Virat Test Return / ପୁଣି ଟେଷ୍ଟ କ୍ରିକେଟ୍ ଖେଳିପାରନ୍ତି ବିରାଟ; ଅବସର ଫେରାଇନେବାକୁ ନେଇ ଚର୍ଚ୍ଚା !
·3 months ago·2 min read

Key Points
ଟେଷ୍ଟ କ୍ରିକେଟରୁ ଅବସର ଫେରାଇନେଇପାରନ୍ତି ବିରାଟ
ପିଲାଦିନର କୋଚଙ୍କ ମନ୍ତବ୍ୟକୁ ନେଇ ଫ୍ୟାନ୍ସ ଖୁସି
ପିଲାଦିନର କୋଚଙ୍କ ମନ୍ତବ୍ୟକୁ ନେଇ ଫ୍ୟାନ୍ସ ଖୁସି
କ୍ରିକେଟ୍ ଖେଳର ସବୁଠାରୁ ପୁରୁଣା ଏବଂ ଦୀର୍ଘତମ ସ୍ଵରୂପ ଟେଷ୍ଟ କ୍ରିକେଟକୁ କୁହାଯାଏ । ଏହାକୁ କ୍ରିକେଟ୍ ଖେଳର ପ୍ରକୃତ ପରୀକ୍ଷା ବୋଲି କୁହାଯାଉଥିବାବେଳେ ବିରାଟ କୋହଲି ଭାରତୀୟ ଟେଷ୍ଟ କ୍ରିକେଟର ଜଣେ ଅନ୍ୟତମ ଚର୍ଚ୍ଚିତ ଚେହେରା । ୨୦୨୫ ମେ ୧୨ ତାରିଖରେ ବିରାଟ ଦୀର୍ଘ ୧୪ ବର୍ଷ କ୍ୟାରିଅରକୁ ଅଲବିଦା କହି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ବିରାଟ ଏବେ ବି ଫିଟ୍ ଥିବାବେଳେ କାହିଁକି ହଠାତ୍ ଅବସର ଘୋଷଣା କଲେ ତାକୁ ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ସେ ପୁଣି ଥରେ ଏହି ଫର୍ମାଟକୁ ଫେରିପାରନ୍ତି ବୋଲି କୁହାଯାଉଛି ।
ବିରାଟ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପରେ ଭାରତୀୟ ଟିମ ମଧ୍ୟ ଏତେଟା ଭଲ ପ୍ରଦର୍ଶନ କରୁନାହିଁ । ଏଥିଲାଗି ଫ୍ୟାନ୍ସ ବାରମ୍ବାର କିଙ୍ଗ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କରିଆସୁଛନ୍ତି । ଏବେ କୋହଲିଙ୍କ ପିଲାଦିନର କୋଚ୍ ରାଜକୁମାର ଶର୍ମା ମଧ୍ୟ ତାଙ୍କ କମବ୍ୟାକକୁ ନେଇ ଏକ ବଡ଼ ସଙ୍କେତ ଦେଇଛନ୍ତି ।

- କଣ କହିଲେ କୋହଲିଙ୍କ ପିଲାଦିନର କୋଚ୍ ?
- ୨୦୨୫ ମେ ୧୨ରେ ଭାଙ୍ଗିଥିଲା ଫ୍ୟାନ୍ସଙ୍କ ହୃଦୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ହାରିଲା ମୁମ୍ବାଇ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ BCCIର ବଡ଼ ଆକ୍ସନ
- ଅସମ୍ପୂର୍ଣ୍ଣ ଅଛି କୋହଲିଙ୍କ ଟେଷ୍ଟ କ୍ରିକେଟ ସ୍ଵପ୍ନ
Related Topics
Explore more stories