Jaiswal Breaks Silence / ଶ୍ରୀଲଙ୍କା ଖେଳାଳିଙ୍କ ସହ ମୁହାଁମୁହିଁ; କଣ ହୋଇଥିଲା କହିଲେ ଯଶସ୍ଵୀ ଜୈସୱାଲ..
·56 mins ago·2 min read

Key Points
ଭାରତ ଓ ଶ୍ରୀଲଙ୍କା ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ରେ ହଙ୍ଗାମା
ମୁହାଁମୁହିଁ ହୋଇଥିଲେ ଜୈସୱାଲ ଓ ଶ୍ରୀଲଙ୍କା ବୋଲର
ପ୍ରକୃତରେ କାହିଁକି ରାଗିଲେ ଜୈସୱାଲ ନିଜେ କହିଲେ..
ମୁହାଁମୁହିଁ ହୋଇଥିଲେ ଜୈସୱାଲ ଓ ଶ୍ରୀଲଙ୍କା ବୋଲର
ପ୍ରକୃତରେ କାହିଁକି ରାଗିଲେ ଜୈସୱାଲ ନିଜେ କହିଲେ..
କଲୋମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲୋମ୍ବୋ ଟେଷ୍ଟରେ ହଙ୍ଗାମା । ମୁହାଁମୁହିଁ ହୋଇଥିଲେ ଯଶସ୍ଵୀ ଜୈସୱାଲ ଓ ଶ୍ରୀଲଙ୍କା ବୋଲର ଆସିଥା ଫର୍ଣ୍ଣାଣ୍ଡୋ । ସେମାନେ ଏତେ ନିକଟତର ହୋଇଥିଲେ ଯେ ଯେପରି ଲାଗିଲା ଦୁହେଁ ପରସ୍ପରକୁ ମାଡ଼ ମାରିବେ । ହେଲେ ସେମିତି କିଛି ଘଟିବା ପୂର୍ବରୁ ଶ୍ରୀଲଙ୍କା ଅଧିନାୟକ ଉଭୟଙ୍କୁ ଅଟକାଇଥିଲେ । ଏବେ ପୂରା ଘଟଣା ମୈଦାନରୁ ସିଧା ସୋସିଆଲ ମିଡିଆରେ ପହଞ୍ଚିଛି । ହର୍ଷ ଭୋଗଲେ ଜୈସୱାଲଙ୍କ ଉପରେ ଟିପ୍ପଣୀ ରଖିବା ଯଶସ୍ଵୀଙ୍କୁ ପସନ୍ଦ ଆସିନାହିଁ । ସେ ସିଧା ଏହା ଉପରେ ଜବାବ ରଖିଛନ୍ତି ।
ହର୍ଷ ଭୋଗଲେଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ଯଶସ୍ଵୀ କହିଛନ୍ତି ଯେ ଯଦି ତାଙ୍କୁ ସଠିକ୍ ଭାବେ ଜଣାନାହିଁ ଯେ ମୈଦାନରେ ପ୍ରକୃତରେ କଣ ଘଟିଥିଲା, ତେବେ କୌଣସି ନିଷ୍କର୍ସ ଉପରେ ପହଞ୍ଚିବା ଉଚିତ ନୁହେଁ । ଏହାପରେ ଯଶସ୍ଵୀ କହିଥିଲେ ଯେ ଯଦି କିଏ ସୀମା ଲଙ୍ଘିବ, ତେବେ ଭାରତୀୟ କ୍ରିକେଟର ତାକୁ ଛାଡ଼ିବେ ନାହିଁ ।
ପଢନ୍ତୁ ଏହି ଖବର: ପଡିକ୍କଲଙ୍କ ବ୍ୟାଟ୍ରେ ଧମାକା; ମୈଦାନରେ ଚୌକା ବର୍ଷା, ଲଗାତାର ସେଞ୍ଚୁରୀ, ନମ୍ବର-୩ର ଟେନସନ ଗଲା

- ମୈଦାନରେ କଣ ଘଟିଥିଲା ?
- ହର୍ଷ ଭୋଗଲେ କଣ କହିଲେ ?
ପଢନ୍ତୁ ଏହି ଖବର: ପଡିକ୍କଲଙ୍କ ବ୍ୟାଟ୍ରେ ଧମାକା; ମୈଦାନରେ ଚୌକା ବର୍ଷା, ଲଗାତାର ସେଞ୍ଚୁରୀ, ନମ୍ବର-୩ର ଟେନସନ ଗଲା
- ପ୍ରକୃତରେ କଣ ଘଟିଥିଲା କହିଲେ ଜୈସୱାଲ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories