Apple CEO Salary / ଏତେ ଟଙ୍କା ଏକ ମାସରେ; ଆପଲ୍ ସିଇଓଙ୍କ ମାସକର ଦରମା ଶୁଣି ଚମକିଯିବେ
·4 months ago·3 min read

Key Points
ଆପଲ୍ ନୂଆ ସିଇଓ ନିଯୁକ୍ତ କରିବାକୁ ଯାଉଛି
୧୫ ବର୍ଷରେ ନିଜ ପଦକୁ ଅଲବିଦା କହିବେ ଟିମ୍ କୁକ୍
ତେବେ ଆପଣ ଜାଣନ୍ତି କି ଆପଲ୍ ସିଇଓ ମାସକୁ କେତେ ରୋଜଗାର କରନ୍ତି ?

ବିଶ୍ଵର ସବୁଠୁ ବଡ଼ ଟେକ୍ କମ୍ପାନୀ ମଧ୍ୟରେ ଆପଲ୍ ଅନ୍ୟତମ । ପ୍ରତିବର୍ଷ ନୂଆ ଆଇଫୋନ ବିକୁଥିବା ଏହି ଆମେରିକୀୟ କମ୍ପାନୀ ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ଅର୍ଜନ କରିଛି । ଭାରତରେ ଆପଲ୍ ପ୍ରଡକ୍ଟର ଏକ ବଡ଼ ଫ୍ୟାନ୍ ବେସ୍ ଅଛି । ଆପଲର ଆଇଫୋନଠୁ ମ୍ୟାକବୁକ୍, ଆଇପ୍ୟାଡ୍, ଇଅର ପଡ୍ ଆଦି ଅନେକ ମାତ୍ରାରେ ବ୍ୟବହାର ହୁଏ । ଏହି ପ୍ରଡକ୍ଟଗୁଡ଼ିକ ମଧ୍ୟ ବେଶ ଦାମି । ତେବେ ଆପଣ ଜାଣନ୍ତି କି ଆପଲର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ)ଙ୍କ ମାସକୁ ଦରମା କେତେ ? ଏମାନେ ଭାରତୀୟ ମୁଦ୍ରାରେ ପ୍ରତି ମାସରେ କେତେ ରୋଜଗାର କରନ୍ତି ?
ଏବେ ଆପଲ୍ ନୂଆ ସିଇଓଙ୍କୁ ନିଯୁକ୍ତି ଦେବାକୁ ଯାଉଛି । ଆପଲ୍ ସିଇଓ ଟିମ୍ କୁକ୍ ପଦ ଛାଡିବାକୁ ଯାଉଛନ୍ତି । କମ୍ପାନୀ ଜନ୍ ଟର୍ନସଙ୍କୁ ଏହାର ନୂତନ ସିଇଓ ଭାବରେ ଘୋଷଣା କରିଛି, ସେ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ । ପ୍ରାୟ ୧୫ ବର୍ଷ ଧରି ଆପଲ୍କୁ ୪ ଟ୍ରିଲିୟନ ମୂଲ୍ୟାଙ୍କନରେ ପହଞ୍ଚାଇବା ପରେ, କୁକ୍ ପଦ ଛାଡିବେ ଏବଂ ତାଙ୍କ ସ୍ଥାନରେ ଆଇଫୋନ୍, ଆଇପ୍ୟାଡ୍ ଏବଂ ମ୍ୟାକ୍ ହାର୍ଡୱେୟାର ପଛରେ ଥିବା ଇଞ୍ଜିନିୟର ଟର୍ନସ୍ ଆସିବେ ।
ଏହି ସଂଖ୍ୟା ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇପାରେ । ସିଇଓ ହେବା ପରେ, ସେ ଟିମ୍ କୁକଙ୍କ ପରି ଦରମା ପାଇବେ । ନିୟାମକ ଫାଇଲିଂର ରିପୋର୍ଟ ଅନୁଯାୟୀ, ଟିମ କୁକ୍ ଗତ ବର୍ଷ ପ୍ରାୟ ୭୪.୬ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୬୬୦ କୋଟି ଟଙ୍କା) ରୋଜଗାର କରିଥିଲେ, ଯେଉଁଥିରେ ମୂଳ ଦରମା ୩ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୨୫ରୁ ୨୮ କୋଟି ଟଙ୍କା) ଥିଲା ।

- ଜନ୍ ଟର୍ନେସର ମୋଟ ସମ୍ପତ୍ତି କେତେ ?
ଏହି ସଂଖ୍ୟା ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇପାରେ । ସିଇଓ ହେବା ପରେ, ସେ ଟିମ୍ କୁକଙ୍କ ପରି ଦରମା ପାଇବେ । ନିୟାମକ ଫାଇଲିଂର ରିପୋର୍ଟ ଅନୁଯାୟୀ, ଟିମ କୁକ୍ ଗତ ବର୍ଷ ପ୍ରାୟ ୭୪.୬ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୬୬୦ କୋଟି ଟଙ୍କା) ରୋଜଗାର କରିଥିଲେ, ଯେଉଁଥିରେ ମୂଳ ଦରମା ୩ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୨୫ରୁ ୨୮ କୋଟି ଟଙ୍କା) ଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ମାସକୁ କେତେ ରୋଜଗାର କରନ୍ତି ଆପଲ୍ CEO ?
ପଢନ୍ତୁ ଏହି ଖବର: ହଠାତ୍ CEO ପଦକୁ ଟିମ କୁକଙ୍କ ଅଲବିଦା; Appleର ନେତୃତ୍ଵରେ ବଡ଼ ପରିବର୍ତ୍ତନ
- ଟିମ କୁକଙ୍କ ମୋଟ ସମ୍ପତ୍ତି କେତେ ?
Related Topics
Explore more stories