Virat Kohli / ସେଞ୍ଚୁରୀ ପରେ ବି କାହିଁକି ସେଲିବ୍ରେଟ୍ କଲେନି ବିରାଟ; ନିଜେ କହିଲେ କାରଣ
·2 hours ago·3 min read

Key Points
କୋଲକାତା ବିପକ୍ଷ ମ୍ୟାଚରେ ବିରାଟଙ୍କ ଜବରଦସ୍ତ ପାଳି
୬ ୱିକେଟରେ କୋଲକାତାକୁ ହରାଇଲା RCB
ହେଲେ ଶତକ ପରେ ବି ଶାନ୍ତ ରହିଥିଲେ ବିରାଟ
ସେଲିବ୍ରେଟ୍ ନ କରିବାର କାରଣ ନିଜେ କହିଲେ...
୬ ୱିକେଟରେ କୋଲକାତାକୁ ହରାଇଲା RCB
ହେଲେ ଶତକ ପରେ ବି ଶାନ୍ତ ରହିଥିଲେ ବିରାଟ
ସେଲିବ୍ରେଟ୍ ନ କରିବାର କାରଣ ନିଜେ କହିଲେ...
ଆଇପିଏଲ ୨୦୨୬ ଟୁର୍ଣ୍ଣାମେଣ୍ଟରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ବାଙ୍ଗଲୋର କୋଲକାତାକୁ ୬ ୱିକେଟରେ ପରାସ୍ତ କରିଛି । ଏହି ମୁକାବିଲାରେ ବିରାଟ କୋହଲି ଅପରାଜିତ ୧୦୫ ରନ୍ ପାଳି ଖେଳି ଟିମକୁ ଏକ ସହଜ ବିଜୟ ଦେଇଥିଲେ । ସ୍କୋରବୋର୍ଡରେ ସେଞ୍ଚୁରୀ ଲଗାଇବା ପରେ ମଧ୍ୟ ବିରାଟଙ୍କୁ ଶାନ୍ତ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ଫ୍ୟାନ୍ସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ମ୍ୟାଚ୍ ପରବର୍ତ୍ତୀ ଇଣ୍ଟରଭ୍ୟୁରେ ସେଲିବ୍ରେସନ ନ କରିବାର କାରଣ ସମ୍ପର୍କରେ କହିଛନ୍ତି କୋହଲି ।
ପଢନ୍ତୁ ଏହି ଖବର: ହାର୍ଦ୍ଦିକଙ୍କ ପାରା ହାଇ ! MI ପରେ ଏବେ ରୋହିତ-ସୂର୍ଯ୍ୟଙ୍କୁ କଲେ ଅନଫଲୋ
କୋହଲି ଆହୁରି କହିଛନ୍ତି, "ମୋ ଲକ୍ଷ୍ୟ ଥିଲା ପୂର୍ବାପେକ୍ଷା ଉନ୍ନତ ଖେଳିବା, ଯାହା ଦ୍ୱାରା ମୁଁ ମୋ ଦଳ ପାଇଁ ଆଉ କିଛି ଭଲ ସ୍କୋର୍ କରିପାରିବି । ସେଥିପାଇଁ ମୋର ଶତକ ହେଉ କି ନାହିଁ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମ୍ୟାଚକୁ ଶେଷ କରିବା । ମୁଁ ଖାଲି ଭାବୁଥିଲି ଯେ କିପରି ମୁଁ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ରହିବି ଏବଂ ଦଳ ପାଇଁ ଦୁଇଟି ପଏଣ୍ଟ ଆଣିବି, ଯାହା ଦ୍ଵାରା ଆମେ ପଏଣ୍ଟ ଟେବୁଲର ଶୀର୍ଷରେ ରହିପାରିବୁ ।"
- କାହିଁକି ଦେଖିବାକୁ ମିଳିଲାନି କୋହଲିଙ୍କ ସେଲିବ୍ରେସନ ?
- 'ମୋତେ ଏହି କଥା ଭିତରୁ ଚିନ୍ତିତ କରୁଥିଲା...'
ପଢନ୍ତୁ ଏହି ଖବର: ହାର୍ଦ୍ଦିକଙ୍କ ପାରା ହାଇ ! MI ପରେ ଏବେ ରୋହିତ-ସୂର୍ଯ୍ୟଙ୍କୁ କଲେ ଅନଫଲୋ
କୋହଲି ଆହୁରି କହିଛନ୍ତି, "ମୋ ଲକ୍ଷ୍ୟ ଥିଲା ପୂର୍ବାପେକ୍ଷା ଉନ୍ନତ ଖେଳିବା, ଯାହା ଦ୍ୱାରା ମୁଁ ମୋ ଦଳ ପାଇଁ ଆଉ କିଛି ଭଲ ସ୍କୋର୍ କରିପାରିବି । ସେଥିପାଇଁ ମୋର ଶତକ ହେଉ କି ନାହିଁ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମ୍ୟାଚକୁ ଶେଷ କରିବା । ମୁଁ ଖାଲି ଭାବୁଥିଲି ଯେ କିପରି ମୁଁ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ରହିବି ଏବଂ ଦଳ ପାଇଁ ଦୁଇଟି ପଏଣ୍ଟ ଆଣିବି, ଯାହା ଦ୍ଵାରା ଆମେ ପଏଣ୍ଟ ଟେବୁଲର ଶୀର୍ଷରେ ରହିପାରିବୁ ।"
- ପ୍ରଥମେ ବ୍ୟାଟିଂ କରିଥିଲା KKR
- ଚମତ୍କାର ବ୍ୟାଟିଂ କରି ମ୍ୟାଚ୍ ଜିତିଲା RCB
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories