Fake WhatsApp Alert / ଆପଣଙ୍କ ଫୋନରେ ନାହିଁ ତ ନକଲି WhatsApp; ୫ ଲକ୍ଷ କରିଛନ୍ତି ଡାଉନଲୋଡ୍
·1 hour ago·2 min read

Key Points
ହ୍ଵାଟ୍ସଆପ୍ ନାଁରେ ନକଲି ଆପ୍
୫ ଲକ୍ଷ ୟୁଜର କରିଛନ୍ତି ଡାଉନଲୋଡ୍
ତାଲିକାରେ ଆପଣ ନାହାନ୍ତି ତ ?
ତୁରନ୍ତ କରନ୍ତୁ ଡିଲିଟ୍ ନହେଲେ ବିପଦ
୫ ଲକ୍ଷ ୟୁଜର କରିଛନ୍ତି ଡାଉନଲୋଡ୍
ତାଲିକାରେ ଆପଣ ନାହାନ୍ତି ତ ?
ତୁରନ୍ତ କରନ୍ତୁ ଡିଲିଟ୍ ନହେଲେ ବିପଦ
ନୂଆଦିଲ୍ଲୀ: ମେଟାର ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ୍ ବେଶ ଲୋକପ୍ରିୟ ହୋଇଛି । ପ୍ରତିଦିନ କଥାବାର୍ତ୍ତାଠାରୁ ଆରମ୍ଭ କରି ଅଫିସ୍ କାମରେ ମଧ୍ୟ ଏହି ଆପ୍ର ବହୁଳ ବ୍ଯବହାର ହେଉଛି । ଏହି ଆପ୍କୁ ନେଇ ଆସିଛି ଏକ ଗୁରୁତ୍ଵପୂର୍ଣ୍ଣ ଖବର । ଗୁଗୁଲ୍ ପ୍ଲେ ଷ୍ଟୋରରେ ନକଲି ହ୍ଵାଟ୍ସଆପ୍ ଦେଖିବାକୁ ମିଳିଛି, ଯାହାକୁ ୫ ଲକ୍ଷ ଲୋକ ଡାଉଲୋଡ୍ କରିଛନ୍ତି । ତୁରନ୍ତ ଆପ୍କୁ ଡିଲିଟ୍ ନକଲେ ୟୁଜରଙ୍କ ପାଇଁ ବିପଦ ରହିଛି ।
ପ୍ଲେ ଷ୍ଟୋରରେ ହ୍ଵାଟ୍ସଆପ୍ ସର୍ଚ୍ଚ କରିବା ପରେ ଅରିଜିନାଲ୍ ଆପ୍ ଉପରେ ଆଉ ଏକ ଆପ୍ ଦେଖିବାକୁ ମିଳିଛି । ଯାହାକି ଅବିକଳ ଅସଲି ଆପ୍ ପରି ଦିଶୁଛି । ଏଥିଲାଗି ଅନେକ ଲୋକ ନକଲି ଆପ୍କୁ ଡାଉନଲୋଡ୍ କରିନେଇଛନ୍ତି । ଫେକ୍ ହ୍ଵାଟ୍ସଆପ୍ ସମ୍ପର୍କରେ ସର୍ବପ୍ରଥମେ ଜଣେ ରେଡିଟ୍ ୟୁଜର ଜଣାଇଥିଲେ । ଏନେଇ ଅକ୍ଟୋବର ୧୬ ତାରିଖରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ନକଲି ଆପ୍ WhatsApp Messenger ନାଁରେ ଲିଷ୍ଟ୍ ହୋଇଥିଲା ଏବଂ ଏହାକୁ Agment Assets Sallu ନାମକ ଜଣେ ଡେଭଲପର ପବ୍ଲିସ କରିଥିଲା। ତେବେ ପ୍ଲେ ଷ୍ଟୋରରେ ଏହି ପବ୍ଲିସରର ଅନ୍ୟ କୌଣସି ଗୋଟିଏ ବି ଆପ୍ ନାହିଁ ।

- ଫେକ୍ ଆପ୍ରେ ଅସଲି ପରି ଫଟୋ
- Play Store ଆପ୍ରେ ନକଲି ଆପ୍ କେମିତି ଚିହ୍ନିବେ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆକାଶରେ ଉଡ଼ିବ, ୧ ସେକେଣ୍ଡରେ ଧରିବ ୧୦୦କିମି ସ୍ପିଡ୍...ମାର୍କେଟକୁ ଆସିଲା ଉଡନ୍ତା କାର
- ରିଭ୍ୟୁ ଯାଞ୍ଚ କରନ୍ତୁ
Related Topics
Explore more stories