୁରସ୍କାର ଓ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ହେଉଛି ରୋଜଗାର
ନୂଆଦିଲ୍ଲୀ: ବ୍ୟାଟ୍ରେ ରନ୍ର ବର୍ଷା, ରେକର୍ଡ ପରେ ରେକର୍ଡ ଏବଂ ଏବେ ସମ୍ପତ୍ତିକୁ ନେଇ ଚର୍ଚ୍ଚା । ଭାରତୀୟ କ୍ରିକେଟ୍ର ଯୁବ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀ ନିଜ ବିସ୍ଫୋରକ ବ୍ୟାଟିଂରେ ପୁଣିଥରେ କ୍ରିକେଟ୍ ଜଗତକୁ ଚମକାଇ ଦେଇଛନ୍ତି । ରାଇଜିଂ ଷ୍ଟାର୍ସ ଏସିଆ କପ୍ ୨୦୨୬ରେ UAE ବିପକ୍ଷରେ ମାତ୍ର ୫୨ ବଲ୍ରେ ଦ୍ୱିଶତକ ହାସଲ କରି ଇତିହାସ ରଚିଛନ୍ତି । ତାଙ୍କ ଇନିଂସରେ ସାମିଲ ଥିଲା ୨୮ଟି ଛକା ଓ ୭ଟି ଚୌକା । ମୈଦାନରେ ଏହି ଧମାକା ପରେ ତାଙ୍କ ଆୟ ଓ ନେଟୱର୍ଥକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି ।


ପଢନ୍ତୁ ଏହି ଖବର: ୧୫ ବର୍ଷୀୟ ବୈଭବଙ୍କ ଏମିତି ଜଲୱା, ମୁକୁଟ ପିନ୍ଧାଇ ‘ଯମରାଜ’ ସଜାଇଲେ ଜାଡେଜା...ଫଟୋ ଭାଇରାଲ୍
- IPL ହିଁ ବୈଭବଙ୍କୁ କରିଛି କୋଟିପତି

- ପୁରସ୍କାରରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଆୟ
- ଅନ୍ୟ ଫର୍ମାଟ୍ରୁ ମଧ୍ୟ ଆୟ

ପଢନ୍ତୁ ଏହି ଖବର: ୧୫ ବର୍ଷୀୟ ବୈଭବଙ୍କ ଏମିତି ଜଲୱା, ମୁକୁଟ ପିନ୍ଧାଇ ‘ଯମରାଜ’ ସଜାଇଲେ ଜାଡେଜା...ଫଟୋ ଭାଇରାଲ୍
- ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ମୋଟା ଆୟ
- କେତେ ଟଙ୍କାର ମାଲିକ ବୈଭବ ସୂର୍ଯ୍ୟବଂଶୀ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories