First Foldable iPhone / ପ୍ରଥମ ଫୋଲ୍ଡେବଲ୍ ଆଇଫୋନ ଲଞ୍ଚ କଲା ଆପଲ୍; ମାରୁତି କାରଠୁ ବି ମହଙ୍ଗା
·30 mins ago·2 min read

Key Points
ନୂଆ ଆଇଫୋନ ୧୮ ସିରିଜ ଲଞ୍ଚ କରିଛି ଆପଲ୍
ଏହାସହ ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ବି ଲଞ୍ଚ
ଭାରତରେ ଦାମ କେତେ ଜାଣନ୍ତୁ..
ଏହାସହ ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ବି ଲଞ୍ଚ
ଭାରତରେ ଦାମ କେତେ ଜାଣନ୍ତୁ..
ଲଞ୍ଚ ହୋଇଯାଇଛି ଆପଲ୍ର ସବୁଠୁ ଭିନ୍ନ ତଥା ମହଙ୍ଗା ମୋବାଇଲ iPhone Duo । ଯାହାକି କମ୍ପାନୀର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ । ଅନେକ ଦିନ ଧରି ଆପଲ୍ ପ୍ରଥମ ଫୋଲ୍ଡିଂ ଆଇଫୋନ ଆଣିବ ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ଚଳିତ ଆଇଫୋନ ଲଞ୍ଚ୍ର ବାର୍ଷିକ ଇଭେଣ୍ଟରେ ଆଇଫୋନ ୧୮ ସିରିଜ ସହିତ ଏହି ବହୁପ୍ରତିକ୍ଷିତ ସ୍ମାର୍ଟଫୋନ ଲଞ୍ଚ ହୋଇଯାଇଛି । ଏହି ମୋବାଇଲକୁ କେବଳ ଆଇଫୋନ ଲଭର୍ସ ନୁହେଁ, ବରଂ ପୂରା ଟେକ୍ନୋଲୋଜି ଜଗତ ଅପେକ୍ଷା କରିଥିଲା ।
ପଢନ୍ତୁ ଏହି ଖବର: ଆସିଗଲା ନୂଆ ଆଇଫୋନ ୧୮ ଓ ୧୮ ପ୍ରୋ ମ୍ୟାକ୍ସ; ଦାମ ଏତିକି, କେବେଠୁ ବିକ୍ରି ଆରମ୍ଭ ଜାଣନ୍ତୁ...
- iPhone Duoରେ କଣ ଖାସ୍ ?
- ଏହାର କ୍ୟାମେରା କିପରି ?
ପଢନ୍ତୁ ଏହି ଖବର: ଆସିଗଲା ନୂଆ ଆଇଫୋନ ୧୮ ଓ ୧୮ ପ୍ରୋ ମ୍ୟାକ୍ସ; ଦାମ ଏତିକି, କେବେଠୁ ବିକ୍ରି ଆରମ୍ଭ ଜାଣନ୍ତୁ...
- ଭାରତରେ ଦାମ କେତେ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories