Social Media Regulation / ସୋସିଆଲ୍ ମିଡିଆ କମ୍ପାନିଗୁଡ଼ିକୁ ସରକାରଙ୍କ ଚେତବାନୀ...ଅଶ୍ଲୀଳ ଓ ଅଭଦ୍ର କଣ୍ଟେଣ୍ଟ ଉପରେ ନିଅ କାର୍ଯ୍ୟାନୁଷ୍ଠାନ
·6 months ago·2 min read

Key Points
କେନ୍ଦ୍ର ସରକାର ସୋସିଆଲ୍ ମିଡିଆ କମ୍ପାନିକୁ ବଡ଼ ଚେତାବନୀ ଦେଇଛନ୍ତି । ସରକାର ଅଶ୍ଲୀଳ, ଅଭଦ୍ର ସାମଗ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।
କେନ୍ଦ୍ର ସରକାର ସୋସିଆଲ୍ ମିଡିଆ କମ୍ପାନିକୁ ବଡ଼ ଚେତାବନୀ ଦେଇଛନ୍ତି । ସରକାର ଅଶ୍ଲୀଳ, ଅଭଦ୍ର ସାମଗ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି । ଏହାସହ ଶିଶୁ ଯୌନ ଶୋଷଣ ସହ ଜଡ଼ିତ ବେଆଇନ ସାମଗ୍ରୀ ଉପରେ ମଧ୍ୟ ଆକ୍ସନ ନେବାକୁ କହିଛନ୍ତି । ଆଦେଶ ଅବମାନନା କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏହାସହ ପଢ଼ନ୍ତୁ: ୟୁପିରେ ମାନବିକତାକୁ ଲଜ୍ଜା: ୫ ବର୍ଷ ଧରି ବନ୍ଦୀ, ଭୋକରେ ବାପା ମୃତ–ଝିଅ କଙ୍କାଳ ସମାନ
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସୋସିଆଲ୍ ମିଡିଆ କମ୍ପାନିଗୁଡ଼ିକ ଆଇଟି ଅଧିନିୟମ ଧାରା ୭୯ ଅଧିନରେ ଆଦେଶ ଅନୁପାଳନ ପାଇଁ ବାଧ୍ୟ ଅଟନ୍ତି । ସେମାନେ ନିଜ ପ୍ଲାଟଫର୍ମ ଉପରେ ଅଶ୍ଲୀଳ ଓ ଅଭଦ୍ର କଣ୍ଟେଣ୍ଟ ଉପଲୋଡ୍ କରିପାରିବେ ନାହିଁ।
ମନ୍ତ୍ରଣାଳୟ ସୋସିଆଲ୍ ମିଡିଆ କମ୍ପାନିଗୁଡ଼ିକୁ ନିଜ ସାଇଟ୍ର ସମୀକ୍ଷା କରିବା ଓ ଫ୍ଲାଟଫର୍ମ ଉପରେ ଅଶ୍ଲୀଳ ଏବଂ ଅଭଦ୍ର କଣ୍ଟେଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛି । ଏପରି ନକରିବା କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ପଡ଼ିପାରେ ବୋଲି ମନ୍ତ୍ରଣାଳୟ ଚେତାଇ ଦେଇଛି । ମନ୍ତ୍ରଣାଳୟର ଏହି ଆଦେଶ ଏପରି ସମୟରେ ଆସିଛି, ଯେତେବେଳେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଅଶ୍ଲୀଳ, ଅଭଦ୍ର ଓ ବେଆଇନ କଣ୍ଟେଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରୁନାହାନ୍ତି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସୂଚନା ପ୍ରଯୁକ୍ତିବିଦ୍ୟ ନିୟମ, ୨୦୨୧ର ପ୍ରାବଧାନ ପାଳନ ନକରିବା କ୍ଷେତ୍ରରେ ସୋସିଆଲ୍ ମିଡିଆ କମ୍ପାନି ବିରୁଦ୍ଧରେ ଆଇଟି ଅଧିନିୟମ, ବିଏନ୍ଏସ୍ ଓ ଅନ୍ୟ ଅପରାଧିକ ଆଇନ ଅଧିନରେ କାର୍ଯ୍ୟାନୁଷ୍ଠାନ କରାଯିବ।
ଏହାସହ ପଢ଼ନ୍ତୁ: ମଣିଷଠୁ ଅଧିକ ପାଣି ପିଉଛି AI
AI ପିଉଛି ପାଣି...କଥାଟା ଆପଣଙ୍କୁ ଟିକେ ଆର୍ଶ୍ଚଯ୍ୟ ଲାଗିପାରେ କିନ୍ତୁ ଏଭଳି କିଛି ତଥ୍ୟ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି । ଆମେ ଯେଉଁ Artificial Intelligence ବା ChatGPT ଭଳି ସୁବିଧା ବ୍ୟବହାର କରୁଛୁ, ତାହା ପଛରେ ପାଣିର ଏକ ବିରାଟ ସମୁଦ୍ର ଶେଷ ହେଉଛି । AI କୌଣସି ଜୀବିତ ମଣିଷ ନୁହେଁ, କିନ୍ତୁ ଏହାକୁ ଚଲାଇବା ପାଇଁ ହଜାର ହଜାର ଶକ୍ତିଶାଳୀ କମ୍ପ୍ୟୁଟର ବା Data Centers ଦିନରାତି କାମ କରୁଛନ୍ତି।
ଏହି ମେସିନ୍ଗୁଡ଼ିକ ଚାଲିବା ସମୟରେ ପ୍ରବଳ ଗରମ ହୋଇଥାନ୍ତି । ସେଗୁଡ଼ିକୁ ଥଣ୍ଡା ରଖିବା ପାଇଁ ଲକ୍ଷ ଲକ୍ଷ ଲିଟର ପାଣିର ବ୍ୟବହାର କରାଯାଉଛି । ଏହାକୁ Cooling System କୁହାଯାଏ ।
ଏକ ରିସର୍ଚ୍ଚ ଅନୁସାରେ, AI କୁ କୌଣସି ୨୦ଟି ଛୋଟ ପ୍ରଶ୍ନ ପଚାରିଲେ ସେହି ସମୟ ରେ AI ସିଷ୍ଟମ୍କୁ ଥଣ୍ଡା ରଖିବା ପାଇଁ ପ୍ରାୟ ଅଧ ଲିଟର ପାଣି ଖର୍ଚ୍ଚ ହୋଇଯାଏ । ଅର୍ଥତ ୨୦ଟି ଛୋଟ ପ୍ରଶ୍ନ ପାଇଁ AI ଅଧ ଲିଟର ପାଣି ପିଇଥାଏ । ମଣିଷ ପିଉଥିବା ବୋତଲ ପାଣି ଠାରୁ ଏହି ଖର୍ଚ୍ଚ ଢେର ଅଧିକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories