Virat Kohli / ସବୁଠାରୁ ବଡ଼ ଗେମ୍ ଚେଞ୍ଜର କିଏ ? ରାପିଡ୍ ଫାୟାରରେ କିଙ୍ଗ କୋହଲିଙ୍କ ଅନେକ ଖୁଲାସା
·1 hour ago·2 min read

Key Points
ବିରାଟ କେଉଁ ବୋଲରଙ୍କ ବିପକ୍ଷରେ ଖେଳିବାକୁ ପସନ୍ଦ କରିବେ ନାହିଁ ?
ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ବିରାଟଙ୍କ ବଡ଼ ଖୁଲାସା
ଇଣ୍ଟରଭ୍ୟୁରେ ଲୋକପ୍ରିୟ ପ୍ରଶ୍ନର ଉତ୍ତର ଦେଲେ
ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ବିରାଟଙ୍କ ବଡ଼ ଖୁଲାସା
ଇଣ୍ଟରଭ୍ୟୁରେ ଲୋକପ୍ରିୟ ପ୍ରଶ୍ନର ଉତ୍ତର ଦେଲେ
ଭାରତୀୟ କ୍ରିକେଟର ଅନ୍ୟତମ ଲୋକପ୍ରିୟ ଖେଳାଳି ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ସମୟ ପରେ ପଡ଼ିଆକୁ ଫେରିଛନ୍ତି । ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ପ୍ରାୟ ୨ ମାସର ବିରତି ପରେ ସେ କ୍ରିକେଟ୍ ଖେଳିବେ । ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ପୁଣି ଥରେ ତାଙ୍କୁ ଦେଖିବାକୁ ଚାହିଁ ବସିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ସିରିଜରେ କୋହଲିଙ୍କ ବ୍ୟାଟ୍ରୁ କିଛି ଶକ୍ତିଶାଳୀ ଇନିଂସ ଦେଖିବାକୁ ମିଳିବ । ସିରିଜ ପୂର୍ବରୁ ବିରାଟ ଷ୍ଟାର ସ୍ପୋର୍ଟସ ସହିତ କଥା ହୋଇ ଅନେକ ବଡ଼ ଖୁଲାସା କରିଛନ୍ତି ।
ଏହି ସଦ୍ୟତମ ଇଣ୍ଟରଭ୍ୟୁରେ ବିରାଟ ବିଭିନ୍ନ ବିଷୟ ଉପରେ ଖୋଲିକି କଥା ହୋଇଛନ୍ତି । ଯେଉଁଥିରେ ଆଗାମୀ ବର୍ଷ ଶେଷ ସୁଦ୍ଧା ବିଶ୍ୱକପ୍ କିମ୍ବା ରୋହିତ ଶର୍ମାଙ୍କ ଉପରେ ତାଙ୍କର ଚିନ୍ତାଧାରା ମଧ୍ୟ ରହିଛି । ସାକ୍ଷାତକାର ସମୟରେ କୋହଲିଙ୍କୁ ମଧ୍ୟ ଅନେକ ପ୍ରଶ୍ନ ପଚରାଯାଇଥିଲା । ଆସନ୍ତୁ ଜାଣିବା ବିରାଟ ଏହି ପ୍ରଶ୍ନଗୁଡ଼ିକର କଣ ସବୁ ଉତ୍ତର ଦେଇଛନ୍ତି । ଏହି ପ୍ରଶ୍ନଗୁଡ଼ିକ କ୍ରିକେଟ୍ ସହିତ ଜଡ଼ିତ ଥିବାବେଳେ ଏହାର ଉତ୍ତର ଜାଣିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ରହିଥାଏ ।
ପ୍ରଶ୍ନ-୧: ପ୍ରିୟ ବ୍ୟାଟିଂ ସାଥୀ କିଏ ?
ଉତ୍ତର- ରୋହିତ ଶର୍ମା
ପ୍ରଶ୍ନ-୨: ଆପଣ ସାମ୍ନା କରିଥିବା ସବୁଠାରୁ କଷ୍ଟକର ବୋଲର କିଏ ?
ଉତ୍ତର- ଜସପ୍ରିତ ବୁମରାହ

- ବିରାଟଙ୍କୁ ପଚରାଯାଇଥିବା ପ୍ରଶ୍ନ ଓ ଉତ୍ତର
ପ୍ରଶ୍ନ-୧: ପ୍ରିୟ ବ୍ୟାଟିଂ ସାଥୀ କିଏ ?
ଉତ୍ତର- ରୋହିତ ଶର୍ମା
ପ୍ରଶ୍ନ-୨: ଆପଣ ସାମ୍ନା କରିଥିବା ସବୁଠାରୁ କଷ୍ଟକର ବୋଲର କିଏ ?
ଉତ୍ତର- ଜସପ୍ରିତ ବୁମରାହ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଶ୍ନ-୩: ପ୍ରିୟ ପ୍ରତିଦ୍ୱନ୍ଦ୍ୱୀ କିଏ ?
ଉତ୍ତର- ପାକିସ୍ତାନ
ପ୍ରଶ୍ନ-୪: ପ୍ରିୟ କ୍ରିକେଟ୍ ପଡ଼ିଆ ?
ଉତ୍ତର- ଚିନ୍ନାସ୍ୱାମୀ, ବେଙ୍ଗାଲୁରୁ
ପ୍ରଶ୍ନ-୫: ଆପଣଙ୍କ ନଜରରେ ସର୍ବୋତ୍ତମ ଅଧିନାୟକ ?
ଉତ୍ତର- ଏମ୍ଏସ୍ ଧୋନି
ପ୍ରଶ୍ନ-୬: ଏମିତି ଜଣେ ବୋଲର ଯାହାଙ୍କ ସହ ଆପଣ କେବେ ତାଙ୍କ ଶ୍ରେଷ୍ଠତମ ଫର୍ମରେ ସାମ୍ନା କରିବାକୁ ଚାହିଁବେ ନାହିଁ ?
ଉତ୍ତର- ଡେଲ୍ ଷ୍ଟେନ୍
ପ୍ରଶ୍ନ-୭: ଆପଣ ଖେଳିଥିବା ସର୍ବୋତ୍ତମ ଫିଲ୍ଡର ?
ଉତ୍ତର- ଏବି ଡିଭିଲିୟର୍ସ
ପ୍ରଶ୍ନ-୮: ଟି-୨୦ ନା ଦିନିକିଆ ?
ଉତ୍ତର- ଏକଦିବସୀୟ ବା ଦିନିକିଆ

ପ୍ରଶ୍ନ-୯: ଜଣେ ଭାରତୀୟ ଖେଳାଳି ଯାହାଙ୍କୁ ଆପଣ ସବୁଠାରୁ ଅଧିକ ପ୍ରଶଂସା କରନ୍ତି ?
ଉତ୍ତର- ଶିଖର ଧାୱନ
ପ୍ରଶ୍ନ-୧୦: ODI କିମ୍ବା ଟେଷ୍ଟ କ୍ରିକେଟ୍
ଉତ୍ତର- ଟେଷ୍ଟ କ୍ରିକେଟ୍
ପ୍ରଶ୍ନ-୧୧: ସେହି ଜଣେ ଖେଳାଳି ଯିଏ କିଛି ମିନିଟ୍ ମଧ୍ୟରେ ମ୍ୟାଚ୍ ବଦଳାଇ ପାରିବେ ?
ଉତ୍ତର- ଆନ୍ଦ୍ରେ ରସେଲ
ପ୍ରଶ୍ନ-୧୨: ଏମଏସ ଧୋନିଙ୍କ ପାଇଁ ଗୋଟିଏ ଶବ୍ଦ ?
ଉତ୍ତର- ମାଷ୍ଟରମାଇଣ୍ଡ
ପ୍ରଶ୍ନ-୧୩: ରୋହିତ ଶର୍ମାଙ୍କ ପାଇଁ ଗୋଟିଏ ଶବ୍ଦ?
ଉତ୍ତର- ଏଫର୍ଟଲେସ୍
ପଢନ୍ତୁ ଏହି ଖବର: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜିଠୁ ଦିନିକିଆ ସିରିଜ୍; ରୋହିତ, କୋହଲିଙ୍କ ଉପରେ ନଜର
ଏଠାରେ କହିରଖୁଛୁ କି, ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ଦିନିକିଆ ସିରିଜ୍ । ଏହି ସିରିଜ୍ରେ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ତାରିଖ ମଧ୍ୟରେ ତିନିଟି ମ୍ୟାଚ୍ ଖେଳାଯିବ । ଏହାସହିତ ବହୁଦିନ ପରେ ପଡ଼ିଆକୁ ଫେରିଛନ୍ତି ରୋ-କୋ । ଉଭୟଙ୍କୁ ଦେଖିବା ଲାଗି ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ତେବେ ଦିନିକିଆ ସିରିଜ୍ ଶେଷ ହେବାପରେ ଅକ୍ଟୋବର ୬ରୁ ୧୭ ତାରିଖ ମଧ୍ୟରେ ଦୁଇ ଦେଶ ମଧ୍ୟରେ ୫ ଟିକିଆ ଟି-ଟ୍ଵେଣ୍ଟି ସିରିଜ୍ ଖେଳାଯିବ ।

Related Topics
Explore more stories